ପୁରୀ ଚନ୍ଦନପୁର ବଜାରରେ ଦିନ ଦ୍ୱି ପ୍ରହରରେ ଡକାୟତି
ପୁରୀ,୫/୧୦:- ଜଣେ ବ୍ୟବସାୟୀଙ୍କ ଠାରୁ ୪ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଚନ୍ଦନପୁର ଉଆସାହିର ସିମେଣ୍ଟ ବ୍ୟବସାୟୀ ଜୀବନ ସାମନ୍ତରାୟ ଆଜି ପୂର୍ବାହ୍ନରେ ବ୍ୟାଙ୍କ କୁ ୪ ଲକ୍ଷ ଟଙ୍କା ଡିପୋଜିଟ ଯାଉଥିଲେ । ଏତିକି ବେଳେ ପୂର୍ବରୁ ତାଙ୍କୁ ପିଛା କରୁଥିବା ୨ ଦୁର୍ବୃତ୍ତ!-->…
Read More...
Read More...