ଆଜିଠୁ ଟି-୨୦ ବିଶ୍ବକପ୍
ନୂଆଦିଲ୍ଲୀ, : ଆଜିଠୁ ଟି-୨୦ ବିଶ୍ବକପ୍ । ପ୍ରଥମ ମ୍ୟାଚରେ ଓମାନର ମସ୍କଟରେ ଆୟୋଜକ ଓମାନକୁ ଭେଟିବ ପାପୁଆ ନ୍ୟୁଗିନି । ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ଭେଟିବ ସ୍କଟଲାଣ୍ଡ ।୧୬ ଦଳୀୟ ପ୍ରତିଯୋଗିତାରେ ମୋଟ ୪୫ ମ୍ୟାଚ୍ ଖେଳାଯିବ। ଏହାର ସୁପର ୧୨ ପର୍ଯ୍ୟାୟ ଆସନ୍ତା ୨୩ ତାରିଖରୁ!-->…
Read More...
Read More...