Yearly Archives

2021

ହୀରାଞ୍ଚଳର ପ୍ରଭାବ, ବାଉଁଶୁଣୀରେ ଡ୍ରେନ ସଫେଇ କାର୍ଯ୍ୟ ଆରମ୍ଭ

ବୌଦ୍ଧ/ ବାଉଁଶୁଣୀ,୧୦/୨- ବୌଦ୍ଧବ୍ଲକ୍‌ ବାଉଁଶୁଣୀ ଛକ ନିକଟରେ ଜାତୀୟ ରାଜପଥ ନମ୍ବର ୫୭ର ପାର୍ଶ୍ୱରେ ଥିବା ଡ୍ରେନକୁ ସଫା କରାଯାଉନଥିବା ଯୋଗୁଁ ପୋତିହୋଇ ମଇଳା ପାଣି ରାସ୍ତା ଉପରେ ବୋହୁଥିଲା । ଏ ସମ୍ପର୍କରେ ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭ୍‌ରେ ଖବର୍‌ ପ୍ରକାଶ ପାଇଥିଲା । ଏ…
Read More...

ପାଣିରେ ବୁଡି 2 ଶିଶୁଙ୍କ ମୃତ୍ୟୁ

ବୌଦ୍ଧ,୯/୨ - ଆଜି ସକାଳେ ହରଭଙ୍ଗା ଥାନା ଅର୍ନ୍ତଗତ ସୁରୁଣ୍ଡି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବାମ୍ଫିରେ ବୁଡି ଦୁଇ ଜଣ ଶିଶୁଙ୍କ ଅକାଳ ମୃତ୍ୟୁ ଘଟିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ସୁରୁଣ୍ଡି ଗ୍ରାମର ପ୍ରଫୁଲ ବିଶିଙ୍କ ଏକ ମାତ୍ର ପୁଅ ସ୍ୱାଗତ ବିଶି(୮) ଏବଂ…
Read More...

ପାଣିରେ ବୁଡି 2 ଶିଶୁଙ୍କ ମୃତ୍ୟୁ

ବୌଦ୍ଧ,୯/୨- ଆଜି ସକାଳେ ହରଭଙ୍ଗା ଥାନା ଅର୍ନ୍ତଗତ ସୁରୁଣ୍ଡି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବାମ୍ଫିରେ ବୁଡି ଦୁଇ ଜଣ ଶିଶୁଙ୍କ ଅକାଳ ମୃତ୍ୟୁ ଘଟିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ସୁରୁଣ୍ଡି ଗ୍ରାମର ପ୍ରଫୁଲ ବିଶିଙ୍କ ଏକ ମାତ୍ର ପୁଅ ସ୍ୱାଗତ ବିଶି(୮) ଏବଂ…
Read More...

ରାସ୍ତାକଡରେ ପରିବା ବିକାଳୀଙ୍କ ଉପରେ ଚଢିଗଲା ପିକଅପ୍‌, ବୃଦ୍ଧାଙ୍କ ମୃତ୍ୟୁ

ଟିଟିଲାଗଡ,୯/୨ - ଆଜି ଅପରାହ୍ନରେ ଟିଟିଲାଗଡ଼ର ଥାନା ନିକଟରେ ନବନିର୍ମିତ ଫ୍ଲାଏଓଭର ବ୍ରିଜତଳ ରାସ୍ତା କଡରେ ପରିବା ବିକୁଥିବା ବିକାଳୀଙ୍କ ଉପରେ ଏକ ପିକଅପ ଚଢିଯିବାରୁ ଘଟଣାସ୍ଥଳରେ ଜଣେ ବୃଦ୍ଧାଙ୍କ ପ୍ରାଣବାୟୁ ଉଡିଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଘଟଣାରେ ଅନ୍ୟ ଜଣେ…
Read More...

