Yearly Archives

2022

ପାଣ୍ଡ୍ୟା ଭାରତର ଶ୍ରେଷ୍ଠ ଟି-୨୦ କ୍ରିକେଟର, କହିଲେ ପୂର୍ବତନ ଓପନର

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଓପନର୍‌ ଆକାଶ ଚୋପ୍ରା ମତରେ ଏହି ସମୟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଭାରତର ସବୁଠାରୁ ମୂଲ୍ୟବାନ ଟି -୨୦ କ୍ରିକେଟର । ପାଣ୍ଡ୍ୟା ବର୍ତ୍ତମାନ କ୍ରିକେଟ୍‌ କ୍ୟାରିୟରର ସୁବର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଆଇପିଏଲ୍‌ ୨୦୨୨ ରେ
Read More...

ୱାକାଥନ ଜରିଆରେ ପାଳନ ହେବ ଆଜାଦୀ କା ଅମୃତ ମହୋତ୍ସବ

ସମ୍ବଲପୁର:ଆଗାମୀ ରବିବାର ଜୁଲାଇ ୧୦ ତାରିଖ ଦିନ ସକାଳ ୬ଟା ସମୟରେ ଏକ ୱାକାଥନ ଜରିଆରେ ଆଜାଦୀ କା ଅମୃତ ମହୋତ୍ସବର ଆୟୋଜନ ହେବା ଘୋଷଣା କରାଯାଇଛି । ଏହାର ଆୟୋଜକ ଜେଏସଡବ୍ଲୁ ଇସ୍ପାତ କାରଖାନା ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଏହାକୁ ସମ୍ବୋଧିତ କରି
Read More...

ବିଭିନ୍ନ ଦାବି ନେଇ ଏଡିଟିଙ୍କୁ ଘେରିଲେ ବୁଣାକାର

ସୂବର୍ଣ୍ଣପୁର: ବୁଣାକାର ବହୁଳ ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ବୁଣାକାର ପ୍ରବଳମାତ୍ରାରେ ଅବହେଳିତ । ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ସୁଖା, ଦିଗଶିରା, ସୁନାପାଲି ଇତ୍ୟାଦି ଗ୍ରାମର ଶତାଧିକ ବୁଣାକାର ତାଙ୍କର ବିଭିନ୍ନ ଦାବିନେଇ ଆଜି ସୋନପୁରର ଡିଡିଟି ଅଫିସ ଘେରାଉ କରିଥିଲେ । ଯୁବନେତା ତଥା
Read More...

ଜିଲ୍ଲାର ପ୍ରଥମ ଆଇଏଏସଙ୍କ ସହ କଲେଜ ଛାତ୍ରଛାତ୍ରୀଙ୍କ ଭାବବିନିମୟ

ସୁବର୍ଣ୍ଣପୁର: ସୋନପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାରୁ ପ୍ରଥମ କରି ସିଧାସଳଖ ଆଇ ଏ ଏସ ପାଇଥିବା କାର୍ତ୍ତିକ ପାଣିଗ୍ରାହୀଙ୍କ ସହିତ ଏକ ଭାବବିନିମୟ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଉପାଧ୍ୟକ୍ଷ ଅଶ୍ୱିନୀ କୁମାର ହୋତାଙ୍କ
Read More...

ଘୁ ଉଦୟଗିରିରେ ଗଡିଲା ଫସଲ ବୀମା ରଥ

ଘୁ ଉଦୟଗିରି : ଘୁ ଉଦୟଗିରିଠାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ରଥ ଗଡିଛି । ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲୁ ରହିବ । ସୂଚନା ମୁତାବକ ସ୍ଥାନୀୟ ଗୋଷ୍ଠି କୃଷି ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଏହି ରଥ ବାହାରି ଘୁ ଉଦୟଗିରି ବ୍ଲକର ସମସ୍ତ ପଞ୍ଚାୟତ ବୁଲି ବୁଲି ଲୋକ ମାନଙ୍କୁ ସଚେତନ
Read More...

ଦୁଇ ବର୍ଷର ଶିଶୁ ନାଳ ପାଣିରେ ବୁଡି ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମାଝୀପଡା ଗାଁ ନିକଟରେ ଥିବା ସୁରକା ପଟାଙ୍ଗୀ ନାଳରେ ବୁଡ଼ିଯାଇ ଜଣେ ଦୁଇ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ମଝିପଡ଼ା ଗାଁର ବିକାଶ କହଁରଙ୍କ ଏକମାତ୍ର ପୁଅ ଆୟୁଷ କହଁର ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ଶିଶୁ ଜଣକ ତା ମା
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

ନବରଙ୍ଗପୁର: ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକର ଆଦେଶ କ୍ରମେ, ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ବିଦ୍ୟାନିକେତନ ମହାବିଦ୍ୟାଳୟ, ନବରଙ୍ଗପୁର ଠାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି, ଏହି ଉପଲକ୍ଷେ ବିଦ୍ୟାନିକେତନ ମହାବିଦ୍ୟାଳୟ, ନବରଙ୍ଗପୁର ୫୦ଟି ଫଳ ଜାତୀୟ
Read More...

ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଦଶଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ, ୭/୭ (ହୀ.ପ୍ର): ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଓ ସଭାପତି ବଟକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୌଦ୍ଧ ତହସିଲ୍‌ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ
Read More...

କମିବ ପେଟ୍ରୋଲ,ଡିଜେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ,ଡିଜେଲ କ୍ଷେତ୍ରରେ ଆଗକୁ ଗ୍ରାହକମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ । ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର କମିଥିବାରୁ ଭାରତରେ ପେଟ୍ରୋଲ-ଡିଜେଲର ଦର ଆହୁରି କମିବ ବୋଲି କୁହାଯାଉଛି । ବର୍ତ୍ତମାନ ଅଶୋଧିତ ତୈଳର ଏକ ବ୍ୟାରେଲ ପିଛା ଦାମ୍‌ ୧୦୦ଡଲାରରୁ ତଳକୁ ଖସି
Read More...