Yearly Archives

2021

ଧରଣୀଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର

ଦେବଗଡ଼,୧୮ା୮ : ଧରଣୀଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୨୦୨୦-୨୧ ବର୍ଷ ପାଇଁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି । ସୁଶୀତଳ ଛାୟା ପ୍ରଦାନକାରୀ ସୁ-ଉଚ୍ଚ ପିଆଶାଳ ବୃକ୍ଷରାଜି ସହିତ ନାନାଦି ଓøଷଧିୟ ବୃକ୍ଷ ଓ ବିଭିନ୍ନ ଫୁଲଫଳ ବୃକ୍ଷ ସମୁହର ପ୍ରାକୃତିକ ପରିବେଶ ଏହି ବିଦ୍ୟାଳୟକୁ…
Read More...

ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ସଂର୍ପକୀତ କର୍ମଶାଳା

ରାୟଗଡ/୧୮/୮: “ମୋ କଲେଜ ଅଭିଯାନ’ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ପରିକଳ୍ପନା । କଲେଜକୁ ସେମାନଙ୍କ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଯୋଡିବା ଏବଂ ସେ ଅଂଚଳର ବୁଦ୍ଧିଜୀବି ଓ ସମସ୍ତଙ୍କ ସହଯୋଗରେ କଲେଜର ସାମଗ୍ରୀକ ବିକାଶ କରିବା ଏହି ଅଭିଯାନର ଲକ୍ଷ୍ୟ ବୋଲି ମୋ କଲେଜ ଅଭିଯାନର…
Read More...

ରକ୍ତଦାନ ଶିବିର ଉଦଘାଟିତ, ୮୫ ୟୁନିଟ ରକ୍ତ ସଂଗୃହୀତ

ସାଲେପୁର,୧୮/୮: ରକ୍ତଦାନ ମହତ ଦାନ । ସାଲେପୁର ବ୍ଲକ୍‌ ଅନ୍ତର୍ଗତ କଟରପା ଗ୍ରାମ ପଞ୍ଚାୟତରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦାନ କରିବାସହ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ । ଗ୍ରାମପଞ୍ଚାୟତର ପ୍ରାୟ ୮୫ ରୁ…
Read More...

ସୂଚନା ଓ ଲୋକସଂପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକଙ୍କ ରାୟଗଡ ଜିଲ୍ଳା ଗସ୍ତ

ରାୟଗଡ/୧୮/୮: ସୂଚନା ଓ ଲୋକସଂପର୍କ ବିଭାଗର ଦକ୍ଷିଣାଂଚଳ ଉପନିର୍ଦ୍ଦେଶକ ଗୁରବୀର ସିଂହ ଆଜି ଦିନକିଆ ରାୟଗଡ ଜିଲ୍ଲା ଗସ୍ତରେ ଆସି ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ଶ୍ରୀ ସିଂହ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟକାରିତା…
Read More...

ତ୍ରିଦିବସୀୟ ରାଧାକୃଷ୍ଣ ଫୁଟବଲ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ, ନଳବନ୍ଧ ଚମ୍ପିଆନ

ଦେବଗଡ଼,୧୮ା୮ : ଦେବଗଡ଼ ଜିଲ୍ଲା ବାରକୋଟ ପଂଚାୟତ ସମିତି ଅନ୍ତର୍ଗତ ବସାଲଇ ପଂଚାୟତର ଅସନନାଳୀ ଗ୍ରାମର ରାଧାକୃଷ୍ଣ କ୍ଲବ ଆନୁକୁଲ୍ୟରେ ତ୍ରିଦିବସୀୟ ପୁଟବଲ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଟୁର୍ଣ୍ଣାମେଂଟରେ ମୋଟ ୧୬ଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଥିବାବେଳେ…
Read More...

ବିକ୍ରମ ପ୍ରଧାନ ହେଲେ ବୌଦ୍ଧଜିଲ୍ଲା ଛାତ୍ର କଂଗ୍ରେସ ସଭାପତି

ବୌଦ୍ଧ,୧୮/୮- ବୌଦ୍ଧଜିଲ୍ଲାର ଛାତ୍ରକଂଗ୍ରେସ ସଭାପତି ଭାବେ ବିକ୍ରମ ପ୍ରଧାନ ଆଜି ନିଯୁକ୍ତ ହୋଇଛନ୍ତି । ଜାତୀୟ ସଂପାଦକ ତଥା ଓଡିଶା ଛାତ୍ର କଂଗ୍ରେସ ପ୍ରଭାରୀ ଅନୁଲେଖା ବୁଷାଙ୍କ ସୁପାରିଶକ୍ରମେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୱାସିର ନୱାଜ ଏହି ନିଯୁକ୍ତି ଶ୍ରୀ ପ୍ରଧାନଙ୍କୁ ଦେଇଛନ୍ତି ।…
Read More...

ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବୌଦ୍ଧ,୧୮/୮- ଚଳିତ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମସ୍ତ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ଓ ବିଏଲଓ ସୁପରଭାଇଜରଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଭୋଟରମାନେ ଅନଲାଇନ…
Read More...

ବିକ୍ରମ ପ୍ରଧାନ ହେଲେ ବୌଦ୍ଧଜିଲ୍ଲା ନୂତନ ଛାତ୍ରକଂଗ୍ରେସ ସଭାପତି

ବୌଦ୍ଧ,୧୮/୮- ବୌଦ୍ଧଜିଲ୍ଲାର ଛାତ୍ରକଂଗ୍ରେସ ସଭାପତି ଭାବେ ବିକ୍ରମ ପ୍ରଧାନ ଆଜି ନିଯୁକ୍ତ ହୋଇଛନ୍ତି । ଜାତୀୟ ସଂପାଦକ ତଥା ଓଡିଶା ଛାତ୍ର କଂଗ୍ରେସ ପ୍ରଭାରୀ ଅନୁଲେଖା ବୁଷାଙ୍କ ସୁପାରିଶକ୍ରମେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୱାସିର ନୱାଜ ଏହି ନିଯୁକ୍ତି ଶ୍ରୀ ପ୍ରଧାନଙ୍କୁ ଦେଇଛନ୍ତି ।…
Read More...

୩ ଜଣଙ୍କୁ ରାଜ୍ୟ ମୁଖପାତ୍ର ଦାୟୀତ୍ୱ

ଭୂବନେଶ୍ୱର: ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ୩ ଜଣଙ୍କୁ ରାଜ୍ୟ ମୁଖପାତ୍ର ଦାୟୀତ୍ୱ ପ୍ରଦାନ କରାଯାଇଛି ।ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ, ଭୁବନେଶ୍ୱର ମହାନଗର…
Read More...

ବିଜେଡି ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ପୁରୀ : କୋଣାର୍କ ଯାତ୍ରୀ ନିବାସ ପରିସରରେ ପୁରୀ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଜିଲ୍ଲା ବିଜେଡ଼ି ଦଳର ସଭାପତି ମହେଶ୍ୱର ମହାନ୍ତି ଆନୁଷ୍ଠାନିକ ଭାବରେ ଉଦ୍‌ଘାଟିତ କରିଥିଲେ । ଏଥିରେ ପୁରୀ ଜିଲ୍ଲାର ୬ ଗୋଟି ନିର୍ବାଚନ ମଣ୍ଡଳୀର…
Read More...