Monthly Archives

July 2022

ବଢିଲା ସୁନା ଓ ରୁପା ଦର;ଜାଣନ୍ତୁ,କେତେହେଲା ମୂଲ୍ୟ

ନୂଆଦିଲ୍ଲୀ: ପୁଣିଥରେ ବଢିଛି ଉଭୟ ସୁନା ଓ ରୁପାର ମୂଲ୍ୟ । ଆଜି ରାଜଧାନୀ ଦିଲ୍ଲୀରେ ସୁନାର ଦାମ ୫୯୨ ଟଙ୍କା ମହଙ୍ଗା ହୋଇଛି । ଫଳରେ ୧୦ ଗ୍ରାମ ସୁନାର ଦାମ ୫୧,୭୫୦ ଟଙ୍କାରେ ପହଞ୍ଚି ଯାଇଛି । ଦିନକ ପୂର୍ବରୁ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୫୧,୧୫୮ ଟଙ୍କା ରହିଥିଲା । ଆଜି ସୁନାର ଦାମ
Read More...

ନିର୍ବାଚନ କମିଶନଙ୍କ ଘୋଷଣା :
ଏଣିକି ୧୭ ବର୍ଷ ବୟସରେ ଭୋଟର ଆଇଡି ପାଇଁ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଯେଉଁମାନଙ୍କୁ ୧୭ ବର୍ଷ ପୂରି ସାରିଛି,ସେମାନେ ଏଣିକି ଚାହିଁଲେ ଭୋଟର ପରିଚୟପତ୍ର ପାଇଁ ଆବେଦନ କରିପାରିବେ । ଆଜି ଏହି ନୂଆ ନିୟମ ସମ୍ପର୍କରେ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏନେଇ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ
Read More...

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଟେଲମାନଙ୍କର ଖାଦ୍ୟ ଯାଞ୍ଚ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସୋନପୁର ସହରର ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କରେ ଖାଦ୍ୟର ମାନ ଯାଞ୍ଚ ଓ ସଚେତନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଆଜି ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କରେ ଅଚାନକ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କରିଛନ୍ତି ।
Read More...

ମେଘମୟ କବିତା ଆସର “କବିତା ଶ୍ରାବଣୀ’ ଅନୁଷ୍ଠିତ

ସୁବର୍ଣ୍ଣପୁର: ଜିଲ୍ଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁୁ ନେଇ ଏକ ମନୋଜ୍ଞ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା । ପ୍ରାରମ୍ଭରେ ସଂସଦର ଉପସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ କବି ଓ କବିତାକୁ ନେଇ ଏକ ସଭାର ଆୟୋଜନ
Read More...

ଜିଲ୍ଲାସ୍ତରୀୟ ବିଦ୍ୟୁତ ମହୋତ୍ସବ “ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ’

ଫୁଲବାଣୀ:- ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଆଜାଦିକି ଅମୃତ ମହୋତ୍ସବ ଅବସରରେ ବିଦ୍ୟୁତ ମହୋତ୍ସବ ଆଜି ସ୍ଥାନୀୟ ସଭାଗୃହ ଠାରେ ପାଲିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ଯୋଗ ଦେଇ ଥିବାବେଳେ ସମ୍ମାନିତ
Read More...

ନବରଙ୍ଗପୁର ଓ ଉମରକୋଟରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ

ନବରଙ୍ଗପୁର: ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ବିଦ୍ୟୁତ୍‌ ବିଭାଗ ତରଫରୁ ସାଇ କଲ୍ୟାଣ ମଣ୍ଡପ ଠାରେ ଓ ଉମରକୋଟ ମୁନିସିପାଲିଟୀ କଲ୍ୟାଣ ମଣ୍ଡପ ଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ମନ୍ତ୍ରୀମଣ୍ଡଳରୁ ପାର୍ଥଙ୍କୁ ବିଦାକଲେ ମମତା

କୋଲକାତା : ଶେଷରେ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଟିଏମସି ସୁପ୍ରିମୋ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସରକାରରୁ ବିଦା କରିଛନ୍ତି ମମତା । ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି ମାମଲାରେ
Read More...

ମିଡିଆକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ :
ନିଜ ସୀମା ଭିତରେ ରହି କାର୍ଯ୍ୟ କର

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଗଣମାଧ୍ୟମ ତଥା ମିଡିଆର କାର୍ଯ୍ୟକଳାପକୁ ନେଇ ସୁପ୍ରିମକୋର୍ଟ ଘୋର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରି ଆସୁଛନ୍ତି । ମିଡିଆ ଅନେକ ଘଟଣାରେ ଯେଭଳି କାର୍ଯ୍ୟ କରୁଛି,ତାହା ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ବୋଲି କୋର୍ଟ ମନ୍ତବ୍ୟ ଦେଇଥିବା ବେଳେ ଆଜି
Read More...

ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବୌଦ୍ଧ ଆନୁକୂଲ୍ୟରେ ଚାରା ରୋପଣ

ଜହ୍ନାପଙ୍କ : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବୌଦ୍ଧ ଆନୁକୂଲ୍ୟରେ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ବୁଢୀପଦର ସ୍କୁଲ ପରିସରରେ ଚାରା ରୋପଣ ସହିତ ପରିବେଶ ସୁରକ୍ଷା ଓ ଆମର ଦାୟିତ୍ୱ ନେଇ ଏକ ଆଲୋଚନା ସଭାର ଆୟୋଜନ ହୋଇଥିଲା । ବ୍ରହ୍ମକୁମାରୀ
Read More...

ବଜ୍ରପାତରେ ୧୭ ଗୋରୁଙ୍କ ମୃତ୍ୟୁ

ଦଶପଲ୍ଲା : -ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କୁଜାମେଣ୍ଢି ଗ୍ରାମପଞ୍ଚାୟତ ବଣିଗ୍ରାମ ନିକଟବର୍ତ୍ତୀ ତଳ ମୁଣ୍ଡଳା ଗ୍ରାମରେ ବିଜୁଳି ଆଘାତରେ ୧୭ ଗୋଟି ଗାଈ ଓ ବଳଦ ମୃତ୍ୟୁବରଣ କରିଛନ୍ତି । ଆଜି ଅପରାହ୍ନ ୧ ଘଟିକା ସମୟରେ ଅଚାନକ ଘଡଘଡି ସହିତ ପ୍ରବଳ ବର୍ଷା
Read More...