Yearly Archives

2022

ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ

ବୌଦ୍ଧ/ଜହ୍ନ ।ପଙ୍କ,୨୦/୭: ଗୁଣାତ୍ମକ ଶିକ୍ଷା ଓ ସରକାରୀ ସ୍କୁଲରେ ଉପସ୍ଥାନ ବଢାଇବା ପାଇଁ ରାଜ୍ୟ ସରକାର ମାଗଣାରେ ବହି, ପୋଷାକ ଓ ମଧ୍ୟାହ୍ନ ଭୋଜନ ଦେଉଥିବାବେଳେ ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢିବା ପାଇଁ ସୌନ୍ଦର୍ଯ୍ୟକରଣ,ନୂତନ କୋଠା ନିର୍ମାଣ ଆଦି କରୁଛନ୍ତି ହେଲେ
Read More...

ବ୍ଲକ ସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକ ଓ ସମନ୍ୱୟ ମେଳା

ଫୁଲବାଣୀ: ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଅନୁକୁଲ୍ୟରେ ଫୁଲବାଣୀ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବ୍ୟାଙ୍କର୍ସ ସମିତି ବୈଠକ ଓ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଫୁଲବାଣୀ ବ୍ଲକ ବିଡ଼ିଓ ଶାନ୍ତନୁ ନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଆର୍ଥିକ
Read More...

କାଉନସିଲର ବୁଲିଆନଙ୍କ ଶୋକସଭା (ମାଡ଼ା)ରେ ଯୋଗଦେଲେ ବିଧାୟକ

ଘୁ.ଉଦୟଗିରି : ଟିକାବାଲି ବ୍ଲକ ଅନ୍ତର୍ଗତ ରଦଙ୍ଗିଆ ଗ୍ରାମଠାରେ ବିଜେଡି କାଉନସିଲର ସ୍ୱର୍ଗତ ଲେକ୍‌ଚରର ବୁଲିଆନଙ୍କ ଶୋଳସଭା ଅନୁଷ୍ଠିତ ହୋଇଛି । ଆଜିର ଏହି ବୁଲି ଭାଇଙ୍କ ଶୋକସଭାରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ, ଘୁ.ଉଦୟଗିରି ଏନଏସି
Read More...

ଦଧିବାବନ ଉଚ୍ଚ ବିଦ୍ୟାଳୟ ୫-ଟି ରେ ରୂପାନ୍ତରିତ

ବୌଦ୍ଧ,୨୦/୭- ବୌଦ୍ଧ ଜିଲ୍ଲା ଦଧିବାବନ ଉଚ୍ଚ ବିଦ୍ୟାଳୟ ୫-ଟି ରେ ରୂପାନ୍ତରିତ ହୋଇଥିବାରୁ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ବିଡ଼ିଓ ଅବିନାଶ ପାଣ୍ଡିଆଙ୍କ ସହିତ ବ୍ଲକ ଅଧିକାରୀ ସମ୍ବିତ କୁମାର ବିଶ୍ୱାଳ ଏବଂ ଜିଲ୍ଲା ଶିକ୍ଷା ପ୍ରକଳ୍ପ ଅଭିଯାନ କନିଷ୍ଠ ଯନ୍ତ୍ରୀ ପରେଶ
Read More...

ଚୀନର ମୁକାବିଲା ପାଇଁ ଭାରତଠାରୁ ବ୍ରହ୍ମସ୍‌ କିଣିବ ଇଣ୍ଡୋନେସିଆ

ନୂଆଦିଲ୍ଲୀ : ଚୀନ ଆଡ଼ୁ ଥିବା ବିପଦର ମୁକାବିଲା ପାଇଁ ଇଣ୍ଡୋନେସିଆ ଭାରତଠାରୁ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମସ କିଣିବ । ଏ ନେଇ ଦୁଇଦେଶ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମିସାଇଲ ଯୋଗାଣ ପାଇଁ ଚୁକ୍ତି
Read More...

ଭୈରବୀ ସ୍ନାତକ ମହାବିଦ୍ୟାଳୟରେ ଅବସର ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବୌଦ୍ଧ,୨୦/୭- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ସ୍ନାତକ ବିଭାଗ ଆନୁକୂଲ୍ୟରେ ଅବସରକାଳୀନ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ବର୍ଦ୍ଧନାରେ ଯୁକ୍ତ ତିନି ଶେଷ ବର୍ଷ ଓଡ଼ିଆ ସାହିତ୍ୟ ବିଭାଗ
Read More...

ରେଲୱେ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର :
ଏଣିକି ଘରଠାରୁ ୩୦୦ କିମି ଦୂରତା ଭିତରେ ଦେଇହେବ ପରୀକ୍ଷା

ନୂଆଦିଲ୍ଲୀ: ରେଳବାଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଏଣିକି ଘରଠାରୁ ୩୦୦ କିଲୋମିଟର ଦୂରତା ଭିତରେ ସେମାନେ ଦେଇପାରିବେ ପରୀକ୍ଷା;ଫଳରେ ପ୍ରାର୍ଥୀଙ୍କ ସମୟ ଓ ଖର୍ଚ୍ଚ ବଞ୍ଚିଯିବ । ଭାରତୀୟ ରେଳ ବିଭାଗ ନେଇଛି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରେଳବାଇର ଜଣେ ବରିଷ୍ଠ
Read More...

ବ୍ଲକସ୍ତରୀୟ ମହାସଂଘ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୌଦ୍ଧ,୨୦/୭- ବୌଦ୍ଧବ୍ଲକ ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତର ଟୁଟୁସିଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ମାତୃଶକ୍ତି ମହିଳା ବ୍ଲକସ୍ତରୀୟ ମହାସଂଘ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାସଂଘ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଗଣ ଓ ସ୍କୁଲ
Read More...

ଶ୍ୱଶୁର ଘର ବିରୋଧରେ ଏଭଳି ଅଭିଯୋଗ ଆଣିଲେ ଲାଲୁଙ୍କ ପୁଅ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ସମ୍ପର୍କରେ କୋର୍ଟରେ ଶୁଣାଣି କରିବା ପରେ ଶ୍ୱଶୁରଘର ଲୋକଙ୍କ ଉପରେ ବର୍ଷିଛନ୍ତି । ଫେସବୁକରେ ଲାଇଭ ଭିଡିଓ କରି ତେଜ ପ୍ରତାପ କହିଛନ୍ତି ଯେ ତାଙ୍କ ଶ୍ୱଶୁରଘର ଲୋକ ତାଙ୍କୁ
Read More...

ପୁରୀରେ ଭୁଶୁଡିଲା ଛାତ: ୪ ଶ୍ରମିକ ଉଦ୍ଧାର, ଏବେବି ଫଶିଛନ୍ତି ଜଣେ ଶ୍ରମିକ

ପୁରୀ : ପୁରୀ ମଶାଣି ଚଣ୍ଡୀ ଛକରେ ଅଭାବନୀୟ ଘଟଣା । ଏକ ଘର୍‌ ନିର୍ମାଣ ଚାଲିଥିବା ବେଳେ ଘର ଛାତ ଭୁଶୁଡ଼ି ପଡ଼ିବାରୁ ୫ଜଣ ଶ୍ରମିକ ଆହତ ହୋଇଛନ୍ତି । ତେବେ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ରାଜ ମସ୍ତ୍ରୀ ଭରତ ଜେନାଙ୍କୁ ଉଦ୍ଧାର ଚାଲିଛ଼ି । ବିଭୂତି ମିଶ୍ର ନାମକ ଜଣେ ବ୍ୟକ୍ତି ଙ୍କ ଘର
Read More...