Monthly Archives

September 2021

ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ରୁପା ଛାଉଣି, ୮ ଦ୍ୱାରରୁ ସରିଲାଣି ୭ ଦ୍ୱାରର କାମ

ପୁରୀ:ଶ୍ରୀମନ୍ଦିର ରେ ରୁପା ଛାଉଣି ପାଇଁ ପ୍ରସ୍ତାବିତ ଶ୍ରୀମନ୍ଦିରର ୮ଟି ଦ୍ଵାରରୁ ୭ଟି ଦ୍ଵାର କାମ ଶେଷ ହୋଇଛି। ପୂର୍ବରୁ ଆଦିନୃସିଂହ ମନ୍ଦିର ଓ ମା’ ବିମଳାଙ୍କ ମନ୍ଦିର ଦ୍ବାର କାମ ଶେଷ ହୋଇ ଥିବା ବେଳେ ଗତକାଲି ମା' ଲକ୍ଷ୍ମୀଙ୍କ ମନ୍ଦିରର ପ୍ରମୁଖ ଦ୍ବାରକୁ ଶେଷ ସ୍ପର୍ଶ ଦିଆଯାଇଛି।
Read More...

ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ

ପୁରୀ: ଜିଲ୍ଲାରେ ଆଜିଠାରୁ ସେରୋଲୋଜିକାଲ ସର୍ଭେ ତଥା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି)ଆରମ୍ଭ ହୋଇଛି । ଏହା ତିନି ଦିନ ଧରି ଚାଲିବ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ସର୍ଭେ କରାଯାଉଛି । କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି
Read More...

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ଯାତ୍ରା ଆରମ୍ଭ

ମୁମ୍ବାଇ : ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ସଂସ୍କାର ଶ୍ମଶାନରେ ଆରମ୍ଭ ହୋଇଛି । ବ୍ରହ୍ମାକୁମାରୀ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଉଛି । ପିଲାଦିନରୁ ସିଦ୍ଧାର୍ଥ ଏହି ଅନୁଷ୍ଠାନ ସହିତ ଜଡିତ ଥିଲେ । ଶବଦାହ ପଡିଆରେ ସେଲିବ୍ରିଟି ଏବଂ ପ୍ରଶଂସକଙ୍କ ଭିଡ ଲାଗି ରହିଛି
Read More...

ଗାଈ ଏକମାତ୍ର ପ୍ରାଣୀ ଯିଏ ଅମ୍ଳଜାନ ଗ୍ରହଣ କରେ ଓ ଛାଡିଥାଏ

ନୂଆଦିଲ୍ଲୀ: ଆହ୍ଲାବାଦ୍ ହାଇକୋର୍ଟର ଜଜ୍ ଜଷ୍ଟିସ୍ ଶେଖର କୁମାର ଯାଦବ ନିକଟରେ କହିଥିଲେ ଯେ, ଗାଈକୁ ଭାରତର ଜାତୀୟ ପଶୁ ବୋଲି ଘୋଷଣା କରିବା ଦରକାର ଓ ସେମାନଙ୍କର ସୁରକ୍ଷା ହିନ୍ଦୁମାନଙ୍କ ମୁଖ୍ୟ ଅଧିକାର ଭିତରେ ସାମିଲ କରିବା ଦରକାର । ସେ ଆହୁରି ବି କହିଥିଲେ ଯେ, ବୈଜ୍ଞାନିକଙ୍କ କହିବା
Read More...

ୱେବ୍ ସାମ୍ବାଦିକଙ୍କୁ ଉଠାଇନେଲା ପୋଲିସ୍

ଭୁବନେଶ୍ୱର: ଜଣେ ୱେବ୍ ସାମ୍ବାଦିକଙ୍କୁ ଉଠାଇନେଇଛି ପୋଲିସ୍ । ୱେବ ଚ୍ୟାନେଲ୍ ସମ୍ପାଦନ ସୁଧାଂଶୁ ରାଉତଙ୍କୁ ଉଠାଇ ନେଇଛି ପୋଲିସ୍ । ଧାବିକା ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଉଠାଇଥିବା ଜଣାପଡ଼ିଛି । ଝାରପଡ଼ା ସ୍ଥିତ ଅଫିସ୍ ରୁ ଉଠାଇ ନେଲା ମହିଳା ଥାନା ପୋଲିସ୍ । ଅପମାନଜନକ ଖବର
Read More...

୨ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ପାଣିକୋଇଲି ଟୋଲ୍‌ଗେଟ୍‌ ସୋତି ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । । ଉଭୟଙ୍କୁ ହତ୍ୟା କରାଯାଇଥିବା  ସନ୍ଦେହ ହେଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।ସୂଚନା ମୁତାବକ, ଆଜି ସକାଳୁ ସ୍ଥାନୀୟ ଲୋକେ କୌଣସି
Read More...

ପାଟଣାଗଡ଼ ବନବିଭାଗ ଦ୍ୱାରା ୨ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁଗଣ୍ଡି ବୋଝେଇ ୪୦୭ ଟ୍ରକ ଜବତ

ପାଟଣାଗଡ଼ : ପାଟଣାଗଡ଼ ବନବିଭାଗ ଲରମ୍ଭା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଏକ ୪୦୭ ଟ୍ରକକୁ ଜବତ କରାଯାଇଥିବା ଜଣାପଡ଼ିଛି । ବିଶ୍ୱସ୍ତ ସୁତ୍ରରୁ ପୂର୍ବରୁ ବଲାଙ୍ଗୀର ଡିଏଫଓ ନିତିଶ କୁମାରଙ୍କ ଦେଇଥିବା ସୂଚନା ମୁତାବକ ପାଇ ପାଟଣାଗଡ଼ ରେଞ୍ଜର ରାଜକୃଷ୍ଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲରମ୍ଭା
Read More...

ମୋ ସରକାର ପ୍ରକୋଷ୍ଠ ଉଦଘାଟିତ

କେନ୍ଦୁଝର,୩/୯: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତକାଲି ମୋ ସରକାର ପ୍ରକୋଷ୍ଠ ଆଶିଷ ଠାକରେଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ସାଧାରଣ ଲୋକଙ୍କ ପାଇଁ ସହଜରେ ପ୍ରଶାସନିକ ବ୍ୟବସ୍ଥା ଉପଲବ୍ଧ କରାଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲା
Read More...

ଜେଲ୍‌ଗଲେ ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ପୁଅ ମନୋରଞ୍ଜନ

ଖୋର୍ଦ୍ଧା,୩/୯: ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହେବାପରେ ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନକୁ ଗୁରୁବାର ଭୁବନେଶ୍ୱର ସହିଦନଗରସ୍ଥିତ ତାଙ୍କ ଘରୁ ଖୋର୍ଦ୍ଧା ପୁଲିସ ଗିରଫ କରିଛି । ତାଙ୍କ ବିରୋଧରେ ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧିକ
Read More...

ସ୍ୱର୍ଣ୍ଣ ପରେ ବ୍ରୋଞ୍ଜ ଜିତିଲେ ଅବନି

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍‌ରେ ମହିଳା ବର୍ଗର ‘୫୦ ମିଟର୍‌ ରାଇଫଲ୍‌ ୩ପି ଏସ୍‌ଏଚ୍୧’ ବିଭାଗରେ ଅବନି ଲେଖଡ଼ା ବ୍ରୋଞ୍ଚପଦକ ହାସଲ କରିଛନ୍ତି। ପୂର୍ବରୁ ଅବନି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ | ଆଉ ଆଜି ବ୍ରୋଞ୍ଚ ପଦକ ଜିତିବା ପରେ ସେ
Read More...