Yearly Archives

2022

ଦିଲ୍ଲୀ ଉପ-ରାଜ୍ୟପାଳ ଅନୀଲ ବୈଜଲଙ୍କ ଇସ୍ତଫା

ନୂଆଦିଲ୍ଲୀ : ଦିଲ୍ଲୀର ଉପ-ରାଜ୍ୟପାଳ ଅନୀଲ ବୈଜଲ ଆଜି ହଠାତ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି । ୨୦୧୬ ଡିସେମ୍ବର ମାସରେ ଦିଲ୍ଲୀର ଉପ-ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବୈଜଲ । ସେ ୨୦୨୧ ଡିସେମ୍ବର ମାସରେ ନିଜର କାର୍ଯ୍ୟକାଳର ୫
Read More...

ରାଜନୀତି ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ

ପାରଳାଖେମୁଣ୍ଡି : ଆଜି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଡ. ବୈଦନାଥ ଦାସଙ୍କ ନିର୍ଦ୍ଦେଶନାରେ ରାଜନୀତି ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପାଠ ଚକ୍ର ର ବିଷୟ ବିଦାରକ ରହିଛି ଆମ୍ବେଦକର ଏବଂ ଗାନ୍ଧୀ ଜି ରହିଛି । ଏହି ପାଠଚକ୍ରରେ ମୁଖ୍ୟ
Read More...

ପାନୀୟ ଜଳ ପାଇଁ ଦାବି ଉପସ୍ଥାପନ କଲେ ଗ୍ରାମବାସୀ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମ ପଞ୍ଚାୟତର ବଣ ପାହାଡ ଘେରା ଦଳିତ ଓ ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁସୁମଗାଡିଆ । ୫୦ ଟି ପରିବାର ବାସ କରୁଥିବା ଏହି ଗାଁରେ ପୋଖରୀ ଆଡିବନ୍ଧ କେନାଲ ଇତ୍ୟାଦି କିଛି ବି ନଥିବାବେଳେ ଗ୍ରାମବାସୀମାନେ ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବହାର
Read More...

କୃଷକ ଉତ୍ପାଦକ ସଂଗଠନ ମାନଙ୍କର ତ୍ରୟମାସିକ ଯୋଜନା ଓ ସମୀକ୍ଷା ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ନାବାର୍ଡ ଅନୁଦାନ ପ୍ରାପ୍ତ କୃଷକ ଉତ୍ପାଦକ ସଂଗଠନମାନଙ୍କର ତ୍ରୟମାସିକ ବୈଠକ ଆଜି ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନାବାର୍ଡ ଡି.ଡି.ଏମ୍‌. ତାପସ ଶଙ୍କର ରାଉତ ଅଧ୍ୟକ୍ଷତା କରିଥିବା ବେଳେ
Read More...

କଳିଙ୍ଗା ଘାଟିରେ ମାଲବାହୀ ଟ୍ରକ ଦୁର୍ଘଟଣା

ଘୁ ଉଦୟଗିରି: ଘୁ ଦୟଗିରି ଥାନା ଅଧୀନରେ ଥିବା କଳିଙ୍ଗା ଘାଟିର ଅନ୍ଧାର କୁଟ ନିକଟ ବୁଲାଣିରେ ଆଜି ସକାଳେ ପ୍ରାୟ ୮ ଟା ବେଳେ ଓଆର ୦୫ ଏ ଜେ ୮୫୮୧ ନମ୍ୱର୍‌ ବିଶିଷ୍ଟ ଏକ ଟ୍ରକ ଦୁର୍ଘଟଣା ହୋଇଛି । ରାୟପୁରଠାରୁ ବିଭିନ୍ନ ପ୍ରକାର ଜିନିଷ ନେଇ ବ୍ରହ୍ମପୁର ଯାଉଥିବା ବେଳେ ବ୍ରେକ ଫେଲ ହେବାରୁ
Read More...

ମେଗା ରକ୍ତଦାନ ଶିବିରରେ ୨୭୧ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର:ଏହି ଜିଲ୍ଲାର ସୀମାନ୍ତବର୍ତ୍ତୀ ଠେଲକୋଲୋଇ ପୁଲିସ ଥାନାରେ ଆଜି ଆୟୋଜିତ ଏକ ମେଗା ରକ୍ତଦାନ ଶିବିରରେ ୨୭୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏ ବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଆଜିକାଲି ଖରାଦିନ ଯୋଗୁଁ ପ୍ରାୟତଃ ସବୁ ରକ୍ତଭଣ୍ଡାରରେ ନିଅଣ୍ଟିଆ ସ୍ଥିତି ରହୁଥିବାରୁ ରୋଗୀଙ୍କ
Read More...

ଅବସରପ୍ରାପ୍ତ ଶିକ୍ଷକ ସିଦେ୍ଧଶ୍ୱର ପୁରୋହିତଙ୍କ ପରଲୋକ

ଜହ୍ନାପଙ୍କ:ବୌଦ୍ଧ ଜିଲ୍ଲା କାଲେଶ୍ୱର ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷକ ସିଦେ୍ଧଶ୍ୱର ପୁରୋହିତଙ୍କ ୭୫ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି । ସେ ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ୧୯୬୬ ମସିହାରେ ବଲାଙ୍ଗୀର ଜିଲ୍ଲାର ସୁଖା ହାଇସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ
Read More...

ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ବାଲେଶ୍ବର ସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜରୁ ଆଜି ଭାରତୀୟ ନୌସେନାର ସିକିଙ୍ଗ୍ ୪୨ବି ହେଲିକପ୍ଟରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ
Read More...

ବାହା ବେଦୀରେ କନ୍ୟାର ହାଇଡ୍ରାମା

ବାଲେଶ୍ୱର: ବାହା ବେଦୀରେ କନ୍ୟାର ହାଇଡ୍ରାମା । ହାତ ଗଣ୍ଠି ପଡ଼ିବା ପରେ ବି ବେଦୀରୁ ଉଠିଗଲେ ଯୁବତୀ । ବେଦୀରୁ ଉଠିବା ପରେ ହାତରୁ ଶଙ୍ଖା କାଢ଼ି ଫିଙ୍ଗିଦେଲେ । ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ । ବିବାହ ଚାଲିଥିବା ବେଳେ ବିବାହ ବେଦୀରେ ବାହାଘରକୁ ସ୍ୱୀକାର କଲେନି
Read More...

ଆଇପିଏଲ ଛାଡି ଘରକୁ ଗଲେ ୱିଲିୟମସନ, ଜାଣନ୍ତୁ କାରଣ

ମୁମ୍ବାଇ : ଆଇପିଏଲ୍‌ ୨୦୨୨ର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ଅଧିନାୟକ କେନ୍‌ ୱିଲିୟମସନ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ୱିଲିୟମ୍ସନ୍‌ ଆଇପିଏଲ୍‌ ୨୦୨୨ ଛାଡି ଘରକୁ ଫେରି ଯାଇଛନ୍ତି ।
Read More...