Yearly Archives

2022

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା:ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠନ

ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗାଯିବା ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ରୋଷଘରେ ସମୁଦାୟ ୪୩ଟି ଚୁଲି ଭଙ୍ଗା ଯାଇଥିବା ନେଇ ଶ୍ରୀମନ୍ଦିର ସିଂହଦ୍ୱାର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ତଦନ୍ତ ପାଇଁ ଏକ ଅନ୍ତରୀଣ କମିଟି ଗଠନ କରାଯାଇଥିବା ଜିଲ୍ଲାପାଳ…
Read More...

ସମବାୟ ନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର : ପଂଚାୟତ ଓ ପୌର ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ ସମବାୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁପାରିସ ଆଧାରରେ ରାଜ୍ୟରେ ଆସନ୍ତା ଜୁନ୍ ମାସ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ନିମନ୍ତେ ସୋମବାର ସମବାୟ ବିଭାଗ…
Read More...

ବସ୍‌ ଚଳାଉଥିଲେ, ହୃଦଘାତରେ ଚାଲିଗଲା ଜୀବନ : ଅଳ୍ପକେ ବର୍ତ୍ତିଗଲେ ୪୯ ଯାତ୍ରୀ

ପୁରୀ : ଯାତ୍ରୀବାହୀ ବସରେ ଅଭାବନୀୟ ଘଟଣା । ଚଳନ୍ତା ବସ ଷ୍ଟିୟରିଂ ଉପରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ କଣ୍ଡକ୍ଟର ଉପସ୍ଥିତ ବୁଦ୍ଧି ପାଇଁ ୪୯ ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଛନ୍ତି । ଯାତ୍ରୀବାହୀ ବସ୍‌ ଡ୍ରାଇଭର ସୁଦର୍ଶନ ସାହୁଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇ…
Read More...

ପୁଣି ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ପୁରୀ ପୋଲିସ

ପୁରୀ : ପୁରୀ ଏସଟିଏଫ୍‌ ଓ ବାସେଳୀ ସାହି ଥାନା ପୋଲିସ ଦୁଇ ଆନ୍ତଃ ଜିଲ୍ଲା ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଦିୱନା ଗ୍ରାମର ସର୍ବେଶ୍ୱର ବେହେରା । ପୋଲିସ ଏହି…
Read More...

ଏହି ପ୍ରସଂଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜୟ ମହାପାତ୍ର

ଭୁବନେଶ୍ୱର : ଶ୍ରୀମନ୍ଦିର ପ୍ରଶାସନରେ ବିଫଳତାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବର୍ଷିଛନ୍ତି । ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସୁରକ୍ଷା ନେଇ ସୁପ୍ରିମକୋର୍ଟ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିନାହାନ୍ତି । ଏହାର ଅନୁପାଳନ କରାଯାଉନଥିବାରୁ ଏଭଳି…
Read More...

୪ ଦିନ ହେଲା ଅନ୍ଧାରରେ କଣ୍ଟମାଳ : ଉତ୍ତ୍ୟକ୍ତ ଉପଭୋକ୍ତାଙ୍କ ରାସ୍ତା ଅବରୋଧ, ଉପ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ…

କଣ୍ଟାମାଳ : ଗତ ୩୦ ତାରିଖରୁ ବିଦ୍ୟୁତ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥବାରୁ କଣ୍ଟାମାଳ ବ୍ଲକର ହଜାର ହଜାର ବିଦ୍ୟୁତ ଉପଭୋକ୍ତା ବର୍ତ୍ତମାନର ଅସହ୍ୟ ଗରମ ଓ ଗୁଳୁଗୁଳିର ଶିକାର ହୋଇ ଛଟପଟ ହେଉଛନ୍ତି । ବିଦ୍ୟୁତ ଯୋଗାଣର କଷ୍ଟ ଅସହ୍ୟ ହେବାରୁ ଆଜି ଶହଶହ ଉପଭୋକ୍ତା କଣ୍ଟାମାଳ ଗ୍ରୀଡ଼…
Read More...

କୁଣ୍ଡା ବୋଝେଇ ଟ୍ରକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୨ ଅଟକ

ବୌଦ୍ଧ,୪/୪- ବୌଦ୍ଧ ସହରର ବାଇପାସ ରାସ୍ତାରୁ ଏକ କୁଣ୍ଡା ବୋଝେଇ ଟ୍ରକରୁ ଆଜି ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଏକ କୁଣ୍ଡା ବୋଝେଇ ଟ୍ରକ ନଂ ଏମଏଚ୪୦ୱାଇ ୪୩୧୯ରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୁଲିସ ସୂଚନା ପାଇ ଟ୍ରକକୁ ଅଟକ ରଖିଥିଲା । ଏହାପରେ ଟ୍ରକକୁ…
Read More...

ଜିଲ୍ଲାସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର,୪/୪- ଜିଲ୍ଲାସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ଲାଗି ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କର ଏକଦିବସୀୟ ପ୍ରଶିକ୍ଷଣ ଶିବିର ଆଜି ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ରୋଟାରୀ କ୍ଳବ ଇଷ୍ଟ ସଭାପତି କାମରାଜୁ ମହାରଣା ସମ୍ମାନିତ

ଗଞ୍ଜାମ : ପଶ୍ଚିମବଙ୍ଗର ଦିଘାଠାରେ ରୋଟାରୀ ଜିଲ୍ଲା ୩୨୬୨ର ପରିବାର ସମାବେଶ ପରିବର୍ତ୍ତନର ଦୁଇ ଦିନିଆ ସମ୍ମିଳନୀରେ ରୋଟାରୀ କ୍ଳବ ଅଫ୍‌ ବ୍ରହ୍ମପୁର ଇଷ୍ଟର ସଭାପତି କାମରାଜୁ ମହାରଣା ଉଲ୍ଲେଖନୀୟ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି । ରୋଟାରୀ ଆନ୍ତର୍ଜାତୀୟ ସଭାପତି ଶେଖର…
Read More...

ସୋପାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା

ଗଜପତି,୪/୪- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ବି.ସୀତାପୁର ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ଠାରେ ସୋପାନ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଫିତା କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ପୁଷ୍ଟି…
Read More...