Yearly Archives

2022

ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବାକୁ ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦର ବାହାରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ
Read More...

ଗଜପତି ଜିଲ୍ଲାରୁ ଲୋକସେବା ଭବନକୁ ପଠାଗଲା ପବିତ୍ର ଜଳ ଓ ମାଟି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଦୁଇ ପ୍ରମୁଖ ପବିତ୍ର ନଦୀ ବଂଶଧାରା ଓ ମହେନ୍ଦ୍ରତନୟାର ଜଳ ଏବଂ ମହାତ୍ମା ଗାନ୍ଧୀଙ୍କ ଆଗମନ ସ୍ଥଳର ଏବଂ ସ୍ୱାଧୀନତା ସଂଗ୍ରାମର ଶହୀଦମାନଙ୍କ ଜନ୍ମ ପୀଠରୁ ପବିତ୍ର ମାଟି ସଂଗ୍ରହ ହୋଇ ଭୁବନେଶ୍ୱର ଲୋକ ସେବା ଭବନକୁ ପଠାଯାଇଛି । ଉକ୍ତ ପବିତ୍ର ସ୍ଥାନରେ
Read More...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ

ସୁବର୍ଣ୍ଣପୁର : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥିତ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ
Read More...

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର;ନାହିଁ ଶ୍ରେଣୀ ଗୃହ, ବାରଣ୍ଡାରେ ଭବିଷ୍ୟତ ଗଢ଼ୁଛନ୍ତି ଛାତ୍ରଛାତ୍ରୀ

ବାଲିଗୁଡ଼ା: ଶିକ୍ଷା ବ୍ୟବସ୍ଥାରେ ଏବେ ସ୍ମାର୍ଟ ବ୍ୟବସ୍ଥା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ ଆଧୁନିକ ଢାଞ୍ଚାରେ ପାଠ ପଢ଼ିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାରା ରାଜ୍ୟରେ ସ୍ମାର୍ଟ ସ୍କୁଲ୍‌ କଲେଣି । ହେଲେ ଆଜିବି ଏମିତି ଅନେକ ବିଦ୍ୟାଳୟ ରହିଛି ଯେଉଁଠିକି ରାଜ୍ୟ ସରକାର ନା
Read More...

ଭୂ-ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା, ଭିଡିଓ ଭାଇରାଲ

ଦଶପଲ୍ଲା : ନୟାଗଡ଼ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା । ମହିଳାଙ୍କ ମାଡ଼ରେ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଆହତ ଭୂ-ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ଭୂ-ଅର୍ଜନ ଅଧିକାରୀ
Read More...

ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ

ବାଲିଗୁଡ଼ା: ଅତିରିକ୍ତ ତହସିଲଦାରଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ତହସିଲ କାର୍ଯ୍ୟାଳୟ ଘେରିଲେ ଟ୍ରାକ୍ଟର ମାଲିକ ସଂଘ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମା' ପାଟ୍ଟଖଣ୍ଡା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଟ୍ରାକ୍ଟର ମାଲିକ ହେଉ କି ଡ୍ରାଇଭର
Read More...

ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରୁଗିଷ୍ଟ ଆସୋସିଏସନର ସାଧାରଣ ବାର୍ଷିକ ଅଧିବେଶନ

ପୁରୀ : ପୁରୀ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରୁଗିଷ୍ଟ ଆସୋସିଏସନର ସାଧାରଣ ବାର୍ଷିକ ଅଧିବେଶନ ପୌର ସଦନରେ ଅନୁଷ୍ଠିତ ହୋଇଯାଇଛି । ଅଧିବେଶନରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫୦୦ସହରୁ ଉର୍ଦ୍ଧ୍ୱ ପ୍ରତିନିଧି ଏଥିରେ ଯୋଗଦାନ କରିଥିଲେ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା
Read More...

ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ହେଲେ ନୂଆ ସିଡିଏସ୍‌

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନଙ୍କୁ ଭାରତର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ) ନିଯୁକ୍ତ କରାଯାଇଛି । ସେ ଗତ ବର୍ଷ ମେ ମାସରେ ସେନାରୁ ଅବସର ଗ୍ରହଣ କରିଥିଲେ । ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ୯ ମାସ ପରେ ଦେଶ ୨ୟ ସିଡିଏସଙ୍କୁ ପାଇଛି ।
Read More...

ପାଟଣାଗଡ଼ ପାଇଁ ବିଭିନ୍ନ ବିଭାଗରେ ପ୍ରତିନିଧି ମନୋନୀତ କଲେ ରାଜ୍ୟସଭା ସାଂସଦ

ପାଟଣାଗଡ : ପାଟଣାଗଡ଼ ବ୍ଲକର ବିଭିନ୍ନ ବିଭାଗରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରଥମ ପର୍ଯ୍ୟାୟରେ ତାଙ୍କ ପ୍ରତିନିଧି ଭାବରେ ୧୨ ଜଣକୁ ଦାୟିତ୍ୱ ଦେଇଛନ୍ତି । ପାଟଣାଗଡ଼ ବ୍ଲକ ପ୍ରତିନିଧି ଭାବରେ ଶ୍ରୀମତୀ ସନ୍ତୋସିନୀ ବିଶି, ପଞ୍ଚାୟତରାଜ ପ୍ରତିନିଧି ଭାବରେ ମନୋଜ କୁମାର ଲୁହା,
Read More...

ଅଙ୍କିତା ହତ୍ୟା ମାମଲା :
ଫାଷ୍ଟ୍‌-ଟ୍ରାକ୍‌ କୋର୍ଟରେ ହେବ ବିଚାର

ଡେରାଡୁନ୍‌: ଋଷିକେଶ ନିକଟସ୍ଥ ଏକ ରିସର୍ଟରେ ‘ରିସେପ୍‌ସନିଷ୍ଟ୍‌’ କାର୍ଯ୍ୟ କରୁଥିବା ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାର ବିଚାର ‘ଫାଷ୍ଟ୍‌-ଟ୍ରାକ୍‌ କୋର୍ଟ’ରେ କରାଯିବ । ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହା କହିଛନ୍ତି । ମୃତ ଅଙ୍କିତାଙ୍କ ପରିବାର ଲୋକଙ୍କ
Read More...