ଧବଳମୁଖୀ ବେଶରେ ମାଁ ସମଲେଈଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ
ସମ୍ବଲପୁର,୬/୧୦- ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈଙ୍କ ଧବଳମୁଖୀ ବେଶ ଦର୍ଶନ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି । ମଧ୍ୟାହ୍ନରେ ଭୋଗ ଅର୍ପଣ ପାଇଁ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଦର୍ଶନରେ ବିରତି ପରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ଦିଆଯାଉଛି । ପ୍ରତିବର୍ଷ ଆଶ୍ୱିନ ମାସ!-->…
Read More...
Read More...