Monthly Archives

August 2022

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୩ ଘଣ୍ଟା ଧରି ରାସ୍ତା ଅବରୋଧ

ଦଶପଲ୍ଲା : ଆଜି ମଧ୍ୟାହ୍ନ ସକାଳ ୬ ଘଟିକା ସମୟରେ ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଚୁମୁକି ହୋଟେଲ୍‌ ନିକଟସ୍ଥ ଖଳଖଳା ନାଳ ଉପରେ ଏକ ମାଲ୍‌ ବୋଝେଇ କଣ୍ଟେନର ଓଲଟି ପଡିବା ଯୋଗୁଁ ଗାଡି ଚାଳକ ଆହତ ହୋଇଛି । ଗାଡିଟି ଖଳଖଳା ପୋଲ ଉପରେ ଓଲଟି ପଡିବା ଯୋଗୁଁ ୫୭ ନଂ ଜାତୀୟ ରାଜପଥ
Read More...

ଆଜି ଭାରତ-ଜିମ୍ବାୱେ ପ୍ରଥମ ଦିନିକିଆ

ମୁମ୍ବାଇ : ଆଜିଠୁ ଘରୋଇ ଜିମ୍ବାୱେ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଲୋକେଶ ରାହୁଲଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ଜିମ୍ବାୱେରେ ପହଞ୍ଚି ଅଭ୍ୟାସ ଚଳାଇଛି । ଘରୋଇ ଦଳ ମଧ୍ୟ ପ୍ରସ୍ତୁତ । ନିକଟରେ ବାଂଲାଦେଶକୁ ହରାଇବା ପରେ ଜିମ୍ବାୱେ ଦଳର ମନୋବଳ ଦୃଢ ରହିଛି ।
Read More...

ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହୀରାକୁଦ ଡ଼୍ୟାମ ପ୍ରତି ବିପଦ ଆଶଙ୍କା

ସମ୍ବଲପୁର: ଆଜକୁ ଚାରିଦିନ ହୋଇଗଲା ହୀରାକୁଦର ଜଳସ୍ତର ନିର୍ଦ୍ଧାରିତ ସୀମାରୁ ୧୦ ଫୁଟ ଊର୍ଦ୍ଧ୍ୱ ରହିଆସୁଥିବାରୁ ଏହାର ବିସ୍ତୃତ ମାଟିବନ୍ଧ ପ୍ରତି ବିପଦ ଆଶଂକା କରାଯାଉଛି । ବିଶ୍ୱପ୍ରସିଦ୍ଧ ଏହି ନଦୀବନ୍ଧ ନିର୍ମାଣ ପରଠାରୁ ଏଠାକାର ଜଳସ୍ତର କେତେବେଳେ କେମିତି ରହିବ ଏହା ନିର୍ଦ୍ଧାରିତ
Read More...

ଆସୁଛି ଆଉ ଏକ ଲଘୁଚାପ : ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡ଼ିଶାକୁ ପୁଣି ମାଡ଼ି ଆସୁଛି ବର୍ଷା। ଦକ୍ଷିଣ ମିଆଁମାର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଶୁକ୍ରବାର ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପ୍ରଭାବରେ ଆଜି ଓ
Read More...

ବୋଲେରୋ ସହ ୧୩୨ କେଜି ଗଞ୍ଜେଇ ଜବତ

ଫୁଲବାଣୀ : ଅବକାରୀ ବିଭାଗର ୬ ଜଣିଆ ସ୍କ୍ୱାଡ କନ୍ଧମାଳ ଜିଲ୍ଲା ଗାଡିଆପଡା ଘାଟିରେ ବୋଲେରା ପିକଅପ ସହ ୧୩୨ କେଜି ଗଞ୍ଜେଇ ଜବତ କରିଛି । ତେବେ ଗଞ୍ଜେଇ ମାଫିଆ ମାନେ ଅବକାରୀ ଟିମ ଆଖିରେ ଧୂଳି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସୂଚନା ଯୋଗ୍ୟ ଯେ, କୌଣସି ସୂତ୍ରରୁ ପୂର୍ବରୁ ସୂଚନା
Read More...

ତୁର୍ଲ୍ଲା ଗାଁରେ ଚଢଉ ;୨୫୫ ଲିଟର ଦେଶୀ ମଦ ଜବତ , ୩ ଗିରଫ

ଖପ୍ରାଖୋଲ/ପାଟଣାଗଡ: ପାଟଣାଗଡ ଅବକାରୀ ବିଭାଗ ଖପ୍ରାଖୋଲ ଥାନା ଅନ୍ତର୍ଗତ ତୁର୍ଲ୍ଲା ଗାଁରେ ଚଢାଉ କରି ୨୫୫ ଲିଟର ଦେଶୀ ମଦ ଜବତ କରି ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶୋଭକର ବରିହା, ଅନଙ୍ଗ ବରିହା ଓ ଗୁଣ ସାଗର ବରିହା । ଶୋଭକର ବରିହାଙ୍କଠାରୁ ୮୦ ଲିଟର, ଅନଙ୍ଗ
Read More...

ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ

ବୌଦ୍ଧ,୧୭/୮: ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାରେ ଚାଲିଥିବା ବନ୍ୟା ପରିସ୍ଥିତି ସମୟରେ ଘନ ଘନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ତାହାର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ
Read More...

ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲରେ ସ୍ୱାଧୀନତା ଦିବସ

ସୁବର୍ଣ୍ଣପୁର : ଆଜାଦି କା ଅମୃତ ମହୋତ୍ସବ ଅବସରରେ ଚିତ୍ର କଳା ଅନୁଷ୍ଠାନ (ଏକେ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ) ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ହେବା ସହ ଏକ ଚିତ୍ର କଳାପ୍ରଦର୍ଶନୀ ପାଳନ ହୋଇଯାଇଛି । ଏଥିରେ ଅତିଥି ଭାବେ ଜ଼ିଲ୍ଲା ପୋଲିସ କନେଷ୍ଟବଲ ସଂଘର ସଭାପତି କୁମୁଦ ରଞ୍ଜନ ମେହେର
Read More...

ଦୟା ନଦୀରେ ବନ୍ୟା, ଦୁର୍ଦ୍ଦଶାରେ ପିପିଲି ଓ ଡେଲାଙ୍ଗ ବ୍ଲକବାସୀ

ପୁରୀ : ପୁରୀ ଜିଲ୍ଲାରେ ମହାନଦୀର ଶାଖା ନଦଗୁଡିକରେ ବନ୍ୟା ଆସିଛି । ଦାୟା ନଦୀର ଉଦବୃତ୍‌ ବନ୍ୟାଜଳ ପିପିଲି ଅଂଚଳରେ ପଶିଚି । ଭାରତୀ ପୁର, ପାଣିଦୋଳ ପଞ୍ଚାୟତରେ ଥିବା ଗ୍ରାମ ଗୁଡିକରେ ଦୟା ନଦୀର ବନ୍ୟାଜଳ ପଶିଯାଇଛି । ଲୋକଙ୍କ ଘରେ ପାଣି ପଶିଯାଇଛି । ଖାଇବା ପିଇବା ସବୁ ବନ୍ଦ୍‌ । ଛୋଟ
Read More...

କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀଙ୍କ ସୁବିଧା ପାଇଁ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ କୃଷକମାନଙ୍କ ପାଇଁ ସ୍ୱଳ୍ପ ମିଆଦି ଋଣ ପରିଶୋଧ ପାଇଁ ସୁଧ ସବଭେନ୍ସନ୍‌ ଯୋଜନା ପ୍ରସ୍ତାବକୁ
Read More...