Monthly Archives

November 2022

ଆସିକାରେ ଓଡିଶା ସାମ୍ବାଦିକ ସଂଘ ଗଞ୍ଜାମ ଶାଖାର ଜରୁରୀ ଅଧିବେଶନ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଚିନିଶିଳ୍ପ ଅତିଥି ଭବନ ଠାରେ ଆଜି ଓଡିଶା ସାମ୍ବାଦିକ ସଂଘ(ଓ.ଜେ.ୟୁ) ଗଞ୍ଜାମ ଶାଖର ଜରୁରୀ ଅଧିବେଶନ ଅନୁଷ୍ଠୀତ ହୋଇଯାଇଛି ।ଏହି ବୈଠକ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ
Read More...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ ଭିଜିଲାନ୍ସ କବ୍‌ଜାରେ । କୋଦଳା ତହସିଲ ଅନ୍ତର୍ଗତ ବି ନୂଆଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଘରବାରି ପଟା କରାଇଦେବା ନାମରେ ୬ ହଜାର ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ
Read More...

ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା; ଓଡିଶାରେ ଭୂମିକମ୍ପ ହୋଇନି : ପାଣିପାଗ ବିଭାଗ

ଭୁବନେଶ୍ୱର: ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା। ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଥରିଲା ଭଦ୍ରକ, ଯାଜପୁର ସମେତ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳ । ଏଥିଯୋଗୁ ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଆଜି ସକାଳ ପୂର୍ବାହ୍ନ ପ୍ରାୟ ୧୦ଟା ପରେ ଭଦ୍ରକ, ଯାଜପୁର ସମେତ
Read More...

ଅଙ୍ଗନୱାଡି କର୍ମୀଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର : ସରକାରୀ ମାନ୍ୟତା, ମାସିକ ୨୧ହଜାର ଦରମା, ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି ମାନ୍ୟତା ଓ ଶିଶୁ,ଗର୍ଭବତୀ ମହିଳାଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ଖାଦ୍ୟର ମୂଲ୍ୟ ବୃଦ୍ଧି ପ୍ରଭୃତି ଦାବୀରେ ପୁଇଁତଲା ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି
Read More...

ଟାଟା ପାୱାର୍‌ର ମନମାନି, ଉପଭୋକ୍ତା ହନ୍ତସନ୍ତ

ଦଶପଲ୍ଲା : ନୟାଗଡ ଜିଲ୍ଲାର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ବିଭିନ୍ନ ଆଳ ଦେଖାଇ ଟାଟା ପାୱାର ଗ୍ରାହକଙ୍କୁ ଶୋଷଣ କରୁଛି । ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି ନୟାଗଡ ଜିଲ୍ଲାର ବିଦ୍ୟୁତ୍‌ ଉପଭୋକ୍ତାମାନେ । ଗତ ରବିବାର ଦିନ ରକ୍ଷଣାବେକ୍ଷଣ ପାଇଁ ରବିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା
Read More...

ଅଧୁରା ରହିଲା ଶିବଙ୍କ ଦର୍ଶନ : ବସଧକ୍କାରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ୱାମୀ ଗୁରୁତର

ସୁବର୍ଣ୍ଣପୁର: ଜିଲ୍ଲାର ୫୭ନମ୍ବର ଜାତୀୟ ରାଜପଥ କଲାପଥର ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟି ସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାଭଳି ଏକ ଦୁଃଖଦପୂର୍ଣ୍ଣ ଘଟଣା ଘଟଛି । ସକାଳୁ ସକାଳୁ ମହାପ୍ରଭୁ ଶିବଙ୍କ ଦର୍ଶନ ପାଇଁ
Read More...

ନାଗରିକ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆୟୋଜିତ ସମ୍ବଲପୁର ବନ୍ଦ ସଫଳ

ସମ୍ବଲପୁର : ଓଡ଼ିଶାର ପଶ୍ଚିମାଞ୍ଚଳକୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ, ସମ୍ବିଧାନ ର ଅଷ୍ଟମ ସୂଚୀରେ ସମ୍ବଲପୁରୀ ଭାଷାକୁ ସାମିଲ, ସମ୍ବଲପୁର ରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ସହିତ ସମ୍ବଲପୁରକୁ ଏକ ପ୍ରୟୋଗଶାଳା ରୂପେ ବ୍ୟବହାର ନ କରିବା ଆଦି ବିଭିନ୍ନ ଦାବିକୁ ନେଇ ଆଜି
Read More...

ନିର୍ମାଣ କାମ ନସରୁଣୁ ଦବିଗଲା ଛାତ

ଖପ୍ରାଖୋଲ,୨୩/୧୧: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତର କନ୍ଦରାଭଟାରେ ପବିତ୍ର ଶୈବପୀଠ ଜଳ ମହାଦେବ ମନ୍ଦିର ଅବସ୍ଥିତ ରହିଛି । ଏହା ଏକ ସର୍ବପୁରାତନ ଶୈବପୀଠ ହୋଇଥିବାବେଳେ ଭକ୍ତଙ୍କ ମନସ୍କାମନା ପୂରଣ ହେଉନଥିବାରୁ ପାପନାସିନୀ ଝରଣାରେ ସ୍ନାନ କରି
Read More...

ପୁଣି ଫେଲ ହେଲେ ପନ୍ତ, ଟିମ୍‌ ଇଣ୍ଡିଆରୁ ପଡିପାରନ୍ତି ବାଦ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ତାଙ୍କ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପନ୍ତଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି କିନ୍ତୁ ସେଠାରେ ମଧ୍ୟ ସେ ରନ୍‌ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ
Read More...

ସେଞ୍ଚୁରିୟାନ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଭୌଗୋଳିକ ସୂଚନା ପ୍ରଣାଳୀ ଦିବସ ପାଳିତ

ପାରଳାଖେମୁଣ୍ଡି : ସେଞ୍ଚୁରିୟାନ ବୈଷୟିକ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଦ୍ୱିତୀୟ ଆନ୍ତଃର୍ଜାତୀୟ ଭୌଗୋଳିକ ସୂଚନା ପ୍ରଣାଳୀ ଦିବସ ୨୦୨୨ ହଇବ୍ରିଡ଼ ପୋଷ୍ଟର ଉପସ୍ଥାପନ ସିଭିଲ ଇଂଜିନିୟରିଂ ବିଭାଗ ଏବଂ ସେଣ୍ଟର ଫର ଡାଟା ସାଇନ ଦ୍ୱାରା ଆୟୋଜିତ ହୋଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି
Read More...