Monthly Archives

September 2022

ଦଶପଲ୍ଲା ମାଟିର ଗୌରବ ଶୃତି ସୁଲଗ୍ନା

ଦଶପଲ୍ଲା : ତୁଳସୀ ଦୁଇପତ୍ରରୁ ବାସେ । ଏ କଥା ଆଜି ପ୍ରମାଣିତ ହୋଇସାରିଛି । ଦଶପଲ୍ଲା ମାଟି ମେଧାବୀ ଛାତ୍ରୀ, କୁନି ଅଭିନେତ୍ରୀ, ତଥା କୁନି ସଙ୍ଗୀତ ସାଧିକା ଶୃତି ସୁଲଗ୍ନା ରାଜ୍ୟର ବିଭିନ୍ନ ସ୍ଥାନରେ ସଂଗୀତ ପରିବେଷଣ କରି ସମ୍ମାନିତ ହୋଇଥିବାବେଳେ ଆଜି ଦଶପଲ୍ଲା ମାଟିକୁ ପୁଣି ଥରେ ଗୌରବ
Read More...

୨୦୨୪ରେ ଓଡ଼ିଶାରେ ପଦ୍ମ ଫୁଟିବ : ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି, ୨୦୨୪ରେ ଫସଲ କାଟିବୁ। ଜୋରଦାର ଲଢେଇ ହେବ, ୨୦୨୪ରେ ନବୀନଙ୍କୁ ଶାସନରୁ ହଟାଇବୁ। ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟି ଓଡ଼ିଶା ଫେରିବା ପରେ ଏହା କହିଛନ୍ତି ବିରୋଧୀ ଦଳ ନେତା
Read More...

ନୂଆରୂପ ପାଇବ ଶ୍ରୀ ଲୋକନାଥ ପୀଠ, ଅନୁଧ୍ୟାନ କଲେ ୫-ଟି ସଚିବ

ପୁରୀ : ଗତକାଲି ସନ୍ଧ୍ୟାରେ ପ୍ରସିଦ୍ଧ ଶ୍ରୀ ଲୋକନାଥ ପୀଠ ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ । ସେ ମନ୍ଦିର ନିକଟରେ ପହଁଚିବା ପରେ ଶ୍ରୀଲୋକନାଥଙ୍କ ମନ୍ଦିର ସେବାୟତ ନିଯୋଗ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରଥମେ ସେ ପ୍ରଦୂଷିତ ହୋଇଥିବା ଓ ପାଚେରୀ
Read More...

ଅକ୍ଟୋବର ପହିଲାରୁ ବଦଳିଯିବ କ୍ରିକେଟର ନିୟମ,ଜାଣନ୍ତୁ ନୂଆ ନିୟମ ସଂପର୍କରେ..

ନୂଆଦିଲ୍ଲୀ : ୨୦୨୨ ଅକ୍ଟୋବର ପହିଲାରୁ ବଦଳିଯିବ କ୍ରିକେଟର ନିୟମ । ଏନେଇ ମଙ୍ଗଳବାର ଘୋଷଣା କରିଛି ଆଇସିସି । ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ପୁରୁଷ କ୍ରିକେଟ୍ କମିଟି MCC ର ୨୦୧୭ ନିୟମ ତୃତୀୟ ସଂସ୍କରଣରେ ଖେଳ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସୁପାରିଶ
Read More...

ଦଶପଲ୍ଲାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଦଶପଲ୍ଲା : ଦଶପଲ୍ଲା ରାଧାମୋହନଜିଉ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟଠାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଅଛି । ଏହି ଶିବିର ଆଜି ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇଥିଲା । ସରକାରଙ୍କ ନୂଆ ନିୟମ ପାଇଁ ଭିନ୍ନକ୍ଷମଙ୍କ ନିକଟରେ ଥିବା ହାତଲେଖା କିମ୍ବା ରାଜ୍ୟ ସରକାରଙ୍କ ଅନ୍‌ଲାଇନ୍‌
Read More...

କାନ୍ଥ ଭୁଶୁଡ଼ି ୪ ମୃତ, ୯ ଆହତ

ନୋଇଡ଼ା: ମଙ୍ଗଳବାର ସକାଳେ ନୋଇଡ଼ା ସେକ୍ଟର-୨୧ରେ ଏକ ନିର୍ମାଣଧୀନ କାନ୍ଥ ଭୁୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆହୁରି କିଛି ଜଣ କାନ୍ଥ ତଳେ ଚାପି ହୋଇ ରହିଥିବା ‌ସନ୍ଦେହ କରାଯାଉଛି। ଏହି ଘଟଣା ଘଟିଛି ନୋଇଡ଼ା ସେକ୍ଟର-୨୧ର ଜଲବାୟୁ ବିହାର ନିକଟରେ। ଏହି
Read More...

ବାଗେଡ଼ିଆ ଧର୍ମଶାଳାକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ସମ୍ମୁଖ ନିକଟସ୍ଥ ବାଗେଡ଼ିଆ ଧର୍ମଶାଳାକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ । ସରକାରୀ ଖାତାରେ ରହିଥିବା ଏହି ଧର୍ମଶାଳାର ଜାଗା ଓ ଘରକୁ ନିଜ ଦଖଲକୁ ନେଇଛି ପ୍ରଶାସନ । ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଦଖଲ କରାଯାଇଥିବା ସୂଚନା । ପରବର୍ତ୍ତୀ ସମୟରେ
Read More...

ରାସ୍ତାରେ ଭାସୁଛି ଅପରିଷ୍କାର ଜଳ, ନିଦା ବିଷ୍ଣୁ ସାଜିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦୀର୍ଘ ଦିନ ହେଲା ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ରାସ୍ତାରେ ଭାସୁଛି ଅପରିଷ୍କାର ଜଳ । ରାସ୍ତା ପ୍ରଶସ୍ତିକରଣ ଓ ଜବରଦଖଲ ଉଚ୍ଛେଦ ନାରେ ଦୀର୍ଘ ଦିନ ହେଲା ନା ରାସ୍ତା କାମ ପରିସମାପ୍ତି ହେଉଛି ନା ଡ୍ରେନେଜ ବ୍ୟବସ୍ଥା ପରି
Read More...

ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ କୀରମା ପଞ୍ଚାୟତର ବିମାନାପୁର ଓ ନିଧିଗୁଡ଼ି ଗ୍ରାମରେ ଏକ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପଶୁ ଚିକିତ୍ସା ଶିବିର ଭ୍ରାମ୍ୟମାଣ ପଶୁ ଚିକିତ୍ସା ଗାଡି ପହଞ୍ଚି ଗ୍ରାମରେ ପଶୁ ଚିକିତ୍ସା କରିବା ସହ ଔଷଧ ବଣ୍ଟନ
Read More...

ଗ୍ରାମ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ କୀରମା ଗ୍ରାମ ପଞ୍ଚାୟତଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଗ୍ରାମ୍ୟ
Read More...