Yearly Archives

2022

ସୁବର୍ଣ୍ଣପୁରଠାରେ ବିଶ୍ୱ ମୁଖଗହ୍ୱର ଦିବସ ପାଳିତ

ସୁବର୍ଣ୍ଣପୁର: ସଦର ମହକୁମା ସ୍ଥିତ ମହିମା ବ୍ରୁଦ୍ଧାଶ୍ରମ ଝିଙ୍କି ଠାରେ ବିଶ୍ୱ ମୁଖଗହ୍ୱର ଦିବସ ପାଲିତ ହୋଇଯାଇଛି । ଏହି ଅବସରରେ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ସଚେତନତା ସଭାରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁରର ଅତିରିକ୍ତ ଜନ ସ୍ୱାସ୍ଥ୍ୟ…
Read More...

ଆଦିବାସୀ ପ୍ରତିନିଧି ଜୟପାଳ ସିଂ ମୁଣ୍ଡାଙ୍କ ୫୨ତମ ତିରୋଧାନ ଦିବସ ପାଳିତ

ପାଟଣାଗଡ : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ଭବନ ଠାରେ ଭାରତର ବିଶିଷ୍ଟ ଆଦିବାସୀ ନେତା ତଥା ଭାରତୀୟ ସମ୍ବିଧାନ ସଭାର କ୍ରାନ୍ତିକାରୀ ଆଦିବାସୀ ପ୍ରତିନିଧି ଜୟପାଳ ସିଂମୁଣ୍ଡାଙ୍କ ୫୨ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସଭାରେ ଆଦିବାସୀ ମାନେ ଅଦ୍ୱିତୀୟ ଆଦିବାସୀ ନେତା…
Read More...

ହଟିଲା କଟକଣା,ହସିଲେ ଭକ୍ତ

ପୁରୀ : ଦୀର୍ଘ ଦୁଇବର୍ଷ ପରେ ଆଜିଠାରୁ ବିଦ୍ଧିବଦ୍ଧ ଭାବେ ଉଠିଲା ସମସ୍ତ କୋଭିଡ୍‌ କଟକଣା । ଆଜିଠାରୁ ପ୍ରତ୍ୟେକ ରବିବାର ସହ ସପ୍ତାହକ ସାତଦିନ ଭକ୍ତ କରିବେ ମହାପ୍ରଭୁଙ୍କ ଦର୍ଶନ । ଯାହାକୁ ନେଇ ଭକ୍ତ ଶ୍ରଦ୍ଧାଳୁ ବେଶ୍‌ ଖୁସି ଜାହିର୍‌ କରିଥିବା ବେଳେ ଚାରି ଦୁଆର ଖୋଲିଲେ ଆହୁରି ସୁବିଧା…
Read More...

ପିକରଡି ପଞ୍ଚାୟତରେ ଆନ୍ତର୍ଜାତୀୟ ସୁଖ ଦିବସ ପାଳନ

ଘୁ ଉଦୟଗିରି : ଅନ୍ତରଙ୍ଗ ଯୁବ ମହାସଂଘ ଓ ପ୍ରଦାତ୍ତା କନ୍ଧମାଳ ପକ୍ଷରୁ ପିକରଡି ପଞ୍ଚାୟତର ଖେଳ ପଡ଼ିଆରେ ଆନ୍ତର୍ଜାତୀୟ ସୁଖ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୩୦ ଜଣରୁ ଉର୍ଦ୍ଧ ମହିଳାମାନେ ଯୋଗ ଦେଇଥିଲେ । ପ୍ରତ୍ୟେକ ଦିନ ସମାଜରେ ମଣିଷକୁ ସୁଖ, ଶାନ୍ତି ଏବଂ ଖୁସିର ଆବଶ୍ୟକତା…
Read More...

ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତ ସାଇତିଙ୍ଗିଆ ନିକଟରେ ଏକ ଟ୍ରାକକ୍ଟର ଗଛରେ ପିଟିହେବା ଫଳରେ ଟ୍ରାକ୍ଟର ତଳେ ଚାପିହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସର ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ସାଇତିଙ୍ଗିଆ ଠାରୁ ମାଗମୁଣ୍ଡା ପଟକୁ…
Read More...

ପଖାଳ ଖାଇଲେ, ଶୁଭେଚ୍ଛା ଜଣାଇଲେ

ଭୁବନେଶ୍ୱର: ଆଜି ହେଉଛି ପଖାଳ ଦିବସ । ଓଡିଆଙ୍କ ପ୍ରିୟଖାଦ୍ୟ ପଖାଳ ଓ ପିଆଜ ବୋଲି ଜଣାଶୁଣା । ତେବେ ଗତ କିଛି ବର୍ଷ ଧରି ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଆଜି ଓଡିଶାବାସୀଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।…
Read More...

କାଦପଡାରେ ହୋଲି ଉତ୍ସବ ପାଳିତ

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମରେ ରଙ୍ଗର ପର୍ବ ହୋଲି ଆନନ୍ଦଉଲ୍ଲାସର ସହକାରେ ପାଳିତ ହୋଇଯାଇଛି । ଜୟ ଜଗନ୍ନାଥ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଗ୍ରାମର ଶତାଧିକ ଯୁବକ ସାମିଲ ହୋଇଥିଲେ । ଏହି ଅବସରରେ…
Read More...

ଅଗଷ୍ଟ ୨୭ରୁ ଏସିଆ କପ

ନୂଆଦିଲ୍ଲୀ,୨୦/୩ : ଆସନ୍ତା ଅଗଷ୍ଟରେ ଆରମ୍ଭ ହେବ ଏସିଆ କପ । ଏଥିପାଇଁ ବିଧିବଦ୍ଧଭାବେ ସୂଚୀ ପ୍ରକାଶ ପାଇଛି । ଏସିସି ଦ୍ୱାରା ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ଏଥର ଟି-୨୦ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଶ୍ରୀଲଙ୍କା ଏସିଆ କପ ଆୟୋଜନ କରିବାକୁ ଅଧିକାର ପାଇଛି ।…
Read More...

ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ୨୨୫ ଆହତ

ଥିରୁଅନନ୍ତପୁରମ୍‌: କେରଳର ମାଲ୍ଲାପୁରମ ଜିଲ୍ଲା ପୁଙ୍ଗଡ଼ରେ ଅସ୍ଥାୟୀ ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ୨୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କ ମଧ୍ୟରୁ ଜଣେ ମେରୁଦଣ୍ଡରେ ଆଘାତ ପାଇଥିବାବେଳେ ୫ ଜଣଙ୍କ ହାଡ଼ ଭାଙ୍ଗିଯାଇଛି । ଗତ ରାତିରେ ଚ୍ୟ଼ାରିଟି…
Read More...

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମୋଦୀ ଦେଲେ ଏହି ଖାସ୍‌ ଉପହାର

ନୂଆଦିଲ୍ଲୀ,୨୦/୩ : ଏବେ ଭାରତ ଗସ୍ତରେ ଅଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ତାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ତେବେ ଯେଉଁ କଥାଟି ଏବେ ବିଶେଷ ଚର୍ଚ୍ଚାର ବିଷୟ ହେଉଛି କିଶିଦାଙ୍କୁ ମୋଦୀ ଦେଇଥିବା ଉପହାର । ଜାପାନ…
Read More...