Monthly Archives

September 2021

ମହିଳା ଶକ୍ତିର ବଡ ବିଜୟ : ଏଣିକି ଏନ୍‌ଡିଏରେ ଛାତ୍ରୀ

ନୂଆଦିଲ୍ଲୀ: ମହିଳାମାନଙ୍କୁ ‘ପର୍ମାନେଣ୍ଟ୍‌ କମିସନ୍’ ଦେବା ସହ ସେମାନଙ୍କୁ ‘ଏନ୍‌ଡିଏ’ ଓ ନେଭାଲ୍‌ଏକାଡେମି’କୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଅତିରିକ୍ତ ସଲିସିଟର୍‌ ଜେ‌ନେରାଲ୍‌ ଐଶ୍ବର୍ଯ୍ୟା ଭାଟୀ
Read More...

ଏହି ଜିଲ୍ଲାରେ ପ୍ରବଳ ବର୍ଷା, ୩ ଘଣ୍ଟା ପାଇଁ ହୋଇଯାନ୍ତୁ ସାବଧାନ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ଆସନ୍ତା ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି । ସେହି ୪ଟି ଜିଲ୍ଲାଗୁଡିକ ହେଉଛି- କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ । ଏହି ଜିଲ୍ଲାଗୁଡିକରେ
Read More...

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ: ବିଷ ପିଇଲେ…

ଭୁବନେଶ୍ବର: ପୁଣି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ । ଆଜି(ବୁଧବାର) ଜଣେ ଯୁବକ ବିଷ ପିଇବା ପରେ ହାତ କାଟି ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ନାମ କୁଜଙ୍ଗ ବ୍ଲକର ଦୁଷ୍ମନ୍ତ ଦାସ ବୋଲି
Read More...

ରାଜ୍ୟ ସରକାରୀ କର୍ମଚାରୀଙ୍କ ଆରଡିସି ଅଫିସ ଅଭିଯାନ

ସମ୍ବଲପୁର:ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବିଭିନ୍ନ ବିଳମ୍ବିତ ଦାବିକୁ ନେଇ ଆଜି ସ୍ଥାନୀୟ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) କାର୍ଯ୍ୟାଳୟ ଅଭିମୁଖେ ଅଭିଯାନ ପାଇଁ ଆହ୍ୱାନ କରାଯାଇଛି । ଆଜି ପୂର୍ବାହ୍ନ ସମୟରେ ଆନ୍ଦୋଳନକାରୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ
Read More...

ଫାଣ୍ଡି ସ୍ଥାପନ ଦାବି କଲେ ଧନକଉଡା ବାସିନ୍ଦା

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଥାଇ ମଧ୍ୟ ଉପେକ୍ଷିତ ରହିଯାଉଛି ଧନକଉଡା ବ୍ଲକ ଅଞ୍ଚଳ । ସେଠାରେ ଅପରାଧିକ କାର୍ଯ୍ୟକଳାପ ଦୈନନ୍ଦିନ ବୃଦ୍ଧି ପାଉଛି । ଏହାର ସୁଯୋଗ ନେଇ ସେଠାକୁ ଏବେ ବାଂଲାଦେଶୀ ଅନୁପ୍ରବେଶକାରୀ ମଧ୍ୟ ଆସିବା ଦେଖାଯାଉଛି । ଏହି ପରିପ୍ରେକ୍ଷୀରେ ଧନକଉଡା
Read More...

ଚୂଲ୍ଲାରେ ବସିଛି କଡେଇ, ଉଷୁମା ପାଣିରେ ଧ୍ୟାନରେ ବସିଛି ପିଲା

ନୂଆଦିଲ୍ଲୀ : ଆମର ଦେହର କୌଣସି ଜାଗାରେ ଉଷମ କ୍ଷୀର କିମ୍ବା ପାଣି ପଡିଗଲେ ଆମକୁ କେତେ କଷ୍ଟ ଲାଗେ । କିନ୍ତୁ ଜଣେ ପିଲା ଉଷୁମା ପାଣିରେ ଧ୍ୟାନରେ ବସିଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଯାହା ଦେଖିବା ପରେ ଆପଣଙ୍କ ଦେହ ଶିହିରି ଉଠିବ । ଏହି ଭିଡିଓ କେଉଁଠିକାର
Read More...

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା ଆଜି, ଏମିତି ହୋଇପାରେ ଦଳ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୧ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହେବ । ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ନେତୃତ୍ୱଧୀନ ଚୟନ ସମିତି ମୁମ୍ବାଇରେ ହେବାକୁ ଥିବା ବୈଠକରେ ଟିମ୍‌ ଇଣ୍ଡିଆର ଦଳ ଘୋଷଣା କରିବ । ଏହି ସମୟରେ ଅଧିନାୟକ ବିରାଟ କୋହଲି ଭର୍ଚୁଆଲ ମାଧ୍ୟରେ ବୈଠକରେ ସାମିଲ ହେବେ ।
Read More...

ବଢିବ କି ମୂର୍ତ୍ତିର ଉଚ୍ଚତା ? ଦିନେ ଦୁଇ ଦିନ ପରେ ନିଷ୍ପତ୍ତି ନେବେ ସରକାର

ଭୁବନେଶ୍ୱର: ଆଗକୁ ପାର୍ବଣ । ତେବେ ମୂର୍ତ୍ତି ଉଚ୍ଚତାକୁ ନେଇ ଏବେ ବିବାଦ ଘନେଇବାର ଲାଗିଛି । ଏନେଇ ଆଜି ଲୋକସେବାଭବନରେ ବୈଠକ ଶେଷ ହୋଇଛି । ବୈଠକ ପରେ କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ନେଇ ୨ ଦିନ
Read More...

ଚିଟଫଣ୍ଡ ଟଙ୍କାରେ ହେଉଥିଲା ତେଲଗୁ ଫିଲ୍ମ

ଭୁବନେଶ୍ୱର:ଚିଟଫଣ୍ଡ ମାମଲାରେ ଗିରଫ ଆନ୍ଧ୍ରର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦଙ୍କ ଫିଟୁଛି ଗୁମର ।  ପୂର୍ବତନ ବିଧାୟକଙ୍କ ଟଲିଉଡ ଲିଙ୍କ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି ।  କୋଟି କୋଟି ଟଙ୍କା ଗ୍ରାହକଙ୍କ ଠାରୁ ଠକି ସମ୍ପୃକ୍ତ ପୂର୍ବତନ ବିଧାୟକ ତେଲଗୁ ଫିଲ୍ମ ତିଆରି କରୁଥିଲେ ।
Read More...

ଭକ୍ତି ସଙ୍ଗୀତ ସଂସଦ ତରଫରୁ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସମ୍ମାନିତ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି
Read More...