Monthly Archives

June 2022

ଅଗ୍ନୀବୀର ଯୋଜନା ପ୍ରତ୍ୟାହାର ଦାବୀରେ ସତ୍ୟାଗ୍ରହ

ଦଶପଲ୍ଲା : ଅଗ୍ନୀବୀର ଯୋଜନା ପ୍ରତ୍ୟାହାର ଦାବୀରେ ଜାତୀୟ କଂଗ୍ରେସର ନିଷ୍ପତ୍ତି କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କର ନିର୍ଦ୍ଦେଶ ଅନୁଯାୟୀ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳ ତରଫରୁ ଦଶପଲ୍ଲାର ଗାନ୍ଧୀ ମଇଦାନଠାରେ ଥିବା ଗାନ୍ଧୀ ମୂର୍ତ୍ତୀଠାରେ ସତ୍ୟାଗ୍ରହ ଡାକରା
Read More...

ଫୁଲବାଣୀ ସହରରେ ଚାଲିଛି ବ୍ରାଉନସୁଗର କାରବାର

ଫୁଲବାଣୀ: ଆଜି କନ୍ଧମାଳ ଜିଲ୍ଲା ସ୍ଥାନୀୟ ପେଞ୍ଜିସାହି ନିକଟରୁ ଜବତ କଲା ଟାଉନଥାନା ପୋଲିସ ୩.୫୯୦ ଗ୍ରାମର ବ୍ରାଉନସୁଗର ଯାହାର ଆନୁମାନିକ ମୂଲ୍ୟ ୮୦,୦୦୦ଟଙ୍କା । ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲାରେ ବ୍ରାଉନ ସୁଗାର ଜବତ କରିଛି ଫୁଲବାଣୀ ଟାଉନ ପୋଲିସ । ଏ ସଂକ୍ରାନ୍ତରେ କନ୍ଧମାଳ ପୋଲିସ
Read More...

ଦୁଃଶ୍ଚିନ୍ତାରେ ସଦାନନ୍ଦ : ଭତ୍ତା କାର୍ଡ ମିଳିଛି,ହେଲେ ଟଙ୍କା ପାଇବାରୁ ବଞ୍ଚିତ

ଖପ୍ରାଖୋଲ : ଗରିବ,ଅସହାୟମାନଙ୍କୁ ବଞ୍ଚିବାର ସାହାରା ଦେବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ତେବେ ଏହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା କର୍ମଚାରୀ ତଥା
Read More...

ଘୁ. ଉଦୟଗିରି :ଅଗ୍ନୀପଥ ଯୋଜନା ପ୍ରତ୍ୟାହର ଦାବିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଘୁ ଉଦୟଗିରି: ଆଜି ସ୍ଥାନୀୟ ସମିତି କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଘୁ. ଉଦୟଗିରି ବିଧାନସଭା ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାରଙ୍କ ଅଗ୍ନୀପଥ ଯୋଜନା ମାଧ୍ୟମରେ ନିଯୁକ୍ତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଘୁ ଉଦୟଗିରି ବିଧାନସଭା ସ୍ତରୀୟ
Read More...

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସୁରକ୍ଷା ସହ ସେବା ଯୋଗାଇବ ପୁଲିସ : ଡିଜିପି

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସମଗ୍ର ସୁରକ୍ଷା ବ୍ୟବସ୍ଥା ୫ ଭାଗରେ ବିଭକ୍ତ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସେବାକୁ ପ୍ରାଥମିକତା ଦିଆଯାଇଛି । ଆଜି ପୁରୀ ପୌର ସଦନରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସମ୍ବୋଧିତ କରି
Read More...

ଜମି ଲିଜ ପଟ୍ଟା ପାଇବା ସତ୍ତେ୍ୱ ଜମି ଦଖଲ ନହେବାରୁ ତହସିଲ କାର୍ଯ୍ୟାଳୟ ଘେରାଉ

ସୁବର୍ଣ୍ଣପୁର : ବାସହୀନଙ୍କୁ ଜମି ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନା କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ରାମପୁର ତହସିଲ ଅଞ୍ଚଳରେ ଅନେକ ଆଦିବାସୀ ହରିଜନ ଓ ଗରିବଗୁରୁବାଙ୍କୁ ଜମି ଲିଜ ସୂତ୍ରରେ ପ୍ରଦାନ କରାଯାଇଥିଲା । ହେଲେ ସେମାନେ ପାଇଥିବା ପଟ୍ଟାରେ ଜମିର ଖାତା ନଂ ମୌଜା
Read More...

ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର ଦାବିରେ ବୌଦ୍ଧ ଜିଲ୍ଲା କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

ବୌଦ୍ଧ,୨୭/୬- ବର୍ତ୍ତମାନ କେନ୍ଦ୍ର ସରକାର ଦ୍ୱାରା ଲାଗୁ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ବୌଦ୍ଧ ଜିଲ୍ଲା କଂଗ୍ରେସର ଆହ୍ୱାନ କ୍ରମେ, ଏକ ତିନି ଘଣ୍ଟିଆ
Read More...

ଟିମ୍‌ ଇଣ୍ଡିଆକୁ ଆଉ ଏକ ଝଟକା,ଗାଏକ୍ୱଡ ଆହତ

ନୂୂଆଦିଲ୍ଲୀ : ଭରତୀୟ ଦଳ ଏକା ସମୟରେ ଦୁଇଟି ଟିମ୍‌ ଦୁଇଟି ଦେଶକୁ ଗସ୍ତ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୋଟିଏ ଦଳ ଆୟର୍ଲାଣ୍ଡରେ ଟି -୨୦ ସିରିଜ୍‌ ଖେଳୁଥିବାବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଅନ୍ୟ ଦଳ ଆଗାମୀ ଟେଷ୍ଟ ମ୍ୟାଚ୍‌ ପାଇଁ ଅଭ୍ୟାସ ପାଇଁ ଇଂଲଣ୍ଡରେ ଅଛନ୍ତି
Read More...

ଦୂରହେବ ଛାମୁଣ୍ଡିଆ ଅଂଚଳର ସମସ୍ୟା, ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ମୋବାଇଲ ଟାୱାର୍‌

ଦଶପଲ୍ଲା : ସାଂପ୍ରତିକ ସମାଜରେ,ପ୍ରତିଟି ମୁହୂର୍ତ୍ତରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ଜରୁରୀ ହୋଇପଡିଛି । ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ଦପ୍ତର ପର୍ଯ୍ୟନ୍ତ ଏହାର ବ୍ୟବହାର ଜରୁରୀ ହୋଇପଡିଛି । ଜନସାଧାରଣଙ୍କୁ ଏହି ସୁବିଧା ଯୋଗାଇଦେବା ପାଇଁ
Read More...

ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଯଶଓ୍ୱନ୍ତ ସିହ୍ନା

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯଶୱନ୍ତ ସିହ୍ନାଙ୍କ ନାମାଙ୍କନ ଦାଖଲ ବେଳେ ବିରୋଧୀ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ
Read More...