Monthly Archives

January 2022

ରାଜ୍ୟରେ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର ୨୧।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୯୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୭୨୯୫ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ଟି୨୦ ବିଶ୍ୱକପ୍ ଖେଳସୂଚୀ, ଅକ୍ଟୋବର ୨୩ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଚଳିତ ବର୍ଷ ଅନୁଷ୍ଠିତ ହେବ ଟି୨୦ ବିଶ୍ୱକପ୍ । ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ଜାରି କରିଛି । ଏବେ ଅଷ୍ଟ୍ରେଲିଆ ଟିମ୍ ଟି୨୦ ଚାମ୍ପିଅନ ରହିଛି । ଯଦି ଏପରି ସ୍ଥିତିରେ କଙ୍ଗାରୁ ମାଟିରେ ଟି୨୦ ବିଶ୍ୱକପ ଖେଳାଯାଏ ତେବେ ଘରୋଇ ଦଳର ଦବଦବା ଅଧିକ ରହିବ ।
Read More...

ଚାକିରି ଛାଡି ନିର୍ବାଚନ ମଇଦାନରେ ଉଚ୍ଚଶିକ୍ଷିତା ଛାତ୍ରୀ

ପୁରୀ : ଚାକିରୀ ଛାଡି ନିର୍ବାଚନ ମଇଦାନରେ ଜଣେ ଉଚ୍ଚଶିକ୍ଷିତା ଛାତ୍ରୀ । ପୁରୀ ଜିଲ୍ଲା ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ୨୪ବର୍ଷୀୟ ଶୁଭସ୍ମିତା ସାହୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଶୁଭସ୍ମିତା ସିଭିଲରେ ଡିପ୍ଲୋମା କରିବା ପରେ ମୁମ୍ବାଇସ୍ଥିତ ଟାଟା କମ୍ପାନୀରେ ଭଲ
Read More...

ଚତୁର୍ଥ ଦିନରେ ମୋଟ ୯୦୮ ପ୍ରାର୍ଥୀପତ୍ର ଦାଖଲ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଚତୁର୍ଥ ଦିନରେ ୯ ୦୮ ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି । ସେଥୁମଧ୍ୟରୁ ୱାର୍ଡ ମେମ୍ବର ଭାବେ ୫୯୨ଜଣ ପ୍ରାର୍ଥୀପତ୍ର ଦା ଖଲ କରିଥିବାବେଳେ ସରପଞ୍ଚ
Read More...

ଆଇଚର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଦଶପଲ୍ଲା: ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ରଙ୍ଗମାଟିଆ ନିକଟସ୍ଥ ଟୋଲ୍‌ଗେଟ୍‌ ନିକଟରେ ଆଇଚର୍‌ ଗାଡି ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ରଙ୍ଗମାଟିଆ (ଉପରସାହି) ଗ୍ରାମର ରାଜା ଜାନୀ ( ୨୦ ) ଙ୍କ
Read More...

୧୨୫୦ କୋଟିରେ ପହଞ୍ଚିଲା ନୂଆ ସଂସଦ ଭବନର ନିର୍ମାଣ ଖର୍ଚ୍ଚ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍‌ ସେଣ୍ଟ୍ରାଲ୍‌ ଭିସ୍ତା ପ୍ରକଳ୍ପର ମୁଖ୍ୟ ଆକର୍ଷଣ ହୋଇଥିବା ନୂତନ ସଂସଦ ଭବନ ନର୍ମାଣରେ ଆଉ ୨୮୨ କୋଟି ଟଙ୍କା ଖର୍ଚ୍ଚ ହେବ । ଡିସେମ୍ବର ୨୦୨୦ରେ ରେ ହୋଇଥିବା ଭୂମିପୂଜନ ସମାରୋହର ଏକ ବର୍ଷରୁ ଅଧିକ ସମୟ ପରେ ୯୭୭ କୋଟି ଡଲାରର ବଜେଟରେ ୨୯
Read More...

ମା ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଆରବିସି ବୌଦ୍ଧ ଚମ୍ପିଆନ

କିଆକଟା : ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଅନ୍ତର୍ଗତ କୁମ୍ଭିଆ ଗ୍ରାମ ଖେଳପଡିଆରେ ଚାଲିଥିବା ମା ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଛି । ଫାଇନାଲ ମ୍ୟାଚରେ ଆରବିସି ବୌଦ୍ଧ ଓ କିଆକଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲେ । ଅନୁଷ୍ଠିତ ତିନି ମ୍ୟାଚ୍‌ ବିଶିଷ୍ଟ ମ୍ୟାଚକୁ
Read More...

ଆଇସିସି ଟେଷ୍ଟ ମାନ୍ୟତା : ଭାରତକୁ ହଟାଇ ଶୀର୍ଷରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଟେଷ୍ଟ ସିରିଜ ହାରିବା ଭାରତ ପାଇଁ ମହଙ୍ଗା ପଡ଼ିଛି । ଏଥିଯୋଗୁ ଆଇସିସି ର‍୍ୟାଙ୍କିଙ୍ଗରେ ଭାରତ କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷରେ,ଆସେସ୍‌ ସିରିଜ ଜିତିବା ପରେ ଅଷ୍ଟ୍ରେଲିଆ କିନ୍ତୁ ବେଶ୍‌ ଲାଭବାନ ହୋଇଛି । ଆଜି ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା
Read More...

ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା: ଏହି ଖେଳାଳିଙ୍କ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ପ୍ରତିବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ବାର୍ଷିକ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଥାଏ । ଏଥର ମଧ୍ୟ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରାଯିବ, କିନ୍ତୁ ଏହାପୂର୍ବରୁ ଖବର ଆସୁଛି ଯେ ଭାରତୀୟ ଦଳର ବରିଷ୍ଠ ଖେଳାଳି
Read More...

ବୁଡ଼ି ବୁଡ଼ି ଯାଉଛି ଇଣ୍ଡୋନେସିଆର ଏହି ନଗରୀ

ନୂଆଦିଲ୍ଲୀ : ବିଶ୍ୱରେ ଅନେକ ପ୍ରାକୃତିକ ବିପର୍ଯ୍ୟୟର କାରଣ ହେଉଛି ମଣିଷ । ମଣିଷର ବିଚିତ୍ର ପ୍ରକାରର କାର୍ଯ୍ୟ ଯୋଗୁ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି ହେଉଛି । ବିଶ୍ୱ ତାପନ ବୃଦ୍ଧିଠୁ ଆରମ୍ଭ କରି ପରିବେଶ ପ୍ରଦୂଷଣ,ସବୁଥିରେ ମଣିଷର ସଂଯମବିହୀନ କାର୍ଯ୍ୟକଳାପ କାର୍ଯ୍ୟକଳାପର ଭୂମିକା
Read More...