ଆଞ୍ଚଳିକ କଳାକାର ଓ ସଂସ୍କୃତି ସଂଘ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ/ହରଭଙ୍ଗା,୨/୪- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସଂକୁଲେଇ ପଂଚାୟତର ମାଝିସାହି ଗ୍ରାମରେ ବ୍ଲକର କଳାକାର ଓ ସଂସ୍କୃତି ସଂଘ ପକ୍ଷରୁ କରୋନା ସଚେତନତା କରାଯାଇଥିଲା । ଲୋକମାନଙ୍କୁ କରୋନା ସଚେତନତା ଉପରେ ଆଗ୍ରହ ପ୍ରକାଶ କରିବାପାଇଁ ସଂଘ ପକ୍ଷରୁ ଘୁଡୁକା, ପତରସଉରା ଆଦି ବିଭିନ୍ନ ଅଭିନୟ କରି!-->…
Read More...
Read More...