Monthly Archives

April 2022

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲାସ୍ତରୀୟ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର , ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ , ଅଗ୍ରପୂଜ୍ୟ, ଚୀର-ସ୍ମରଣୀୟ ତଥା ବନ୍ଦନୀୟ , ପୁଣ୍ୟଶ୍ଳୋକ ପୁଣ୍ୟାତ୍ମା, ଅମ୍ଳାନ ବ୍ୟକ୍ତିତ୍ୱ, ଓଡ଼ିଆ ସ୍ୱାଭିମାନି ମହାପୁରୁଷ ତଥା ସମସ୍ତ ଉତ୍କଳବାସୀଙ୍କ
Read More...

ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି : ସ୍ଥାନୀୟ ସରକାରୀ ମେହେନ୍ଦ୍ର ଗିରି ପୌର ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିଦେଶଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।
Read More...

୮୦ ଲକ୍ଷ ଲୋକ ଛାଡ଼ିଲେଣି ୟୁକ୍ରେନ

ନୂଆଦିଲ୍ଲୀ,୨୬/୪ : ଋଷ-ୟୁକ୍ରେନ ଯୁଦ୍ଧ ଦୁଇ ମାସ ଅତିକ୍ରମ କରିଯାଇଥିଲେ ବି ଥମିବାର ନାଁ ଧରୁନି । କେବେ ସରିବ,ତାହାବି କେହି କହିପାରୁ ନାହାନ୍ତି । ଯୁଦ୍ଧରେ ଏକାଧିକ ସହର ଛାରଖାର ହୋଇଗଲାଣି । ଯୁଦ୍ଧ ଯୋଗୁ ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ଲୋକ ୟୁକ୍ରେନ ଛାଡ଼ି ପଳାଇଲେଣି । ଆଗକୁ ଏହି
Read More...

ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ବ୍ଲକ ଏପ୍ରିଲ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଦୋନ୍ନତି ପାଇ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକମାନଙ୍କୁ ଯଥା ଶୀଘ୍ର
Read More...

ଟିମ ବ୍ରଦର ହୁଡ ଦ୍ୱାରା ପଥଚାରୀ ଓ ଯାତ୍ରୀଙ୍କୁ ଦହି ପଣା ବଣ୍ଟନ

ବାଲିଗୁଡ଼ା: ସାରା ରାଜ୍ୟରେ ଲାଗି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏଥିରୁ ବର୍ତ୍ତି ନାହିଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି । ଏଠାରେ ମଧ୍ୟ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ରହୁଛି । ଲୋକଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ସିମନବାଡି ଗ୍ରାମର ବିନଦାସ ୟୁଥ ଗ୍ରୁପ ଦ୍ୱାରା ଆଜି
Read More...

ଛୋଟ ପିଲାଙ୍କୁ ଦିଆଯିବ କୋଭାକ୍ସିନ

ନୂଆଦିଲ୍ଲୀ: ଏବେ ଦେଶରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବାରୁ ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାର ମୁକାବିଲା ପାଇଁ ସରକାର ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଟିକାକରଣ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହିକ୍ରମରେ, ଏଣିକି ୬ରୁ ୧୨ ବର୍ଷର ପିଲାଙ୍କୁ କୋଭିଡ
Read More...

ଜାଣନ୍ତୁ,କ’ଣ ପାଇଁ ରାତାରାତି ହିରୋ ବନିଗଲା ଏହି କୁକୁର

ନୂଆଦିଲ୍ଲୀ: କୁକୁର,ଗାଈ,ଘୋଡ଼ା ପଶୁ ହେଲେ ବି ସେମାନଙ୍କର ଭଲ ଗୁଣ ଓ କାର୍ଯ୍ୟ ଯୋଗୁ ସେମାନେ ପ୍ରଶଂସାର ପାତ୍ର ହୋଇଥାନ୍ତି । ମଣିଷ ବିଶ୍ୱାସଘାତକତା କରିପାରେ,କିନ୍ତୁ ପଶୁ ତାହା କରିନଥାଏ । ନିଜେ ମରିଯିବେ ପଛକେ କିନ୍ତୁ ମାଲିକକୁ ମରିବାକୁ ଦେବେନି । ତାଲିମପ୍ରାପ୍ତ ପଶୁ ତ ଆହୁରି ଉଚ୍ଚରେ
Read More...

ପୋଲ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଜହ୍ନାପଙ୍କ :ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କଠାରୁ ଜଗତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଫେଜ-୨ର ରାସ୍ତା ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ଚାଲୁଅଛି । ତେବେ ଏହି ରାସ୍ତାରେ ଥିବା ପୋଲଗୁଡିକ ମଧ୍ୟ ନୂତନ ଭାବେ କରାଯାଉଛି । କିନ୍ତୁ ଠିକାଦାର ନିଜ ଇଚ୍ଛାରେ ପୋଲ
Read More...

ବୁଗୁଡ଼ା କଲୋନୀବାସୀଙ୍କୁ ଆଲୋଚନା ପାଇଁ ଡାକିଲେ ଭୂ-ଅର୍ଜନ ଅଧିକାରୀ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ପଞ୍ଚାଯତ ବୁଗୁଡ଼ା କଲୋନୀ ଗ୍ରାମବାସୀ ନ୍ୟାୟ ପାଇଁ ଦୀର୍ଘଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବାବେଳେ ଆଜି ସେମାନଙ୍କୁ ଆଲୋଚନା ପାଇଁ ନୋଟିସ୍‌ ପଠାଇଛନ୍ତି ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ନୟାଗଡ଼ । ଦଶପଲ୍ଲା ତହସିଲ ପକ୍ଷରୁ ଏହି
Read More...

ପୁରୀରେ ହେବାକୁ ଥିବା ପଦଯାତ୍ରା ସ୍ଥଗିତ

ପୁରୀ : ଶ୍ରୀମନ୍ଦିର ଚାରି ପାଖରେ ଏଏସ୍‌ଆଇ ଓ ଏନ୍‌ଏମ୍‌ଏର ବିନା ଅନୁମତି ଚାଲିଥିବା ଖନନ ଓ ସ୍ଥାୟୀ ନିର୍ମାଣ କୁ ବିରୋଧ କରି ଆସନ୍ତାକାଲି ପୁରୀ ରେ ହେବାକୁ ଥିବା ପଦଯାତ୍ରା ଉପରେ ରୋକ ଲଗାଇଛି ପ୍ରଶାସନ । ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା କରି ପ୍ରଶାସନ ଏହି ପଦଯାତ୍ରା
Read More...