ଟାଟା ଏସିଇ ଧକ୍କାରେ ଦୁଇ ଗୁରୁତର

ବୌଦ୍ଧ,୯/୨- ଆଜି ଅପରାନ୍ହ ପ୍ରାୟ 2 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ମୁର୍ଶୁଣ୍ଢ1 ଗ୍ରାମ ନିକଟରେ ଗୋଟିଏ ଟାଟା ଏସିଇ ଗାଡି ଧକ୍କାରେ ଦୁଇ ଜଣ ପଥଚାରୀ ଯୁବକ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 2 ଘଣ୍ଟା ସମୟରେ ଜାତୀୟ ରାଜପଥ…
Read More...

ସାଇକେଲକୁ ଧକ୍କା ଦେଲା ବାଇକ, ସାଇକେଲ ଆରୋହୀ ଗୁରୁତର

ବୌଦ୍ଧ,୮/୨ - ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ବୌଦ୍ଧ - ଧଳପୁର୍ ପୁରୁଣା ଶ୍ରୀ ଜଗନ୍ନାଥ ସଡକର ବଡ଼ ବଙ୍କାପଡା ଛକ ନିକଟରେ ସାଇକେଲକୁ ବାଇକ ଧକ୍କା ଦେବା ଫଳରେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ…
Read More...

ପାନ କେବିନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ

ବୌଦ୍ଧ,୮/୨ - ଆଜି ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରେ ସାହାଜପାଲ୍‌ ରାସ୍ତାକଡରେ ଥିବା ଗୋଟିଏ ପାନ ଦୋକାନ କେବିନରେ ଅଗ୍ନିକାଣ୍ଡ ଘଟି ସମ୍ପୁର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରେ ବାଉଁଶୁଣୀ ଥାନା ତାଳସରଡା ଗ୍ରାମ…
Read More...

ଯାତ୍ରୀବlହୀ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 50 ଯାତ୍ରୀ

ବୌଦ୍ଧ /ଜନ୍ହାପଙ୍କ,୮/୨ - ଆଜି ଭୋର ପ୍ରାୟ ଘ. 4. 32 ମିନିଟ୍ ସମୟରେ ଜାତୀୟ ରାଜପଥ ନମ୍ବର 57ର ଖୁଣ୍ଟବନ୍ଧ ନିକଟରେ ଗୋଟିଏ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବରରୁ ଭବାନୀପାଟଣା ଯାଉଥିବା ଘରୋଇ ଯାତ୍ରୀବlହୀ ବସ୍ ମୁନ…
Read More...

କାଠ ସାମଗ୍ରୀ ବୋଝେଇ ଦୁଇଟି ମିନି ଟ୍ରକ ଜବତ୍, ୬ ଗିରଫ

ବୌଦ୍ଧ,୭/୨ - ଆଜି ସକାଳେ ବୌଦ୍ଧ ବ୍ଲକ୍ ବଘିଆପଡା ଅଂଚଳରୁ ଦୁଇ ଗୋଟି ମିନିଟ୍ରକ ରେ ମୂଲ୍ୟବାନ କାଠ ଓ ଆସବାବପତ୍ର ବୋଝେଇ ହୋଇ ଜିଲ୍ଲା ବାହାରକୁ ଚାଲାଣ ହେଉଥିବା ବେଳେ ବନ ବିଭାଗ ଜବତ୍ କରିଛି ଓ ସେଥିରେ ସମ୍ପୃକ୍ତ 6 ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ…
Read More...

ଦୁର୍ଘଟଣାରେ ଗୁରୁତର ଆହତଙ୍କ ବୁର୍ଲାରେ ମୃତ୍ୟୁ

ବୌଦ୍ଧ /ବାଉଁଶୁଣୀ,୭/୨- ବାଉଁଶୁଣି ନିକଟ ମାଉଲୀମୁଣ୍ଡା ଛକ ପାଖ ମହାରାଜା ହୋଟେଲ ସାମ୍ନାରେ ଶନିବାର ସକାଳେ କ୍ଷୀର ଗାଡି ସହ ବାଇକ ଧକ୍କାରେ ଗୁରୁତର ଆହତ ହୋଇଥିବା ତାଲସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମର ବଜରଙ୍ଗୀ ସେଠୀଙ୍କ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।…
Read More...