ସଡ଼କ ଦୁର୍ଘଟଣାରେ ଦୁଇ ମୃତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ ଚାଳକ ଆଶିଷ ଦିଗାଲ (୧୭)ଏବଂ ଦୀପା କହଁର(୧୬) ରାତ୍ରି ସମୟରେ ଯାଉଥିବା ବେଳେ ବୁଡ଼ାଦାନୀ ନିକଟସ୍ଥ ବୁଲାଣୀ ରାସ୍ତାରେ ଏକ ଗାଡ଼ ୱାଲରେ ଭାରସ୍ୟାମ ହରାଇ ପିଟି ହୋଇ ଯାଇଥିଲେ ।!-->…
Read More...
Read More...