ବନ୍ୟା ପରିସ୍ଥିତି ଗମ୍ଭୀର :୨୦ଟି ଗାଁ ପାଣି ଘେରରେ, ହରଭଙ୍ଗା -ବୌଦ୍ଧ ଯୋଗାଯୋଗ ବିଚ୍ଛିନ୍ନ
ହରଭଙ୍ଗା : ସଂପ୍ରତି ୩ଦିନ ଧରୀ ଲଘୁଚାପ ଜନିତ ବର୍ଷା ଜାରିରହିଥିବା ବେଳେ ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ ଖୋଲାଯାଇ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ କରାଯିବାରୁ ହରଭଙ୍ଗା ବ୍ଲକର ୨୦ରୁ ଉଦ୍ଧ୍ୱର୍ ଗ୍ରାମ ପାଣିଘେରରେ ରହିଛି । ଯଥା -ମାରଡ଼ା, ପାଣିଘରା,ଭେଜିଗୋଡା, ସୁରୁଣ୍ଡି, ହରଭଙ୍ଗା,!-->…
Read More...
Read More...