Monthly Archives

September 2021

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ନିମନ୍ତେ ଜିଲ୍ଲା ବ୍ୟାପୀ ୯ ଟି ସଚେତନତା ପ୍ରଚାର ଅଭିଯାନ ରଥର…

ପାରଳାଖେମୁଣ୍ଡି : ଆସନ୍ତା ଅକ୍ଟୋବର ୧ ତାରିଖ ଦିନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆରୂପରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହିତାଧିକାରୀମାନଙ୍କୁ
Read More...

ବିଭିନ୍ନ ସମସ୍ୟା ନେଇ ଘେରାଉ କଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ

ଗଞ୍ଜାମ : ଟ୍ରେଡ ୟୁନିଅନ ସେଣ୍ଟର ଅଫ୍‌ ଇଣ୍ଡିଆ ସହ ସହବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ନିରୀକ୍ଷଣ ଓ ପଞ୍ଜିକରଣ କ୍ଷେତ୍ରରେ ପ୍ରକୃତ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ କ୍ଷେତ୍ରରେ
Read More...

ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲାକୁ ସଫଳତା : ୪ ସ୍ୱର୍ଣ୍ଣ,୬ ରୌପ୍ୟ ସହ ୪ କାଂସ୍ୟ ପଦକ ହାସଲ

ସୁବର୍ଣ୍ଣପୁର :- ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ଏକାଡେମୀକୁ ମିଳିଲା ବଡ ସଫଳତା । ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ହାତେଇଲା ୪ ସ୍ୱର୍ଣ୍ଣ,୬ ରୌପ୍ୟ ସହ ୪ କାଂସ୍ୟ ପଦକ । କଲିକତାର ଗୁଲମୋହର ଷ୍ଟାଡିୟମରେ ଅନୁଷ୍ଠିତ ଦୁଇ ଦିନିଆ ପ୍ରଥମ ପ୍ରୋଗ୍ରେସିଭ କପ ଓପନ
Read More...

ବରିଷ୍ଠ ନାଗରିକମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ

ପୁରୀ: ବରିଷ୍ଠ ନାଗରିକ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଛି । ଗତକାଲି ନୀଳାଦ୍ରି ବେଳାଭୂମିରୁ ପ୍ରାୟ ୩୦ ଜଣ ବରିଷ୍ଠ ନାଗରିକ ସହରର ଐତିହାସିକ ସମ୍ପର୍ଣ୍ଣ କବୀର ଚୌରା, ବିଦୁର ମଠ, ବାଉଳୀ ମଠ, ତୋଟା ଗୋପୀନାଥ ଆଦି ବୁଲି ଖୁସିବ୍ୟକ୍ତ କରିଥିଲେ । ଗବେଷକ ଡଃ ସୁରେନ୍ଦ୍ର ମିଶ୍ର
Read More...

ହୀରାକୁଦ ଜଳଭଣ୍ଡାର: ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟରେ ପହଞ୍ଚିଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳସ୍ତର ୬୩୦ଫୁଟ ଯାଏଁ ଗତକାଲି ପହଞ୍ଚିଥିବା ସତ୍ତେ୍ୱ ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବେଶ ଯୋଗୁଁ ୧ ଗେଟ୍‌ ଖୋଲି ଜଳନିଷ୍କାସନ ସହିତ ଉକ୍ତ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବାପାଇଁ ଚେଷ୍ଟା ଅବ୍ୟାହତ ରହିଛି । ଏଠାରେ ଉଲ୍ଲେଖନୀୟ କି ଏହାହିଁ ହୀରାକୁଦ
Read More...

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନିଜନିଜ ବୁଥକୁ ଗଲେ ପୁଲିଂ ପାର୍ଟି

ପୁରୀ,୨୮/୯- ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ପୁଲିଂ ପାର୍ଟି ନିଜ ନିଜ ବୁଥକୁ ଯାଇଛନ୍ତି । ଆଉ ଗୋଟିଏ ଦିନ ପରେ ନିର୍ବାଚନ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦାୟ ୩୪୮ ଟି ବୁଥ୍‌ ମଧ୍ୟରୁ ୧୦୨ ଟି ଅତି ସମ୍ବେଦନଶୀଳ ବୁଥ ହୋଇଥିବା ବେଳେ ଏଠାରେ
Read More...

ବୌଦ୍ଧରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ ପାଳିତ

ବୌଦ୍ଧ,୨୮/୯- ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ତାଲିମ କେନ୍ଦ୍ରଠାରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ-୨୦୨୧ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞାପିତ ଅଂଚଳର ସମସ୍ତ ଆଶା,
Read More...

୨ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ଶ୍ମଶାନ ଯାତ୍ରୀ ବିଶ୍ରାମଘର

ଜହ୍ନାପଙ୍କ,୨୮/୯- ବୌଦ୍ଧ ବ୍ଳକ ବଢ଼ିଗାଁ ପଞ୍ଚାୟତ ଓଲଣ୍ଡା ସାଲୁଙ୍କି ନଦୀକୂଳରେ ୨୦୧୯ ମସିହାରେ ଶ୍ମଶାନ ଘାଟକୁ ଶବଦ ।ହ ପାଇଁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ବିଶ୍ରାମଗାର ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଘର କେଉଁ ଅନୁଦାନ ଓ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସୂଚନା ଫଳକ
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ନବରଙ୍ଗପୁର,୨୮/୦୯- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ଅନଲାଇନ ମାଧ୍ୟମରେ ଏସିଡ ଆଟାକ ଓ ସାଇବର ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜଜ୍‌ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ
Read More...

ମହାନଦୀରେ ଭାସି ଯାଉଥିବା ବୃଦ୍ଧା ଉଦ୍ଧାର

ବୌଦ୍ଧ,୨୮/୯ - ଆଜି ମହାନଦୀରେ ଭାସି ଯାଉଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ଖବରରୁ ପ୍ରକାଶ ଯେ ଆଜି ଅପରାହ୍ନ ୪ଟା ସମୟରେ ବୌଦ୍ଧ ସହରର ନୂଆସାହି ଘାଟରେ ଜଣେ ବୃଦ୍ଧା ମହାନଦୀରେ ଭାସିଯାଉଥିବାବେଳେ କିିଛି ମାଛ ଧରାଳୀ ଓ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ ।
Read More...