Yearly Archives

2021

ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ

ପୁରୀ : ଆଜି ପଞ୍ଚୁକର ଦିତୀୟ ଦିବସ । ଆଜି ଶ୍ରୀମନ୍ଦିରରେ ବାଙ୍କଚୂଡା ବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ । କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ
Read More...

୧୨ବର୍ଷ ପରେ ବିଧାୟକଙ୍କ ପାଦ ଡୁମ୍ବେରବାହାଲ ଗାଁରେ ପଡିଲା

ବଲାଙ୍ଗୀର : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁତଲା ବ୍ଳକ ବହଲପଦର ପଞ୍ଚାୟତର ଡୁମ୍ବେରବାହାଲ ଗସ୍ତ କରିଛନ୍ତି ବିଧାୟକ ଡ. ମୁକେଶ ମହାଲିଙ୍ଗ । ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ୧୨ବର୍ଷ ପରେ କୌଣସି ବିଧାୟକ ଗାଁକୁ ଆସିଥିବା ଯୋଗୁଁ ଉତ୍ସାହିତ
Read More...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦୁଇଟି ଘଣ୍ଟା ଜବତ କଲା କଷ୍ଟମ ବିଭାଗ,ଜାଣନ୍ତୁ କାହିଁକି

ମୁମ୍ବାଇ : କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟିର ଦୁଇଟି ଘଣ୍ଟା କଷ୍ଟମ ବିଭାଗ ଜବତ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଏହି ଘଣ୍ଟାର ବିଲ ନଥିଲା। ସେ ଏହି ଘଣ୍ଟାର ଡିକ୍ଲେୟର ମଧ୍ୟ କରିନଥିଲେ। ଆଇସିସି ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ଟିମ୍ ଇଣ୍ଡିଆ ଫେରି ଆସିଥିଲା। ଟିମ
Read More...

ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ବୈଠକ

ପୁରୀ : ଶ୍ରୀମନ୍ଦିର ଐତିହ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ ଓ ଶ୍ରୀମନ୍ଦିର
Read More...

ଦୀପରୁ ନିଆଁ ଲାଗି ମହିଳା ଗୁରୁତର

ଫୁଲବାଣୀ: ଆଜି ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ଏବଂ ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ । ଶ୍ରଦ୍ଧାଳୁମାନଙ୍କର ମନ୍ଦିର ଗୁଡିକରେ ଭିଡ ଜମିଥିବା ବେଳେ ସ୍ଥାନୀୟ ଅଂଚଳରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ସକାଳେ ଏକ ଅଘଟଣ ଘଟିଯାଇଛି । ସୂଚନାଯୋଗ୍ୟକି ପିଅନପଡା ଅଂଚଳର
Read More...

ଏଣିକି ସୂର୍ଯ୍ୟାସ୍ତ ପରେ ବି ହୋଇ ପାରିବ ଶବ ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ପ୍ରୋଟକଲରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସଂଶୋଧିତ ନିୟମ ଅନୁଯାୟୀ, ଏଣିକି ସୂର୍ଯ୍ୟାସ୍ତ ବା ରାତି ସମୟରେ ବି ଶବଗୁଡ଼ିକ ହସ୍ପିଟାଲରେ ବ୍ୟବଚ୍ଛେଦ ହୋଇପାରିବ। ଯେଉଁ ହସ୍ପିଟାଲରେ ରାତିରେ ବ୍ୟବଚ୍ଛେଦ କରିବାକୁ ଆବଶ୍ୟକ ଭିତ୍ତିଭୂମି ଥିବ, ସେଠାରେ ଏହି
Read More...

ଭାରତର ଉଚ୍ଚତମ ଶୃଙ୍ଗରେ ସୂର୍ଯ୍ୟ ନମସ୍କାର କରି ଚର୍ଚ୍ଚାରେ ବୌଦ୍ଧ ମାଟିର ପୁଅ

ବୌଦ୍ଧ,୧୫/୧୧- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ନୂର୍ପା ଗ୍ରାମର ଦିବାକର ଆର୍ଯ୍ୟ ପାଖାପାଖି ୧୭ହଜାର ୮ ଶହ ଫୁଟ ଉଚ୍ଚତାରେ ଗୁରୁ ଡଙ୍ଗରମ ହ୍ରଦ କୂଳରେ ଏହି ସୂର୍ଯ୍ୟ ନମସ୍କାର କରିଛନ୍ତି ସେ । ତାଙ୍କର ଏହି ଉଦ୍ୟମକୁ ଏବେ ସବୁ ମହଲରେ ବେଶ ପ୍ରଶଂସା କରାଯାଉଛି । ତାଙ୍କର
Read More...

କୋସଲି – ସମ୍ବଲପୁରୀ ଭାଷାର ପ୍ରବୃଦ୍ଧ ସାରସ୍ୱତ ସାଧକ ଡ.ନୀଳମାଧବ ପାଣିଗ୍ରାହୀଙ୍କର ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର,୧୫/୧୧- ସୁବର୍ଣ୍ଣପୁରଠାରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ଦ୍ୱାରା ଆୟୋଜିତ ଜୟନ୍ତୀ ସଭାରେ ଦିବଙ୍ଗତ ସ୍ରଷ୍ଟା କୋସଲି ବ୍ୟାସ ଡ.ନୀଳମାଧବ ପାଣିଗ୍ରାହୀଙ୍କ ଭାଷା ସାହିତ୍ୟର ସମୃଦ୍ଧିପାଇଁ ରହିଥିବା ସାଧନା ଓ ଜୀବନାଦର୍ଶ ଉପରେ କବି ଡ.ଦେବାଶିଷ ପାଣ୍ଡିଆ, ଗାଳ୍ପିକ
Read More...

ସୁବର୍ଣ୍ଣପୁର ଠାରେ ଶିଶୁ ପତ୍ରିକା ପୁଲକ ଲୋକାର୍ପିତ

ସୁବର୍ଣ୍ଣପୁର,୧୫/୧୧- ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ଜନ୍ମଦିନ ତଥା ଶିଶୁ ଦିବସରେ ସୁବର୍ଣ୍ଣପୁରଠାରେ ଏକ ତ୍ରୈ÷ମାସିକ ଶିଶୁ ପତ୍ରିକା ଲୋକାର୍ପିତ ହୋଇଯାଇଛି । ସାମାଜିକ କର୍ମୀ ତଥା ସ୍ତମ୍ଭକାର ରାଜୀବ କୁମାର ନାୟକଙ୍କ ସଂପାଦନାରେ ପ୍ରକାଶିତ "ପୁଲକ’ ଶିଶୁ ପତ୍ରିକା
Read More...

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ୧୬ ରୁ

ଜହ୍ନ ।ପଙ୍କ,୧୫/୧୧: ବୌଦ୍ଧ ବ୍ଳକ ତେଲିବନ୍ଧରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ । ୧୬ ତାରିଖରେ କଳସ ଯାତ୍ରା,୧୭ ଓ ୧୮ ରାମାୟଣ ପରାୟଣ ୧୯ ରୁ ୨୧ ଚବିଶ ପ୍ରହର ନାମଯଜ୍ଞ ଏବଂ ୨୨ ରେ ମନ୍ଦିର
Read More...