Monthly Archives

September 2022

ଯୁବକଙ୍କୁ ଗୁଳିକରି ହତ୍ୟା : ମୋବାଇଲ୍‌ ଓ ବନ୍ଧୁକ ଜବତ

ଦଶପଲ୍ଲା : ଗୁରୁବାର ଦିନ ଗଣିଆଥାନା ଅନ୍ତର୍ଗତ ରାସଙ୍ଗ ପାଟିକଟା ଜଙ୍ଗଲ ନିକଟରେ ଜଣେ ଯୁବକକୁ ଗୁଳି କରି ହତ୍ୟା କରାଯାଇଛି । ଉକ୍ତ ଯୁବକଙ୍କ ନାମ ରଜତ ରାଉତ (୨୮) ଓ ତାଙ୍କ ଘର ରାସଙ୍ଗ ଗ୍ରାମରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଏହି ପାଟିକଟା ଜଙ୍ଗଲ ନିକଟରେ ରହିଛି
Read More...

ସପ୍ତାହିକ ହାଟ ସ୍ଥାନ ଜବରଦଖଲ ଉଚ୍ଛେଦ ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ସାପ୍ତାହିକ ହାଟ ସ୍ଥାନକୁ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ମାଡିବସି ଅସ୍ଥାୟୀ ଦୋକାନ ଘର କରିଥିବା କିଛି ବ୍ୟବସାୟୀଙ୍କ କ୍ୟାବିନକୁ ପୌରପରିଷଦ ପକ୍ଷରୁ ଗୁରୁବାର ଉଚ୍ଛେଦ କରାଯାଇଛି । ତେବେ ପର୍ଯ୍ୟାୟ କ୍ରମେ
Read More...

ଗୋଷ୍ଠୀ ତଥ୍ୟ ଯୋଗାଯୋଗ ମେଳା

ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ କଇଁଝର ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପ୍ରାଙ୍ଗଣରେ ଗୋଷ୍ଠୀ ତଥ୍ୟ ଯୋଗାଯୋଗ ମେଳା ଅନୁଷ୍ଠିତ ହୋଇଯାଇଛି । ଯାହାର ଶୀର୍ଷକ ଥିଲା "ପରିବର୍ତ୍ତନର ସ୍ୱର' । ଏହି ପରିପ୍ରେକ୍ଷୀରେ ସରକାରଙ୍କ ଯୋଜନା ଉପରେ ସମସ୍ତଙ୍କର ଯେମିତି ଅଧିକାର ରହିବ ଏବଂ
Read More...

ଗାନ୍ଦ୍ରିଗାଁ ପଞ୍ଚାୟତରେ ପରିବର୍ତ୍ତନ ମେଳା କାର୍ଯ୍ୟକ୍ରମ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ଗାନ୍ଦ୍ରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗାନ୍ଦ୍ରିଗାଁ ଓ ଚାଞ୍ଚୋଡି ଦୁଇଟି ପଞ୍ଚାୟତର ଲୋକଙ୍କୁ ନେଇ ପରିବର୍ତ୍ତନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ,
Read More...

ଜିଲ୍ଲା ଯୋଜନା କମିଟିର ସଭାପତି ନିଯୁକ୍ତ,ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ।ଅଶୋକ ଚନ୍ଦ୍ର ପଣ୍ଡା - ଅନୁଗୁଳ, ରୋହିତ ପୂଜାରୀ - ବଲାଙ୍ଗୀର, ଅନନ୍ତ ଦାସ - ବାଲେଶ୍ୱର, ଦେବେଶ ଆଚାର୍ଯ୍ୟ - ବରଗଡ଼, ବ୍ୟୋମେକେଶ ରାୟ - ଭଦ୍ରକ, ମହୀଧର ରଣା - ବୌଦ୍ଧ,
Read More...

ମହୁମାଛି ଆକ୍ରମଣରେ ୪ ଆହତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଉଲ୍ଲେ ଛକରୁ ଚରଦା ଯିବା ରାସ୍ତାର ଚରଦା ଚୌକିଜୋରରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଲେ ଶଙ୍କରା ଗ୍ରାମର ରମେଶ ବାଘ, ବାସୁଦେବ ପଧାନ, ଶୁଭାଜ୍ୟୋତି ପଣ୍ଡା, ଏବଂ ଚରଦାର ମହେନ୍ଦ୍ର ଥନାପତି
Read More...

ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସହ ପୋଲିସର ମିଳିତ ଚଢ଼ାଉ

ସୁବର୍ଣ୍ଣପୁର : ଜ଼ିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ, ମେଡିକାଲ ଟିମ ଓ ପୋଲିସ ଟିମର ମିଳିତ ଚଢ଼ାଉ ପରେ ସହରର ୨୫ ଗୋଟି ଦୋକାନରୁ ୩୫କେଜି ବାସି ଖାଦ୍ୟକୁ ଫିଙ୍ଗା ଯାଇ ସମୁଦାୟ ୨୯୦୦ ଟଙ୍କା ଫାଇନ ଆଦାୟ କରାଯାଇଥିଲା । ଆଗାମୀ ଦିନ ରେ ହୋଟେଲ ରେଷ୍ଟୁରାଣ୍ଟର ପରିଚାଳନାରେ ସୁଧାର ନ ଆସିଲେ
Read More...

ସାତଦିନ ହେଲା ମିଣିଆ ପଞ୍ଚାୟତବାସୀ ଅନ୍ଧାରରେ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ମିଣିଆ ପଞ୍ଚାୟତରେ ଆଜକୁ ସାତ ଦିନ ତଳେ କୌଣସି କାରଣବଶତଃ ଟ୍ରାନ୍ସଫର୍ମର ପୋଡ଼ି ଯିବା ଫଳରେ ପ୍ରାୟ ୧୦୦ ଉର୍ଦ୍ଧ୍ୱ ପରିବାର ଅନ୍ଧାରରେ ରହୁଛନ୍ତି । ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାପ ଆଦି ବିଷାକ୍ତ ଜନ୍ତୁ ପ୍ରତି ଭୟ
Read More...

ଅକ୍ଟୋବର ୬ରୁ ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ କାର୍ତ୍ତିକ ନୀତି କାନ୍ତି ସହ ରାଧାଦାମୋଦର ବେଶ

ପୁରୀ : ଅକ୍ଟୋବର ୬ ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି କାନ୍ତି ସହ ରାଧାଦାମୋଦର ବେଶ ଓ ବାଳ ଭୋଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ
Read More...

ବ୍ୟାଙ୍କ ଋଣ ଠକେଇ ମାମଲା :
୨୭୪୭ କୋଟିର ସଂପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ଏବିଜି ସିପୟାର୍ଡ କମ୍ପାନିର ଅଧ୍ୟକ୍ଷ ଋଷି ଅଗ୍ରୱାଲଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ଇଡି ଏହି କମ୍ପାନିର ପ୍ରାୟ ୨୭୪୭ କୋଟି ଟଙ୍କାର ସଂପତ୍ତି ଜବତ କରିଛି । ଏସବୁ ସଂପତ୍ତି ମଧ୍ୟରେ ରହିଛି ସୁରତ ଓ ଦହେଜଠାରେ ଥିବା କମ୍ପାନିର ସିପୟାର୍ଡ ( ଜାହାଜ ତିଆରି ଓ ମରାମତି
Read More...