ବୌଦ୍ଧ: ମା’ ଭୈରବୀଙ୍କ ମନ୍ଦିରରେ ଲାଗିହେଲା ନବାନ୍ନ
ବୌଦ୍ଧ,୧/୯- ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ବୌଦ୍ଧ ସହର ଚଳଚଞ୍ଚଳ ହୋଇଉଠିଛି । ବୈøଦ୍ଧ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ପୀଠରେ ଆଜି ଦିନ ୧୧ଟାରେ ନବାନ୍ନ ଲାଗି ହୋଇଥିଲା । ଏହି ଉପଲକ୍ଷେ ସକାଳ ସାଢେ ୮ଟାରେ କୁଲିପଡା ଘାଟ ମହାନଦୀରୁ ଜଳ ଅଣାଯାଇ ମନ୍ଦିରରେ ନବାନ୍ନ!-->…
Read More...
Read More...