Yearly Archives

2021

ପୁଲିସକୁ ବାନ୍ଧିଲା ପୁଲିସ

ସିନିୟର ଅଫିସରଙ୍କ ଟଙ୍କା ଚୋରୀ କରି ସେୟାର ମାର୍କେଟରେ ଉଡାଉ ଥିଲା I ତଦନ୍ତ ପରେ, ନୟାପଲ୍ଲୀ ଥାନା ପୁଲିସ ସମସ୍ତ ଟଙ୍କା ଫେରସ୍ତ କଲା I 8ଲକ୍ଷ 39 ହଜାର ଟଙ୍କା ଚୋରୀ ଅଭିଯୋଗରେ CRPF ର କନଷ୍ଟେବଳ ପ୍ରିୟବ୍ରତ ପତିକୁ ଗିରଫ କରିଛି ।
Read More...

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଘଟିଛି । ଆଜି ତୈଳଦର ବିଭିନ୍ନ ସ୍ଥାନରେ ୨୫ରୁ ୨୮ ପଇସା ଲେଖାଏ ମହଙ୍ଗା ହୋଇଛି । ଫଳରେ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ଐତିହାସିକ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି । ଏକାଧିକ ସହରରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ଅଷ୍ଟ୍ରେଲିଆର ଏହି ସ୍ପିନର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସ୍ପିନର ଆଡମ ଜାମ୍ପା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ନିଜର ପ୍ରେମିକା ହେଟି ଲେହିଘ ପାନରଙ୍କୁ ବିବାହ କରିଛନ୍ତି । ଇନଷ୍ଟାଗ୍ରାମରେ ଫୋଟ ସେୟାର କରି ଜାମ୍ପାଙ୍କ ପତ୍ନୀ ହେଟି ପାର୍ନର ଏହାର ସୂଚନା ଦେଇଛନ୍ତି ।ଆଡମ ଜାମ୍ପା ଓ ହେଟିଙ୍କ ବିବାହ କରୋନା
Read More...

ପୁଣି ୩୮ଜଣଙ୍କ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ୨୯୫୭ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୯୫୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଷଣ୍ଢର ଶବସତ୍କାର କଲେ ଯୁବ ସ୍ବେଚ୍ଛାସେବୀ

ହରଭଙ୍ଗା,୨୨/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବିରନସିଂହପୁର ପଂଚାୟତର ନୂଆପଡା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାରେ ଏକ ଷଣ୍ଢର ମୃତ୍ୟୁ ହୋଇଥିବାବେଳେ ରାସ୍ତାରେ ଦୀର୍ଘ ସମୟ ଧରି ପଡିରହିଥିଲା । ପରେ ଅଂଚଳର ଯୁବ ସମାଜସେବୀମାନେ ଷଣ୍ଢର ପାର୍ଥିବ ଶରୀରକୁ ଏକ ଜେସିବି ଦ୍ବାରା
Read More...

କଣ୍ଟାମାଳ କଲେଜ ପକ୍ଷରୁ ଭର୍ଚୁଆଲ ଯୋଗ ଶିବିର

କଣ୍ଟାମାଳ,୨୧/୬- କଣ୍ଟାମାଳ ପଞ୍ଚାୟତ କଲେଜର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସପ୍ତମ ଆନ୍ତର୍ଜାତିକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ଶିବିରରେ ମହାବିଦ୍ୟାଳୟର ପୂର୍ବତନ ଶିକ୍ଷାବିଭାଗ ଅଧ୍ୟାପକ ସନ୍ତୋଷକୁମାର ବିଶି ମୁଖ୍ୟଅତିଥ ôଭାବେ ଯୋଗଦେଇ ଯୋଗ
Read More...

ଚାଷୀଙ୍କୁ ମିଳିନି ୨୦୧୫ ମସିହା ବୀମା ଛାଡ ଟଙ୍କା : ସମବାୟ ସମିତି ଆଗରେ ଚାଷୀଙ୍କ ବିକ୍ଷୋଭ

କଣ୍ଟାମାଳ,୨୧/୬- ଚାଷୀଙ୍କ ବୀମା ଛାଡ ଅର୍ଥ ରଶି ପ୍ରଦାନ ପାଇଁ ଗତ ୨୦୧୫ ମସିହାରେ କଣ୍ଟାମାଳ ସେବା ସମବାୟ ସମିତିକୁ ପ୍ରାୟ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ମାତ୍ର ଟଙ୍କା ପ୍ରଦାନର ଦୀର୍ଘ ୬ ବର୍ଷ ପରେ ବି ଚାଷୀଙ୍କୁ ଏହି ଅର୍ଥ ଦିଆଯାଇ ନଥିବାରୁ କଣ୍ଟାମାଳ ସେବା ସମବାୟ ସମିତି
Read More...

୩ ବର୍ଷହେଲା ଅସଂପୂର୍ଣ୍ଣ ଦେବଗଡ ଶବସତ୍କାର ଗୃହ, ପାଣିରେ ପଡିଲା ୨ଲକ୍ଷ ଟଙ୍କା

ହରଭଙ୍ଗା,୨୧/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାମଣ୍ଡା ପଂଚାୟତ ଦେବଗଡ ଗ୍ରାମରେ ଶବସତ୍କାର ଗୃହ ନିର୍ମାଣ ପାଇଁଁ ୨୦୧୮-୧୯ ଆର୍ଥିକ ବର୍ଷରେ ସିଏଫ୍ସି ଫଣ୍ଡରୁ ୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ଆଜକୁ ନିର୍ମାଣ ଆରମ୍ଭ ହେବାର ତିନିବର୍ଷ ବିତିଯାଇଥିଲେହେଁ ଶବସକ୍ରାର ଗୃହଟି ସଂପୂର୍ଣ୍ଣ
Read More...