Yearly Archives

2022

ବୌଦ୍ଧ ଜିଲ୍ଲାସ୍ତରୀୟ ୩ ଦିନିଆ ସ୍କାଉଟ ଗାଇଡ଼ କ୍ୟାଂପୋରି ଶିବିର ଉଦଯାପିତ

ବୌଦ୍ଧ/ଜହ୍ନ ।ପଙ୍କ,୧୭/୩: ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ବୌଦ୍ଧବ୍ଳକ ଅନ୍ତର୍ଗତ ବୁଢ଼ୀପଦର ପୂର୍ଣ୍ଣଚନ୍ଦ୍ର ଼ଉଚ୍ଚବିଦ୍ୟାଳୟ ପରିସରରେ ୩ ଦିନିଆ ଜିଲ୍ଲା ସ୍କାଉଟ ଗାଇଡ଼ କ୍ୟାଂପୋରି ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ପରିଡ଼ାଙ୍କ ଅଧ୍ୟକ୍ଷତାରେ…
Read More...

ନବ ନିର୍ବାଚିତ ପ୍ରତିନିଧିଙ୍କ ଶପଥପାଠ ଓ ସମ୍ବର୍ଦ୍ଧନା ଉତ୍ସବ

ଚଣ୍ଡିଖୋଲ: ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଂଚାୟତ ନବ ନିର୍ବାଚିତ ପ୍ରତିନିଧିଙ୍କ ଶପଥପାଠ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସରପଞ୍ଚ ଅଞ୍ଜୁଲତା ସ୍ୱାଇଁ ଓ ତାଙ୍କ ସମର୍ଥକମାନେ ଏକ ବିରାଟ ଶୋଭାଯାତ୍ରାରେ ପଂଚାୟତ ପରିକ୍ରମା କରିଥିଲେ । ଚଣ୍ଡିଖୋଲ ସ୍ଥିତ ପଂଚାୟତ…
Read More...

ବାଲୁକା କଳା ମାଧ୍ୟମରେ ହୋଲି ପର୍ବର ଶୁଭେଚ୍ଛା

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏଥର ଓଡିଶାର ପୁରାତନ ଓଡିଶୀ ଶୈଳୀର ଆର୍ଟ ଫର୍ମ ରାଧା କୃଷ୍ଣଙ୍କ ହୋଲି ଖେଳର ଦୃଶ୍ୟ ନିଜ ବାଲୁକା କଳା ମାଧ୍ୟମରେ ନିର୍ମାଣ କରିଛନ୍ତି । ହୋଲି ଯାହାକି ରଙ୍ଗର ପର୍ବ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ଖେଳ । ଏହି ବାଲୁକା କଳାଟି…
Read More...

ପୌର ନିର୍ବାଚନ ପାଇଁ କଂଗ୍ରେସର ପ୍ରେସ ଇସ୍ତାହାର

ଫୁଲବାଣୀ :ଆଜି ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନଗର କଂଗ୍ରେସ ପକ୍ଷରୁ ନିର୍ବାଚନ ଇସ୍ତାହାର ସମସ୍ତ ଗଣମାଧ୍ୟମ ପ୍ରଦାନ କରାଯାଇଛି । ଫୁଲବାଣୀ ନଗର କଂଗ୍ରେସ୍‌ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷା ପ୍ରାର୍ଥିନୀ ସବିତା ମହାନ୍ତି ଜିତିବା ପରେ ସହରର…
Read More...

ଜିଲ୍ଲାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ନେହେରୁ ଯୁବ କେନ୍ଦ୍ର ସୋନପୁର ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ ଯୁବତୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ଆଇନ ବିଷୟରେ ରିସୋର୍ସ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କପିଲ ଶର୍ମା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କମେଡିଆନ ତଥା ବଲିଉଡ ଫିଲ୍ମ ଅଭିନେତା କପିଲ ଶର୍ମା ଭେଟିଛନ୍ତି। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। କପିଲଙ୍କ ବ୍ୟତୀତ ଓଡ଼ିଆ ଝିଅ ତଥା ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଛନ୍ତି ।…
Read More...

ଏକାଧିକ ରେକର୍ଡର ଅଧିକାରୀ ହେଲେ ଆଜମ

କରାଚି: ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବ୍ୟାଟିଂ କରିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ଦ୍ୱିତୀୟ ଟେଷ୍ଟରେ ୧୯୬ ରନ୍‌ର ମାରାଥନ ଇନିଂସ ଖେଳି ବାବର ପାକିସ୍ତାନକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଛନ୍ତି । ୫୦୬ ରନ୍‌ର ଟାର୍ଗେଟ ପିଛା କରୁଥିବା…
Read More...

ସୌର ଚାଲିତ ନଳକୂଅ ଅଚଳ, ମରାମତି ପାଇଁ ପଞ୍ଚାୟତକୁ ହସ୍ତାନ୍ତର ପରେ ଦୁର୍ଦ୍ଦଶା ବଢୁଛି

ପାଟଣାଗଡ଼ : ସରକାର ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଂଚାୟତ ଗୁଡିକକୁ ଦାୟିତ୍ୱ ଦେଇଛନ୍ତି । ହେଲେ ନଳକୂପ ମରାମତି ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦ୍ଦଶା ବଢୁଛି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ବେଲପଡ଼ ବ୍ଲକ ତେନ୍ତୁଳୀମୁଣ୍ଡା ପଂଚାୟତର ତେନ୍ତୁଳି ମୁଣ୍ଡା ଗ୍ରାମ ସ୍କୁଲପଡାରେ…
Read More...

ରାଜ୍ୟସଭା ପାଇଁ ଆପ୍‌ ପ୍ରାର୍ଥୀ ହେବେ ହରଭଜନ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ୍‌ର ହରଭଜନ ସିଂହ ଲଢିବେ ରାଜ୍ୟସଭା ନିର୍ବାଚନ । ତେବେ କଂଗ୍ରେସ ନୁହେଁ କି ବିଜେପି ନୁହେଁ,ସେ ଆପ୍‌ ଦଳର ପ୍ରାର୍ଥୀଭାବେ ଲଢିବେ । ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନରେ ପଞ୍ଜାବରୁ ‘ଆପ୍‌’ର ପ୍ରାର୍ଥୀ ହେବେ ବୋଲି ଦଳ ତରଫରୁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ…
Read More...

ଏହି ଦେଶରେ ଦିନକରେ ସଂକ୍ରମିତ ହେଲେ ୬ ଲକ୍ଷ

ସିଓଲ,୧୭/୩ : ଦକ୍ଷିଣ କୋରିଆରେ କୋଭିଡ ସ୍ଥିତି ଏବେ ସାଂଘାତିକ । ଦିନକରେ ସଂକ୍ରମିତ ହୋଇଛନ୍ତି ୬ ଲକ୍ଷ । ଏହି ସମୟରେ କରୋନା ଯୋଗୁ ଦେଶରେ ୪୨୯ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ମାମଲା ସହିତ ଦେଶରେ ଗୋଟିଏ ଦିନରେ କରୋନା ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି । ଦେଶରେ ଦୈନିକ ସଂକ୍ରମଣ…
Read More...