Monthly Archives

April 2022

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମିହିର ରାୟ

ଭୁବନେଶ୍ଵର,: ରାଉରକେଲାର ଜଣାଶୁଣା ସମାଜସେବୀ, ସଂଗଠକ ତଥା ବରିଷ୍ଠ ସାମ୍ବାଦିକ ମିହିର ରାୟ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ଶ୍ରୀ ରାୟଙ୍କୁ ଦଳକୁ ସ୍ଵାଗତ କରିଥିଲେ। ଶ୍ରୀ ରାୟଙ୍କ ଭଳି
Read More...

ଶନିବାର ଦେଖିବାକୁ ମିଳିବ ପିଙ୍କ ମୁନ୍‌

ନୂଆଦିଲ୍ଲୀ,୧୩/୪ : ଆସନ୍ତା ଶନିବାର ଅର୍ଥାତ ୧୬ ତାରିଖରେ ଚନ୍ଦ୍ରକୁ ଏକ ଭିନ୍ନ ରୂପରେ ଦେଖିବାକୁ ପାଇବେ ପୃଥିବୀବାସୀ । ସେହିଦିନ ଦେଖିବାକୁ ମିଳିବ ପିଙ୍କ ମୁନ୍‌ ବା ଗୋଲାପୀ ଚନ୍ଦ୍ର । ୱାସିଂଟନସ୍ଥିତ ନାସା ମୁଖ୍ୟାଳୟର ସାଇନ୍ସ ମିସନ ନିର୍ଦ୍ଦେଶାଳୟର ପୋଗ୍ରାମ ଏକ୍ସିକ୍ୟୁଟିଭ ଗାର୍ଡନ
Read More...

ଶ୍ରୀ ଶ୍ରୀ ମା’ ନାରାୟଣୀ ଠାକୁରାଣୀଙ୍କ ପଞ୍ଚ ବିଂଶତମ ଯାତ୍ରା ୨୦୨୨ର କର୍ମକର୍ତ୍ତା ଚୟନ

ଫୁଲବାଣୀ: ଚଳିତ ବର୍ଷ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ହେବକି ନାହିଁ ଆଶା ଅଶାଙ୍କର ଅନ୍ତ ଘଟିଛି । ଶେଷରେ ଆଗାମୀ ୨୦୨୨-୨୩ ର ହେବାକୁଥିବା ଯାତ୍ରାର ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଫୁଲବାଣୀ ଠାରେ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶେଷ ଦେବ ମିଶ୍ର ଓ
Read More...

୫-ଟି ସଚିବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନବନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ସୁବର୍ଣ୍ଣପୁର : ଇତି ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ୫-ଟି ସଚିବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । କୃଷି ଅର୍ଥନୀତିକୁ ପୁଞ୍ଜି କରି ଜୀବନ ନିର୍ବାହ କରୁଥିବା ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ,
Read More...

ଅଭୟଙ୍କୁ ମିଳିଲା ଏହି ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୩/୪: ଓଡ଼ିଶାର ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଛି ନୂଆ ନିଯୁକ୍ତି । ତାଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ୫ ବର୍ଷ କିମ୍ବା ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ୨୦୨୧ ଡିସେମ୍ୱର ୩୧ ତାରିଖରେ ଡିଜିପି ଅଭୟ
Read More...

ଦୁଇ ଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଉଦଯାପିତ : ଜିଲ୍ଲାର ପ୍ରତି ସ୍କୁଲରେ ଅନୁଷ୍ଠିତ ହେବ ଯୋଗ ପ୍ରଶିକ୍ଷଣ…

ଜି. ଉଦୟଗିରି : ଜି. ଉଦୟଗିରି ନିକଟସ୍ଥ ସରକାରୀ ଡି.ଏ.ଭି. ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ଦୁଇଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ତ୍ରୀଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳଳ ଅଧିକାରୀ ସୀମାଞ୍ଚଳ
Read More...

ପୁଣି ଏକ ହଜାର ଡେଇଁଲା କୋଭିଡ୍‌ ପଜିଟିଭ

ନୂଆଦିଲ୍ଲୀ: ଗତକାଲି ଦେଶରେ ଦୈନିକ କରୋନାଭାଇରସ୍‌ ସଂକ୍ରମଣ ସଂଖ୍ୟା ୮୦୦ରୁ କମ୍‌ ଥିବାବେଳେ ଆଜି ୧୦୦୦ରୁ କିଛି ଅଧିକ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୮୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ
Read More...

ଶ୍ରୀଲଙ୍କାରେ ପାକ୍‌ ସ୍ଥିତି : ସଙ୍କଟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କଲମ୍ବୋ,୧୩/୪ : ଏବେ ଶ୍ରୀଲଙ୍କାରେ ମଧ୍ୟ ଦେଖାଦେଇଛି ପାକିସ୍ତାନ ଭଳି ରାଜନୈତିକ ସଙ୍କଟ । ବିରୋଧୀ ଦଳଗୁଡିକ ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ଜିଦରେ ଅଟଳ ରହିଛନ୍ତି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଗାଦିଚ୍ୟୁତ କରିବାକୁ ମୁଖ୍ୟ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ
Read More...

କଣ୍ଟାମାଳରେ ଆଜାଦୀ କୀ ଅମୃତ ମହୋତ୍ସବ ପାଳିତ

କଣ୍ଟାମାଳ : କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶିମିଳିପଦର ଗ୍ରାମ ପଞ୍ଚୟତ ସ୍ଥିତ ଲୋକପଡାଠାରେ ଗ୍ରାମ ପଂଚାୟତସ୍ତରୀୟ ଆଶା, ଅଙ୍ଗନବାଡି ଓ ପାଚିକାଙ୍କ ଏକ ବୈଠକ ଅଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆଇକନିକ ସପ୍ତାହ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ
Read More...

ମନ୍ତ୍ରୀଙ୍କ କରକମଳରେ ଉଦଘାଟିତ ହେଲା ସୁବର୍ଣ୍ଣଶ୍ରୀ

ସୁବର୍ଣ୍ଣପୁର : ସୁବର୍ଣ୍ଣର ସହର ସୁବର୍ଣ୍ଣପୁର ଭାରତର ଦ୍ୱିତୀୟ ବାରଣାସୀ ନାମରେ ବିଖ୍ୟାତ । ବର୍ତ୍ତମାନ ଏବେ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳା, ହସ୍ତ ଶିଳ୍ପକୁ ଉତ୍ପାଦକ ସଂସ୍ଥା ସୁବର୍ଣ୍ଣଶ୍ରୀ ମାଧ୍ୟମରେ ପ୍ରତିଫଳିତ କରୁଛି । ଇଷ୍ଟଦେବୀ ଦେବୀ ମାଁ ସୁରେଶ୍ୱରୀ ଓ ବାବା
Read More...