Yearly Archives

2022

୬୦ ଗୋଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିଠାରେ ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିବା ଉଲ୍ଲେଖିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା
Read More...

ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଆଡ଼କୁ କଳା ବେଲୁନ ଛାଡ଼ି ୪ ଗିରଫ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ତାଙ୍କ ହେଲିକପ୍ଟର ଆଡ଼କୁ କଳା ବେଲୁନ ଛାଡ଼ି ୪ ଜଣ ଗିରଫ ହୋଇଛନ୍ତି । ଏମାନେ ସମସ୍ତେ କଂଗ୍ରେସର । କଳା ବେଲୁନ ଗୁଡିକ ମୋଦିଙ୍କ ହେଲିକପ୍ଟର ପାଖାପାଖି ହୋଇଯାଇଥିଲା । ଏହି ଘଟଣାର
Read More...

ବରାହ ବେଶରେ ଦର୍ଶନ ଦେଲେ ତିନି ଠାକୁର

ଘୁ ଉଦୟଗିରି:ସ୍ଥାନୀୟ ମାଉସୀ ମା’ ମନ୍ଦିର ପରିସରରେ ଆଜି ତିନିଠାକୁର ବରାହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମନ୍ଦିର ପୂଜକ ଅଚ୍ୟୁତାନନ୍ଦ ପଣ୍ଡା ଏବଂ ଭଗବାନ ପଣ୍ଡା ତିନି ଠାକୁରଙ୍କୁ ବରାହ ବେଶରେ ସଜେଇବା ପରେ ଧୂପଦୀପ ଆଳତି କରି ସନ୍ଧ୍ୟାରେ ତିନି ଠାକୁରଙ୍କୁ ଭକ୍ତ ମାନେ ଦର୍ଶନ
Read More...

ଫ୍ଲୋର୍‌ ଟେଷ୍ଟ୍‌ରେ ସିନ୍ଦେ ପାସ୍‌

ମୁମ୍ବାଇ,୪/୭ : ହାତରୁ କ୍ଷମତା ଯିବା ପରଠୁ ଶିବ ସେନା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସଫଳତା ପରେ ସଫଳତା ମିଳିଚାଲିଛି । ପ୍ରତ୍ୟେକ ପରୀକ୍ଷାରେ ସେ ପାସ୍‌ କରୁଛନ୍ତି । ଗତକାଲି
Read More...

ଠାକୁରଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡ଼ି ଠାରେ ଠାକୁରଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର ଦେଖିବାକୁ ମିଳିଛି । ଠାକୁରଙ୍କ ଦର୍ଶନ ସକାଶେ ସନ୍ଧ୍ୟା ହେଲେ ଭକ୍ତଙ୍କ ଭିଡ଼ ଜମୁଛି । ପାଗ ଅନୁକୂଳ ଥିବାରୁ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଥିବାର
Read More...

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼. ମନସ୍ୱିନୀ ଦାଶ, ଶିକ୍ଷା ବିଭାଗର ବରିଷ୍ଠ
Read More...

ଭାରତରେ ସଂକ୍ରମଣ ସ୍ଥିତିକୁ ଗୁରୁତର କରିପାରେ ଓମିକ୍ରନ୍‌ର ଉପ-ପ୍ରଜାତି

ନୂଆଦିଲ୍ଲୀ: ଭାରତରେ ଅତି ସଂକ୍ରମଣଶୀଳ ଓମିକ୍ରନ୍‌ କରୋନାଭାଇରସ୍‌ର ଉପ-ପ୍ରଜାତି ‘ବିଏ.୨.୭୫’ ରହିଛି ବୋଲି ଜଣେ ଇସ୍ରାଏଲୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଉକ୍ତ ଓମିକ୍ରନ୍‌ ଉପ-ପ୍ରଜାତି ଭାରତର ୧୦ଟି ପ୍ରଦେଶରେ ଚିହ୍ନଟ କରାଯାଇଛି । ସେଥିରେ ରହିଛି
Read More...

ଗାନ୍ଧୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ
Read More...

ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଜାଗା ଚିହ୍ନଟ ନିମନ୍ତେ ତହସିଲଦାର ଓ ଏନଏସି ଅଧ୍ୟକ୍ଷା

ଘୁ. ଉଦୟଗିରି : ଘୁ. ଉଦୟଗିରି ଅଞ୍ଚଳ ନିମନ୍ତେ ବହୁବର୍ଷର ଆବଶ୍ୟକତା ବାଇପାସ୍‌ ରୋଡ ନିର୍ମାଣ ନିମନ୍ତେ ସ୍ଥାନୀୟ ବିଧାୟକଙ୍କ କିଛି ଦିନ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରିବା ସହ ସବୁଜ ସଙ୍କେତ ଦେବା ପରେ ଆଜି ସ୍ଥାନୀୟ ତହସିଲଦାର ସୁଭ୍ରାଂଜଳି ପ୍ରଧାନ, ଆର ଆଇ, ଅମିନ ଓ ଅନ୍ୟ କର୍ମଚାରୀଙ୍କ
Read More...

ଖପ୍ରାଖୋଲ ପଞ୍ଚାୟତକୁ ଚାଷୀଙ୍କ କୃଷି ବୀମା ଟଙ୍କା ନ ମିଳିବାରୁ ତହସିଲ ଅଫିସ ଘେରାଉ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକରେ ଗତ ୨୦୨୦/୨୧ ବର୍ଷରେ ଭୟାବହ ମରୁଡି ଦେଖା ଦେଇଥିଲା । ଚାଷୀମାନେ କୃଷି ବୀମା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ଟଙ୍କା ପାଇ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଲୋକେ ଋଣ କରି ନିଜର
Read More...