Monthly Archives

January 2022

ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର ୧୯।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୧୧୬୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୭୦୯୪ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ଆଇଏନଏସ ରଣବୀରରେ ବିସ୍ଫୋରଣ : ୩ ମୃତ

ମୁମ୍ବାଇ: ଭାରତୀୟ ନୌସନାର ମୁମ୍ବାଇ ଡକୟାର୍ଡରେ ଥିବା ଆଇଏନଏସ୍‌ ରଣବୀର ତୋପରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୩ ଜଣ ନୌସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ଯୁଦ୍ଧ ତୋପର ଆଭ୍ୟନ୍ତରୀଣ କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ତୋପରେ ନିଆଁ ଲାଗି
Read More...

ସ୍ଥଳସେନାର ଉପମୁଖ୍ୟ ହେଲେ ଓଡ଼ିଆ ପୁଅ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଏକ ଖୁସିର ଖବର । ଦେଶର ସ୍ଥଳସେନା ଉପମୁଖ୍ୟ ପଦରେ ନିଯୁକ୍ତି ପାଇଛନ୍ତି ଜଣେ ଓଡ଼ିଆ ପୁଅ । ସେ ହେଉଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ସେ ବର୍ତ୍ତମାନ ସ୍ଥଳସେନା ଉପ-ମୁଖ୍ୟଭାବେ କାର୍ଯ୍ୟ କରୁଥିବା ଓଡିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ
Read More...

ଜାଣନ୍ତୁ,ୟୁପିର ନିଶ ଥିବା ଏହି ମୁଖ୍ୟମନ୍ତ୍ରୀମାନଙ୍କ ସଂପର୍କରେ

ନୂଆଦିଲ୍ଲୀ : ରାଜନୀତିରେ ଉତ୍ତର ପ୍ରଦେଶ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏବେ ରାଜ୍ୟରେ ନିର୍ବାଚନ ଋତୁ ଚାଲିଥିବା ବେଳେ ଏକ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଉ ତାହା ମୁଖ୍ୟମନ୍ତ୍ରୀ ଓ ନିଶକୁ ନେଇ । ୧୯୮୪ରେ ଏକ ହିନ୍ଦୀ ଫିଲ୍ମ ରିଲିଜ ହୋଇଥିଲା, ନାଁ ଥିଲା ଶରାବୀ । ଏଥିରେ
Read More...

ବିଜେଡି ପକ୍ଷରୁ କନ୍ଧମାଳ ଜିଲ୍ଲାର ୧୮ଟି ଜିଲ୍ଲାପରିଷଦ ଜୋନ ପାଇଁ ପ୍ରାର୍ଥୀ ଘୋଷଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ୧୮ଟି ଜୋନ ପାଇଁ ଆଜି ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ କର୍ମୀ ସମ୍ମୀଳନୀରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଉପସ୍ଥିତିରେ ଏବଂ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ବୌଦ୍ଧରେ ୩ ଲକ୍ଷ ଛୁଇଁଲା କୋଭିଡ୍‌ ପ୍ରଥମଡୋଜ୍‌ ଟିକା

ବୌଦ୍ଧ,୧୮/୧- କୋଭିଡ୍‌ ଟିକାକରଣରେ ବୌଦ୍ଧଜିଲ୍ଲାର ୧୮ରୁ ଉର୍ଦ୍ଧ୍ୱ ବୟସ ବର୍ଗର ପ୍ରଥମ ଡୋଜ୍‌ ଅଙ୍କ ଆଜି ତିନିଲକ୍ଷ ଛୁଇଁଛି । ଗତବର୍ଷ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଜାତୀୟ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ନିମନ୍ତେ ୧୮ରୁ ଉର୍ଦ୍ଧ୍ୱ ଟିକାକରଣ ପାଇଁ
Read More...

ଆଇଟମ୍‌ ନମ୍ବର ପାଇଁ ଅଭିନେତ୍ରୀମାନେ ନିଅନ୍ତି ଏତିକି ଫିସ୍‌, ଏହି ଚୁଲବୁଲି ନାୟିକା ନିଅନ୍ତି ସବୁଠୁ ଅଧିକ

ବଲିଉଡ ଫିଲ୍ମରେ ଆଇଟମ୍‌ ନମ୍ବରର ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଫିଲ୍ମରେ ତଡକା ଲଗାଇବା ପାଇଁ ହେଉକି ଫିଲ୍ମର ପ୍ରଚାର ପ୍ରସାର ପାଇଁ ଆଇଟମ ସଙ୍ଗର ଚାହିଁଦା ଖୁବ୍‌ ବେଶୀ ଥାଏ । ଆଜି ଆମେ ଆପଣଙ୍କୁ ଏମିତି କେତେକ ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯେଉଁମାନେ ଆଇଟମ ନମ୍ବର କରିବାରେ ମାହିର
Read More...

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା,ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ

ଭୁବନେଶ୍ୱର, ୧୮/୧ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି୤ ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ
Read More...

ଏମିତି ଏକ ଗ୍ରହ,ଯେଉଁଠି ପଥର ତରଳୁଛି

ନୂଆଦିଲ୍ଲୀ : ଗ୍ରହ,ନକ୍ଷତ୍ର,ବିଜୁଳି,ଘଡ଼ଘଡ଼ି ଆଦି ସଂପର୍କରେ ବୈଜ୍ଞାନିକମାନଙ୍କର ଗବେଷଣା ଜାରି ରହିଛି । ପୃଥିବୀରେ ଏମିତି ଆହୁରି ବହୁ କଥା ଅଛି,ଯାହାର ରହସ୍ୟ ଏପର୍ଯ୍ୟନ୍ତ ଉଦଘାଟିତ ହୋଇନାହିଁ । ଅକ୍ସିଜେନ ସଂପର୍କରେ ଏବେ ବି ଗବେଷଣା ଚାଲିଛି । ଏହି ଅକ୍ସିଜେନ ସଂପର୍କରେ
Read More...

ୟୁପି ନିର୍ବାଚନକୁ ନେଇ ଆସିଲା ତାଜା ସର୍ଭେ ରିପୋର୍ଟ, ଜାଣନ୍ତୁ କାହାକୁ ମିଳିବ କେତେ ସିଟ୍‌

ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଉପରେ ସମଗ୍ର ଦେଶର ନଜର ରହିଛି । ଏହାର କାରଣ ହେଉଛି କେନ୍ଦ୍ର ସରକାରଙ୍କୁ ଅଲଟପାଲଟ କରିବାର କ୍ଷମତା ଏହି ନିର୍ବାଚନ ଉପରେ ରହିଛି । ୟୁପି ନିର୍ବାଚନକୁ ଲୋକସଭା ନିର୍ବାଚନର ସେମିଫାଇନାଲ ମଧ୍ୟ କୁହାଯାଏ । ୟୁପିରେ ସାତୋଟି ପର୍ଯ୍ୟାୟରେ
Read More...