ଏହି ରାଜ୍ୟରେ ମିଳିବ ୧୫ ଟଙ୍କାରେ ମିଲ, ୫ ଟଙ୍କାରେ ଟିଫିନ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ସାରା ରାଜ୍ୟରେ ଅନ୍ନପୂର୍ଣ୍ଣ କ୍ୟାଣ୍ଟିନ ଚାଲିବା ନେଇ ଘୋଷଣା କରାଯାଇଛି । ଏହି ଯୋଜନାରେ ୧୫ ଟଙ୍କାରେ ମିଲ ଓ ୫ ଟଙ୍କାରେ ଟିଫିନ ମିଳିପାରିବ ।ଏହି କ୍ୟାଣ୍ଟିନଗୁଡ଼ିକ ୨୪ ଘଣ୍ଟା ଖୋଲା ରହିବ ।!-->…
Read More...
Read More...