ଚୋରି ମୂର୍ତ୍ତି ଉଦ୍ଧାର,ଅଭିଯୁକ୍ତ ଗିରଫ

0 161

ପୁରୀ : ନୀଳଚକ୍ର ନଗର୍‌ରୁ ଚୋରି ହୋଇଥିବା ମୂର୍ତ୍ତି ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ନୀଳଚକ୍ର ନଗର୍‌ର ସୁଭାସିସ ପଣ୍ଡା । ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୩ଟି ପିତ୍ତଳ ମୂର୍ତ୍ତି ସମେତ ଗୋଟିଏ କାଠର ଦୁର୍ଗା ମୂର୍ତ୍ତି ଉଦ୍ଧାର କରାଯାଇଛି । ଗତ ୧୬ତାରିଖ ଦିନ ଅଭିଯୁକ୍ତ ନୀଳଚକ୍ର ନଗର୍‌ର ଗୋପୀନାଥ ବେହେରାଙ୍କ ଘରୁ ଏହି ମୂର୍ତ୍ତି ଗୁଡ଼ିକ ଚୋରି କରି ନେଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ଶୁଭାଶିଷକୁ କୋର୍ଟ ଚାଲାଣ କରିଛି ।

hiranchal ad1
Leave A Reply

Your email address will not be published.

8 + 14 =