Yearly Archives

2021

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ୩ ଦିନିଆ କନ୍ଧମାଳ ଗସ୍ତ

ଫୁଲବାଣୀ:କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ୩ ଦିନିଆ କନ୍ଧମାଳ ଗସ୍ତରେ ଆସି ଆଜି ଦ୍ୱିତୀୟ ଦିନରେ ପ୍ରଥମେ ଫୁଲବାଣୀ ମେଡିକାଲ କଲେଜର ଭିତ୍ତି ଭୂମି ଓ ନିର୍ମାଣର ଅଗ୍ରଗତି ଦେଖି ସେଠାରୁ ଟିକାବାଲି ବ୍ଲକର ପିକାରଡି ଗ୍ରାମ ପଞ୍ଚାୟତର ପଂଚାୟତ ଗୃହର ଉଦଘାଟନ କରିବାସହ କୋଭିଡ଼ ଗାଇଡ଼ଲାଇନ
Read More...

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ ପୂର୍ବତନ ସାଂସଦ କଳିକେଶ

ବଲାଙ୍ଗୀର : ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଆଜି ସହର ସ୍ଥିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ନିର୍ମିତ ବସ ଟର୍ମିନାଲ ପରିଦର୍ଶନ କରି ଭିନ୍ନକ୍ଷମମାନଙ୍କ ପାଇଁ ସେଠାରେ ଉପଯୁକ୍ତ ବ୍ୟବସ୍ଥା କରିବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଫାଣ୍ଡିର ବ୍ୟବସ୍ଥା
Read More...

୨୦ ହଜାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବ ବ୍ରିଟେନ, ମହିଳାମାନଙ୍କୁ ପ୍ରାଥମିକତା

ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶରେ ଆତଙ୍କ ଖେଳିଯାଇଛି । ଆମେରିକା, ଭାରତ ଏବଂ ସାଉଦି ଆରବ ସମେତ ଅନ୍ୟ ଦେଶମାନେ ସେମାନଙ୍କର ଦୂତାବାସ ବନ୍ଦ କରି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି କିମ୍ବା ଥଇଥାନ କାର୍ଯ୍ୟ ଜାରି ରଖିଛନ୍ତି । ଏଥି ସହିତ ମିଳିତ ଜାତିସଂଘ
Read More...

ଆଇସିସି ଟେଷ୍ଟ ମାନ୍ୟତା : ଦ୍ୱିତୀୟ ସ୍ଥାନକୁ ଉଠିଲେ ରୁଟ୍‌, ଜାଣନ୍ତୁ ଭାରତୀୟ ଖେଳାଳିଙ୍କ ସ୍ଥିତି

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଟେଷ୍ଟ ମାନ୍ୟତା ପ୍ରକାଶ କରିଛି । ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଏବଂ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପରେ ଆଇସିସି ଟେଷ୍ଟ ମାନ୍ୟତା ପ୍ରକାଶ
Read More...

ବୌଦ୍ଧ ପ୍ରଶାସନ ତରଫରୁ ତୃତୀୟ ଲିଙ୍ଗିଙ୍କୁ ପରିଚୟ ପତ୍ର ବଣ୍ଟନ

ବୌଦ୍ଧ, ୧୮/୮- ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୧୪ଜଣ ତୃତୀୟ ଲିଙ୍ଗିଙ୍କୁ ସୁରକ୍ଷା ଏବଂ ଅଧିକାର ଅଧିନିୟମ ୨୦୧୯ ଅନୁସାରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ପରିଚୟ ଏବଂ ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତୃତୀୟ ଲିଙ୍ଗି
Read More...

ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ : ପୁରୀରେ ପୁଣି ଭିଜିଲାନ୍ସ ଚଜ୍ଜାଉ ହୋଇଛି । ଆଜି ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ କରିଛି । ପୁରୀ, ଭୁବନେଶ୍ୱର ଏବଂ ନୟାଗଡ଼ର ୫ଟି ସ୍ଥାନରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଢ଼ାଉ ଜାରି ରହିଛି । ୪ ଜଣ ଡିଏସପି, ୫ ଇନ୍ସପେକ୍ଟର ଏବଂ
Read More...

ଆଜିର ଦିନରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ବିରାଟ, ଜାଣନ୍ତୁ କେତେ ରନ୍‌ କରିଥିଲେ

ନୂଆଦିଲ୍ଲୀ : ଭାରତର ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ସେହି ସ୍ଥାନ ହାସଲ କରିଛନ୍ତି, ଯାହା ପ୍ରତ୍ୟେକ କ୍ରିକେଟର ତାଙ୍କ କ୍ୟାରିୟର ବିଷୟରେ ସ୍ୱପ୍ନରେ ଦେଖିଥାନ୍ତେ । କୋହଲି ଆଜି ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । କୋହଲିଙ୍କ ବିରାଟ କ୍ୟାରିୟର ୨୦୦୮ ମସିହାରେ
Read More...

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଶଶି ଥରୁର ଦୋଷମୁକ୍ତ

ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ବୁଧବାର ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ ସ୍ପେଶାଲ କୋର୍ଟ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୪ ରେ ଦିଲ୍ଲୀର ଏକ ହୋଟେଲରେ
Read More...