ସ୍ୱର୍ଗତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଭେଟିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ
ବୌଦ୍ଧ/ବାଉଁଶୁଣୀ,୩୧/୫- ବୌଦ୍ଧଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଆଜି କଣ୍ଟାମାଳ ବ୍ଲକ ଶୁଣ୍ଢିପଦରସ୍ଥିତ ‘ଓଡ଼ିଶା ଭାସ୍କର’ର ସାମ୍ବାଦିକ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାର ସହିତ ସାକ୍ଷାତ କରି ସମବେଦନା ଜଣାଇଥିଲେ । ତାଙ୍କ ପତ୍ନୀଙ୍କ ଠାରୁ!-->…
Read More...
Read More...