ନୟାଗଡ଼ରେ ୭ ଦିନିଆ ରିଲିଫ ; ଆରମ୍ଭରୁ ଲଘୁକ୍ରିୟା, ଚୁଡ଼ା ଓ ଗୁଡ଼ ବଣ୍ଟନକୁ ନେଇ ଅସନ୍ତୋଷ
ଦଶପଲ୍ଲା : ବନ୍ୟା ବିପନ୍ନ ନୟାଗଡ଼ ଜିଲ୍ଲାର ଗଣିଆଁ, ଭାପୁର ଏବଂ ଖଣ୍ଡପଡ଼ା ବ୍ଲକ ଅଂଚଳର ଶତାଧିକ ଗାଁର ଲୋକେ ବନ୍ୟା ପ୍ରଭାବରେ ଆକ୍ତାମାକ୍ତ ହେଉଥିବାବେଳେ ବନ୍ୟା ପ୍ରଭାବିତଙ୍କୁ ୭ଦିନ ପରେ ସରକାରୀ ରିଲିଫ ପ୍ରଦାନ କରାଯାଇଛି । ଗଣିଆଁ ବ୍ଲକର ୧୫ରୁ ଅଧିକ ଗାଁ ଲୋକଙ୍କ ପାଖରେ କିଛି ରିଲିଫ!-->…
Read More...
Read More...