Monthly Archives

September 2022

ବେଆଇନ ବାଲି ଚାଲାଣ, ଜରିମାନା ଆଦାୟ

ଦଶପଲ୍ଲା : ଗଣିଆ ମହାନଦୀରୁ ଦୈନିକ ହେଉଛି ବେଆଇନ ବାଲି ଚାଲାଣ । ଗଣିଆରୁ ଦଶପଲ୍ଲାକୁ ଦୈନିକ ଏହି ବେଆଇନ ବାଲି ଚାଲାଣ ହେଉଛି । ରବିବାର ଦିନ ଏହି ବେଆଇନ ବାଲି ଚାଲାଣ ସମୟରେ ଖବର ପାଇ ଦଶପଲ୍ଲାର ଅତିରିକ୍ତ ତହସିଲଦାର କେ. ଭେଙ୍କଟସ ରାଓ ଚଢାଉ କରି ଏକ ହାଇୱାକୁ କରି ଅଟକ ରଖିଥିଲେ । ପରେ…
Read More...

ଗଞ୍ଜେଇ ସହ କାର୍‌ ଜବତ : ଜଣେ ଗିରଫ

ଦଶପଲ୍ଲା : ରବିବାର ଦିନ ଦଶପଲ୍ଲା ପୋଲିସ ଏକ ଗଞ୍ଜେଇ ବୋଝେଇ କାର ସହ କାର ଭିତରେ ଥିବା ଜଣଙ୍କୁ ଗିରଫ କରିଥିବା ବେଳେ କାର ଡ୍ରାଇଭର ଫେରାର ହୋଇଯାଇଛି । ସୂଚନା ଯୋଗ୍ୟ ଯେ ବାଣୀଗୋଛା ପାର୍ଶ୍ୱରେ ଦଶପଲ୍ଲା ଅଭିମୁଖେ ଆସୁଥିବା ଏକ ଗଞ୍ଜେଇ ଭର୍ତ୍ତି କାରକୁ ପୋଲିସ ସ୍ଥାନୀୟ ଏସାର ପେଟ୍ରୋଲ…
Read More...

ବିଜେପିର କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ

ଫୁଲବାଣୀ : ଫୁଲବାଣୀ ନଗର ମଣ୍ଡଳ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଫୁଲବାଣୀ ମାଷ୍ଟ୍ରପଡା ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କର୍ମରେ ମୁଖ୍ୟ ଅତିଥି ଭାବେ ଜିଲା ବିଜେପି ସଭାପତି ଜଗନ୍ନାଥ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ…
Read More...

ପ୍ରଶାସନ ସହାୟତାରେ ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ଶବ

ବାଲିଗୁଡ଼ା : ବ୍ଲକ ଓ ଜିଲ୍ଲା ପ୍ରଶାସନ ସହାୟତରେ ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ । ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡି ପଞ୍ଚାୟତ ପୁଡ୍ରାଝୋଲା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ ଗ୍ରାମର ଲକ୍ଷେପତି ପ୍ରଧାନ ନିଜ ଅଞ୍ଚଳରେ କାମ ଧନ୍ଧା ଅଭାବରୁ ନିଜ ସ୍ତ୍ରୀ ସହିତ…
Read More...

ମା’ ପାଟଣେଶ୍ୱରୀଙ୍କ ଷୋହଳ ପୂଜା ଆରମ୍ଭ

ପାଟଣାଗଡ଼ : ପାଟଣାଗଡର ପ୍ରସିଦ୍ଧ ଶକ୍ତି ପୀଠ ତଥା ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ଦେବୀ ଓ ସମଲେଶ୍ୱରୀଙ୍କ ମନ୍ଦିରରେ ମା’ଙ୍କ ପ୍ରତିଷ୍ଠିତ ପାଟଖଣ୍ଡା ଧୁଆ ହେବା ସହ ଷୋହଳ ପୁଜା ଆରମ୍ଭ ହୋଇଯାଇଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦଶହରା ନିମନ୍ତେ ଷୋହଳ ପୂଜା କରାଯାଇଥାଏ…
Read More...

ଘୁନସର ସାପ୍ତାହିକ ବଜାରରେ ଲାଗିଲା ମାଓ ବ୍ୟାନର : ଉପସ୍ଥିତି ଜାହିର କଲା ଲାଲବାହିନୀ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଘୁନସର ଏବଂ ପୁଟକେଲଚୁଆଁ ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ତିନୋଟି ମାଓ ବ୍ୟାନର ଲାଗିଛି । ଉଭୟ ହିନ୍ଦୀ ଓ ଓଡିଆ ଭାଷାରେ ଏହି ମାଓ ବ୍ୟାନର ଗୁଡିକ ଲେଖାଯାଇଛି । ରବିବାର ମଧ୍ୟରାତ୍ରୀରେ ଏହି…
Read More...

ବିରୋଧୀ ଦଳ ଉପନେତାଙ୍କ ପରଲୋକ

ଭୁବନେଶ୍ୱର : ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀଙ୍କର ପରଲୋକ ହୋଇଯାଇଛି  । ଦୀର୍ଘଦିନ ଧରି ସେ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ  । ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୬୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି  । ଶ୍ରୀ ସେଠୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି…
Read More...

ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା ବରାଳଦେବୀ ମନ୍ଦିର ପରିସର, ପିଲାସାଲୁଙ୍କି ଡ୍ୟାମ ଓ ପକାଡଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପର୍ଯ୍ୟଟନ ସ୍ଥଳୀକୁ…
Read More...

ତୈଳିକ ବୈଶ୍ୟ ସାମାଜ ପକ୍ଷରୁ ଉପଖଣ୍ଡ ସ୍ତରୀୟ ନୂଆଁଖାଇ ଭେଟଘାଟ

ପାଟଣାଗଡ଼: ପାଟଣାଗଡ଼ ସ୍ଥାନୀୟ ଭୂଲିଆ ଧର୍ମଶାଳା ପରିସରରେ ଉପଖଣ୍ଡ ସ୍ତରୀୟ ତୈଳିକ ବୈଶ୍ୟ ସାମାଜର ୮ତମ ନୂଆଁଖାଇ ଭେଟଘାଟ ସ୍ଥାନୀୟ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ସହ ସମାଜ ପତାକା ଉତ୍ତୋଳନ କରାଯାଇଥିଲା । ପାଟଣାଗଡ଼ ଏନ୍‌ଏସି ସଭାପତି…
Read More...

ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...