କାକଟପୁରରେ ମା’ ମଙ୍ଗଳାପୀଠରେ ଚାଲିଛି ଷୋଡଶ ପୂଜା
ପୁରୀ : ରାଜ୍ୟର ସମସ୍ତ ଶକ୍ତି ପୀଠରେ ଶାରଦୀୟ ପାର୍ବଣ ପୂଜ।। ସେଥିପାଇଁ ପୁରୀ ଜିଲ୍ଲା କାକଟପୁରରେ ମା' ମଙ୍ଗଳାପୀଠରେ ଚାଲିଛି ଷୋଡଶ ପୂଜା। ଅଧିଷ୍ଠାତୀ ଦେବୀଙ୍କ ପୀଠରେ ମଳାଷ୍ଟମୀ ଠାରୁ ମାଙ୍କ ନିକଟରେ ସ୍ୱତନ୍ତ୍ର ରୀତିନିତୀ ଅନୁସାରେ ଷୋଡଶ ଉପଚାର ପୂଜା ଅ।ରମ୍ଭ ହୋଇଛି । ଏବେ!-->…
Read More...
Read More...