ବର୍ଷାରେ ଧୋଇନେଲା ଶଙ୍ଖ

0 59

ଘୁ ଉଦୟଗିରି:ଲଘୁଚାପ ଜନିତ ବର୍ଷାରେ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିବାଡ଼ି ପଂଚାୟତ ମୁଣ୍ଡାଗୁଡା ଧରମପୁର ରାସ୍ତାର ଆମଲିପଡା ନିକଟସ୍ଥ ଶଙ୍ଖ ବର୍ଷା ପାଣିରେ ପୁରା ଭାଙ୍ଗି ଧୋଇ ନେଇଛି । ଯାହାଫଳରେ ଯାତାୟାତ ପୁରା ବନ୍ଦ ହୋଇଯାଇଛି । ଶଙ୍ଖଟି କାମ ହେବାର ବର୍ଷେ ନ ପୂରୁଣୁ ଟିକିଏ ବର୍ଷା ପାଣିରେ ନଷ୍ଟ ହୋଇଗଲା । ଠିକାଦାର ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ନିମ୍ନମାନର କାମ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × three =