Yearly Archives

2022

ଦୁର୍ଦ୍ଦନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ

ପୁରୀ : ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ । ଜେଲ ଭିତରେ ପପୁର ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପପୁକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ତେବେ କାହିଁକି ଏହି ଘଟଣା
Read More...

ବାଲିଗୁଡା ଏନ୍‌ଏସିର ଦୁର୍ନୀତି ବିରୋଧରେ ନଗର କଂଗ୍ରେସ ପକ୍ଷରୁ ଏନ୍‌ଏସି ଅଫିସ ଘେରାଉ

ବାଲିଗୁଡ଼ା: ବାଲିଗୁଡା ଏନ୍‌ଏସିରେ ଦିନକୁଦିନ ଦୁର୍ନୀତି ବଢିବାକୁ ଲାଗିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଲାଞ୍ଚ କାରବାର,ମୁକ୍ତା ଯୋଜନାରେ ଘୋଟଲା, ପାନୀୟ ଜଳର ଅବ୍ୟବସ୍ଥା,ପରିମଳ ବ୍ୟବସ୍ଥା ବିପର୍ଯ୍ୟୟ, ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ଯୋଗାଇ ନଦେବା ଆଦି ଆଠ ଦଫା
Read More...

ପାକିସ୍ତାନ ହାରିବାର କାରଣ କହିଲେ ବାବର ଆଜମ

ଦୁବାଇ : ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍‌ ହୋଇଥିଲା । ଏହି ରୋମାଞ୍ଚକର ମ୍ୟାଚରେ ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଏସିଆ କପ୍‌ ୨୦୨୨ ରେ ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା । ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ
Read More...

ଏହି ସିରିଏଲ୍‌ ଦେଖିବାକୁ ଦେଶବାସୀଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

ମୁମ୍ଵାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଅର୍ଥାତ୍‌ ଗତକାଲି ଏକ ସିରିଏଲ ଦେଖିବା ପାଇଁ ଭାରତବାସୀଙ୍କୁ ନିବେଦନ କରିଛନ୍ତି। ଏହି ସିରିଏଲର ନାମ ହେଉଛି ସ୍ୱରାଜ: ଭାରତର ସ୍ଵତନ୍ତ୍ର ସଂଗ୍ରାମର ସମଗ୍ର ଗାଥା । ଏହି ସିରିଏଲ ଦୁରଦର୍ଶରେ ଲଞ୍ଚ ହୋଇଛି । ଏଥିରେ ସ୍ୱାଧୀନତା ସଂଗ୍ରାମର
Read More...

ଅସରାଏ ବର୍ଷାରେ ସ୍କୁଲ ପରିସର ଜଳାର୍ଣ୍ଣବ

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବହୁ ପୁରାତନ ଡ଼ିମିରିଝରି ଆଞ୍ଚଳିକ ବିଦ୍ୟାଳୟକୁ ୫-ଟି ଯୋଜନାରେ ରାଜ୍ୟ ସରକାର ରୂପାନ୍ତରିତ କରି ସୌନ୍ଦର୍ଯ୍ୟକରଣ କରିବା ସହ ସ୍ମାର୍ଟ ଓ ଡିଜିଟାଲ ମଧ୍ୟରେ ପାଠ ପଢାଇବାକୁ ଅନୁସଙ୍ଗିକ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ସରକାର ୪୫ ଲକ୍ଷ ଟଙ୍କା
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଦଶପଲ୍ଲା :ଦଶପଲ୍ଲା ବ୍ଲକର ସାତପାଟଣା ସରକାରୀ ହାଇସ୍କୁଲ ପ୍ରାଂଗଣରେ ପଦ୍ମଚରଣ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରର ଉଦଘାଟନ ଉତ୍ସବରେ ପରିବେଶବିତ୍‌ ପ୍ରଶନ୍ନ କୁମାର
Read More...

ବେନକେରା ଗ୍ରାମରେ ସେବା ଚାରିଟେବଲ ଟ୍ରଷ୍ଟର ବୈଠକ ଅନୁଷ୍ଠିତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରା ଗ୍ରାମରେ ସେବା ଚାରିଟେବଲ ଟ୍ରଷ୍ଟର ସଭାପତି ସୁନୀଲ କୁମାର ସିଂହଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଖପାଖର ୧୫ ଟି ଗ୍ରାମର ଯୁବଗୋଷ୍ଠୀ ଯୋଗଦେଇଥିଲେ ଏବଂ ନିଜ ନିଜ ଗ୍ରାମର ସୁବିଧା
Read More...

ଜଗଦଗୁରୁ ଶ୍ରୀକୃପାଳୁ ମହାରାଜଙ୍କ ଜନ୍ମ ଶତବର୍ଷିକୀ ଉପଲକ୍ଷେ କୃପାଳୁ ଶିଶୁ ସାହିତ୍ୟ ଆସର

ପାରଳାଖେମୁଣ୍ଡି : ବିଶ୍ୱର ପଞ୍ଚମ ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଜନ୍ମ ଶତବର୍ଷିକୀ (୧୯୨୨-୨୦୨୨)ଉପଲକ୍ଷେ ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ଭ୍ରାମ୍ୟମାଣ କୃପାଳୁ ଶିଶୁ ସାହିତ୍ୟ ଆସର ବେଗନ ପାର୍କ, ବେତାଗୁଡା, ଗଜପତିଠାରେ ଚଳିତ ମାସ ଶେଷ ରବିବାର ଅପରାହ୍ନରେ ଅନୁଷ୍ଠିତ
Read More...

ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଯୁବତୀ ଗୁରୁତର

ପୁରୀ : ବିଳମ୍ବିତ ରାତିରେ ପ୍ରଶାନ୍ତି ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜନୈକ ଯୁବତୀ ଗୁରୁତର । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ପୁରୀ ପିପିଲି ନିକଟସ୍ଥ ଦଇସିପାଟଣା ଛକ ନିକଟରେ ଥିବା ଆପାର୍ଟମେଣ୍ଟରେ ଗତକାଲି ରାତ୍ରି ପ୍ରାୟ
Read More...

ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର

ଖପ୍ରାଖୋଲ : ସ୍ଥାନୀୟ ବ୍ଲକ୍‌ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ପରିସରର କୃଷିଜାତ ଫସଲର ଅବଶେଷ ପୃଷ୍ଟିସାର ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ
Read More...