Yearly Archives

2022

ସମିତି ବୈଠକ ନିମନ୍ତେ କୁକୁଡ଼ାଖଣ୍ଡି ବିଡ଼ିଓଙ୍କ ନିକଟରେ ଦାବି

ଗଞ୍ଜାମ:କୁକୁଡ଼ାଖଣ୍ଡି ବ୍ଲକ ସମିତି ବୈଠକ ଦୀର୍ଘ ଛଅମାସ ହେଲା ଅନୁଷ୍ଠିତ ହୋଇନଥିବାରୁ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ଅକ୍ଟୋବର ୨୩ ତାରିଖରେ କିଛି ସରପଞ୍ଚ,ସମିତିସଭ୍ୟ ମାନେ ବିଡ଼ିଓଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ବିଡ଼ିଓ ସମିତି ବୈଠକ
Read More...

କନ୍ଧମାଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟ ଉଦଘାଟିତ

ଫୁଲବାଣୀ :-କନ୍ଧମାଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷରୋଦନ ମଲିକ ଓ ଉପାଧ୍ୟକ୍ଷ ଶ୍ରୀମତୀ ନଳିନୀ କହଁରଙ୍କ କାର୍ଯ୍ୟାଳୟଠାରେ ମହାସମାରୋହରେ ଉଦାଟିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବେ କନ୍ଧମାଳ ଜିଲ୍ଲାର ଦାୟିତ୍ୱ ନେଇଥିବା ପର୍ଯ୍ୟବେକ୍ଷକ ବିଜୟ ନାୟକ,ଫୁଲବାଣୀ ବିଧାୟକ
Read More...

ସଜେଇ ହେଉଛି ସାତକୋଶିଆ

ଦଶପଲ୍ଲା : ଶୀତଋତୁ ଆସିଲେ ପର୍ଯ୍ୟଟନସ୍ଥଳୀ ଚଳଚଞ୍ଚଳ ହୋଇ ଉଠେ । ପର୍ଯ୍ୟଟକଙ୍କ ଗହଳୀ ଭୋଜିଭାତ ସାଙ୍ଗକୁ ପ୍ରକୃତିର ଶୋଭାରାଜିରେ ଅବସର ବିନୋଦନର ଭରପୁର ମଜ୍ଜା ଆସିଥାଏ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ସାଉଥ୍‌ ବଡମୂଳ ମଙ୍ଗାନାସୀଠାରେ ଥିବା
Read More...

୨୪ରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର: ଆସନ୍ତା ୨୪ ତାରିଖଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ୨୫ ତାରିଖ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସପ୍ଲିମେଣ୍ଟାରି ବଜେଟ ଉପସ୍ଥାପନ ହେବ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି
Read More...

ଅମିତାଭ କହିଲେ, ମୁଁ ମାଛ ଖାଇବା ଛାଡି ଦେଇଛି, ଜୟାଙ୍କ ବହୁତ ପସନ୍ଦ…

ବିଗ୍‌ ବି ଅମିତାଭ ବଚ୍ଚନ କନ୍‌ ବନେଗା କୋରଡପତି ସୋରେ ଉପସ୍ଥାପନ ଜାରି ରଖିଛନ୍ତି । ନିକଟରେ ଏକ ଏପିସୋଡରେ ବିଗ୍‌ ବି ନିଜେ ଛାଡିଥିବା ଖାଦ୍ୟ ସାମଗ୍ରୀ ଉପରେ କହିଛନ୍ତି । ପ୍ରତିଯୋଗୀ ବିଦ୍ୟା ଉଦୟ ରେଡକରଙ୍କ ସହ ବାର୍ତ୍ତାଳାପ ସମୟରେ ଅମିତାଭ ବଚ୍ଚନ କହିଛନ୍ତି ଯେ ତାଙ୍କ ପତ୍ନୀ ଜୟା
Read More...

ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ,ଡିସେମ୍ବର ୧ ଓ ୫ରେ ଭୋଟ ଗ୍ରହଣ

ନୂଆଦିଲ୍ଳୀ: ବାଜିଲା ଗୁଜରାଟ ବିଗୁଲ । ବହୁ ପ୍ରତୀକ୍ଷିତ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଡିସେମ୍ବର ୧ ଓ ୫ ତାରିଖରେ ଗୁଜରାଟ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୮ରେ ଗୁଜରାଟ ବିଧାନସଭା ଭୋଟ ଗଣତି କରାଯିବ । ୨ଟି ପର୍ଯ୍ୟାୟରେ ଗୁଜରାଟ
Read More...

ଅଧିଗ୍ରହଣ ପରେ ଅବ୍ୟବହୃତ ଚାଷଜମି ଫେରସ୍ତ ଦାବିରେ ଚାଷୀଙ୍କ ଆନ୍ଦୋଳନ

ସମ୍ବଲପୁର : ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଚିପିଲିମା ପାୱାର ହାଉସ ପାଇଁ ଅଧିଗୃହୀତ ୬୩୪୫.୭୫ ଏକର ଜମି ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୫୦୦ ଏକର଼ ବ୍ୟବହାରକୁ ଆସିଛି, ଏଣୁ ବାକି ଅବ୍ୟବହୃତ ଚାଷଜମିକୁ ଫେରସ୍ତ ଦାବିରେ ସମ୍ପୃକ୍ତ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
Read More...

ଅସହାୟ ଦୁଇ ନାବାଳିକାଙ୍କୁ ସହାୟତାର ହାତ ବଢ଼ାଇଲେ କୁସୁମି

ବାଲିଗୁଡ଼ା: ଆରପାରିକୁ ଚାଲିଗଲେ ବାପା । ପଚାରିଲାନି ବଡ଼ ଭାଇ । ଏଭଳି ପରିସ୍ଥିତିରେ ସାନଭାଇ ଦୁଇ ଭଉଣୀଙ୍କ ସାହାରା ପାଲଟିଛି । କୁଲି ମଜୁରି କରି ଦୁଇ ଭଉଣୀଙ୍କୁ ଦି ଓଳି ଦିମୁଠା ଖାଇବା ଯୋଗାଇବାକୁ ସଂଘର୍ଷ କରୁଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା
Read More...

ପୁଲିଂ ଅଫିସର ମୃତ

ଭଦ୍ରକ: ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ମତଦାନ ଜାରି ରହିଛି । ତେବେ ଏହାରି ଭିତରେ ଏକ ଦୁଃଖଦ ଖବର ସାମନାକୁ ଆସିଛି । ତାହା ହେଲା ନିର୍ବାଚନରେ ନିୟୋଜିତ ଜଣେ ପୁଲିଂ ଅଫିସରଙ୍କ ମୃତୁ୍ୟ ହୋଇଛି । ୧୩୯ ନମ୍ବର ବୁଥର ପୁଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତୁ୍ୟ ହୋଇଛି । କଟକ ବଡ଼
Read More...

ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଟାଉନ ହଲ ପରିସରରେ ପାରଳାଖେମୁଣ୍ଡି ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର ଦ୍ୱାରା ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...