Monthly Archives

September 2022

ଭିସୁଟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବୁଦ୍ଧ ନାଗରିକଙ୍କ କୃତଜ୍ଞତା ଜ୍ଞାପନ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)କୁ ବିକଶିତ କରିବା ପାଇଁ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ କୋଟି ଟଙ୍କା ଓ ୧୦୦ ଏକଡ଼ ଭୂମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଏଠାକାର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ
Read More...

କଂଗ୍ରେସ ଅଧ୍ୟକ୍ଷ ପଦ ପ୍ରସଙ୍ଗ :
ମୁଁ ଅଟଳ,ନିର୍ବାଚନ ଲଢିବି ନାହିଁ : ରାହୁଲ

ନୂଆଦିଲ୍ଲୀ,୨୨/୯ : ମୋତେ ବାରମ୍ବାର ପଚାରନ୍ତୁ ନାହିଁ । ମୁଁ ଆଗରୁ ସ୍ପଷ୍ଟ କରିଦେଇଛି ଆଉ ଏବେ ବି କହୁଛି,ମୁଁ କଂଗ୍ରେସ ସଭାପତି ନିର୍ବାଚନ ଲଢିବି ନାହିଁ । ଗୁରୁବାର କେରଳରେ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ରାହୁଲ ଗାନ୍ଧୀ ଏହା ସ୍ପଷ୍ଟ କରିଛନ୍ତି । ୨୦୧୯ ନିର୍ବାଚନର
Read More...

ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଆଙ୍କି ଚର୍ଚ୍ଚାରେ କୁନି ଛାତ୍ର ରିସବ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫-ଟି ଅନ୍ତର୍ଭୁକ୍ତ ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟର ନବମଶ୍ରେଣୀର ଛାତ୍ରଙ୍କ ପ୍ରତିଭା ଆଜି ଚର୍ଚ୍ଚା ପାଲିଟିଛି । କୁନି ଛାତ୍ର ରିସବ କୁମାର ମେହେର ନିଜ ହାତରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୈଳ ଫଟୋ ଚିତ୍ର ଅଙ୍କିଛନ୍ତି ।
Read More...

ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ,୨୨/୯ : ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତଙ୍କର ଆଜି ଶେଷକୃତ୍ୟ ସଂପନ୍ନ ହୋଇଛି । ତାଙ୍କ ମୃତ୍ୟୁରେ ଅକ୍ଷୟ କୁମାର, କପିଲ ଶର୍ମାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଜୁଙ୍କ ପୁଅ ଆୟୁଷ୍ମାନ ଆଜି ବାପାଙ୍କ ମରଶରୀରରେ ମୁଖାଗ୍ନି ଦେଇଛନ୍ତି । ରାଜୁଙ୍କ
Read More...

ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ; ଏନ୍‌ଏମ୍‌ଏ ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନ ବିରୋଧ

ପୁରୀ : ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍‌ଏମ୍‌ଏ ଦେଇଥିବା ସୁପାରିଶକୁ ବିରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗକୁ ଏକ ଚିଠି ଲେଖି ଅବଗତ କରାଇଛି । ପୂର୍ବରୁ ୨୦୧୪ ମସିହାରେ ଏନ୍‌ଏମ୍‌ଏ ନୂଆ ପ୍ରଶାସନିକ କୋଠା ପାଇଁ
Read More...

ବାଉଁଶ ହସ୍ତଶିଳ୍ପର ପୁଞ୍ଜସ୍ତରୀୟ କର୍ମଶାଳା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥାର ଆର୍ଥିକ ସହଯୋଗରେ ଆଜି ଏକ ବାଉଁଶ ହସ୍ତଶିଳ୍ପର ପୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହକାରୀ ନିର୍ଦ୍ଦେଶକ (ହସ୍ତଶିଳ୍ପ
Read More...

ଘୁ.ଉଦୟଗିରି ବ୍ଲକର ଦୁର୍ଗମ ଅଞ୍ଚଳ ହସ୍ତିନାପୁରରେ ପରିବର୍ତ୍ତନ ମେଳା

ଘୁ ଉଦୟଗିରି: ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଏକ ଅପହଞ୍ଚ ଇଲାକା ଯେଉଁଠିକୁ ରାସ୍ତା ନାହିଁ ଯେଉଁ ଗାଁକୁ ଆଜି ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନି ସେଇ ଗାଁ ହେଉଛି ହସ୍ତିନାପୁର । ସେହି ଗାଁରେ ଆଜି ପରିବର୍ତ୍ତନ ମେଳା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ
Read More...

ବର୍ଷାରେ ଧୋଇନେଲା ଶଙ୍ଖ

ଘୁ ଉଦୟଗିରି:ଲଘୁଚାପ ଜନିତ ବର୍ଷାରେ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିବାଡ଼ି ପଂଚାୟତ ମୁଣ୍ଡାଗୁଡା ଧରମପୁର ରାସ୍ତାର ଆମଲିପଡା ନିକଟସ୍ଥ ଶଙ୍ଖ ବର୍ଷା ପାଣିରେ ପୁରା ଭାଙ୍ଗି ଧୋଇ ନେଇଛି । ଯାହାଫଳରେ ଯାତାୟାତ ପୁରା ବନ୍ଦ ହୋଇଯାଇଛି । ଶଙ୍ଖଟି କାମ ହେବାର ବର୍ଷେ ନ ପୂରୁଣୁ ଟିକିଏ ବର୍ଷା
Read More...

କୁଡୁତୁଲି ସରପଞ୍ଚଙ୍କୁ ଆକ୍ରମଣ, ଦୁଇ ଆକ୍ରମଣକାରୀ ଗିରଫ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ କୁଡୁତୁଲି ସରପଞ୍ଚ ଚୈତନ୍ୟ ମଲ୍ଲିକଙ୍କୁ ମଦ ବିକ୍ରେତାଙ୍କ ମାଡ ମାରିଥିବା଼ ଅଭିଯୋଗ ହୋଇଛି । ଘଟଣାରେ ଦୁଇଜଣ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ ପୁଲିସ କରିଥିବା ଜଣାପଡିଛି । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ୬ଟା ୩୦
Read More...

ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ଠାରେ ଟ୍ରାନ୍ସ ଜୁଗୁଲାର ଇଂଟ୍ରାହେପାଟିକ୍‌ ପୋର୍ଟ୍‌ ସିଷ୍ଟମିକ୍‌ ଷ୍ଟଂଟ୍‌ ପଦ୍ଧତିରେ…

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ରାଜ୍ୟର ପ୍ରଥମ ଟ୍ରାନ୍ସ ଜୁଗୁଲାର ଇଂଟ୍ରାହେପାଟିକ୍‌ ପୋର୍ଟ୍‌ ସିଷ୍ଟମିକ୍‌ ଷ୍ଟଂଟ୍‌ - ଟିଆଇପିଏସ୍‌ଏସ୍‌ ଚିକିତ୍ସା ପଦ୍ଧତିରେ ସଫଳତା ପୂର୍ବକ କାର୍ଯ୍ୟକାରୀ ହୋଇଛି । ଆପୋଲୋ ହସ୍ପିଟାଲ୍‌ ଭୁବନେଶ୍ୱରର ବରିଷ୍ଠ କନସଲଟାଂଟ୍‌ ଡାକ୍ତର ମାନସ
Read More...