ବୌଦ୍ଧରେ ନୂତନ ଏସ୍ପି ଜ୍ଞାନରଞ୍ଜନ ମହାନ୍ତିଙ୍କ କାର୍ଯ୍ୟରେ ଯୋଗଦାନ
ବୌଦ୍ଧ,୧୨/୭: ଆଜି ବୌଦ୍ଧରେ ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଜ୍ଞାନରଞ୍ଜନ ମହାନ୍ତି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତ ଜୁନ୍ ୩୦ ତାରିଖରେ ଭି. ରଘୁନାଥ ରାଓଙ୍କ ଅବସର ଗ୍ରହଣ କରିବାପରେ କନ୍ଧମାଳ ଏସ୍ପି ଭୀନିତ ଅଗ୍ରୱାଲ ଦାୟିତ୍ୱରେ ରହିଥିଲେ । ବୌଦ୍ଧଜିଲ୍ଲାରେ ନୂତନ ଏସ୍ପି ଶ୍ରୀ!-->…
Read More...
Read More...