Yearly Archives

2022

ସ୍ୱର୍ଗତ ବିପ୍ରଚରଣ ପଟ୍ଟନାୟଜଙ୍କ ସ୍ମୃତିରେ ସ୍ମୃତିସଭା

ଫୁଲବାଣୀ: ବିଶିଷ୍ଟ ଶିକ୍ଷାବିତ, ସୁସାହିତ୍ୟିକ, ଛାତ୍ରବତ୍ସଳ ଗୁରୁ ତଥା ସମାଜସେବୀ ସ୍ୱର୍ଗତ ବିପ୍ର ଚରଣ ପଟ୍ଟନାୟକଙ୍କ ସ୍ମରଣରେ ସ୍ଥାନୀୟ ବନାନୀ କଳା ସଙ୍ଗମଠାରେ କରୋନା କଟକଣା ନିୟମ ଅନୁସାରେ ଏକ ସ୍ମୃତି ସଭା ବରିଷ୍ଠ ନାଗରିକ ସଙ୍ଘ, ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ମିଳିତ ନାଗରିକ
Read More...

ପୁରୀ: ୧୭୨ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ,୧୯/୧- ଧଳାଜହର ବେପାରୀଙ୍କ ପେଣ୍ଠସ୍ଥଳୀ ପୁରୀ ପାଲଟିଥିବା ବେଳେ ଆଜି ପୁରୀ ପୋଲିସକୁ ପୁଣିଥରେ ମିଳିଛି ବଡ଼ ସଫଳତା । ଏସଟିଏଫ ଓ ସମୁଦ୍ର କୂଳ ଥାନା ପୋଲିସ ଦ୍ୱାରା ୧୭୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ତାଳବଣିଆ ଆଇଟିଆଇ ଛକ ନିକଟରୁ ୩ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ
Read More...

କରୋନା ନେଇ ରାଜ୍ୟବାସୀଙ୍କୁ ଚେତାଇଦେଲେ ମୁଖ୍ୟ ସଚିବ: ଅବହେଳା କଲେ ଆମେ ସମସ୍ତେ ଅସୁବିଧା ଭୋଗିବା

ଭୁବନେଶ୍ୱର : ରାଜ୍ୟରେ କରୋନା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭୟଭୀତ ନହୋଇ ନିୟମ ମାନି ଆଉ କିଛି ଦିନ ଜଗିରଖି ଚଳିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି । ଓମିକ୍ରନ ପାଇଁ ସଂକ୍ରମଣ
Read More...

ଜିଲ୍ଲାପାଳଙ୍କ କୋଭିଡ ପରିସ୍ଥିତିର ସମୀକ୍ଷା

ପୁରୀ,୧୯/୧- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜିଲ୍ଲାର କରୋନା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହି ମର୍ମରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଂକ୍ରାମକ ରୋଗ ଚିକିତ୍ସାଳୟ ଗସ୍ତ କରି ଆନୁଷଙ୍ଗିକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଳୟର ଚିକିତ୍ସା
Read More...

ଗଞ୍ଜାମ ଦମ୍ପତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୭ ତମ ଶିଶୁକୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଗଞ୍ଜାମ ଜିଲ୍ଲାର ଗୋଟିଏ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ଗତ ଲକଡାଉନ ଏବଂ ସଟଡାଉନ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ
Read More...

ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ୭ଟି ଯେଜନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ବାଲିଗୁଡ଼ା: ତ୍ରିସ୍ତରୀୟ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଚଳିତ ମାସ ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । କନ୍ଧମାଳ ଜିଲ୍ଲାର ମୋଟ ୧୮ ଟି ଜୋନ୍‌ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ତୃତୀୟ ଦିନରେ
Read More...

ବୌଦ୍ଧ: ବିଶିଷ୍ଟ କ୍ରୀଡାବିତ ତପନ ଦଳେଇଙ୍କ ବିୟୋଗରେ ଜିଲ୍ଲା ଫୁଟବଲ ଆସୋସିଏସନ ତରଫରୁ ଶୋକସଭା

ବୌଦ୍ଧ,୧୯/୧ – ବୌଦ୍ଧର ବିଶିଷ୍ଟ କ୍ରୀଡାବିତ ତଥା ଜିଲ୍ଲାର ସୁନାମଧନ୍ୟ ଫୁଟବଲ ଖେଳାଳୀ ଓ ରେଫରୀ ତପନ ଦଳେଇଙ୍କ ବିୟୋଗରେ ବୌଦ୍ଧର କ୍ରୀଡାମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଆଜି ପ୍ରତ୍ୟୁଷରେ ତାଙ୍କର ଆକସ୍ମିକ ବିୟୋଗ ବୌଦ୍ଧରେ ଶୋକର ଛାୟା ଖେଳିଯାଇଥିଲା । ସ୍ୱର୍ଗତ ଶ୍ରୀ ଦଳେଇ ୬୦ବର୍ଷ
Read More...

ଟେନିସକୁ ଅଲବିଦା କହିବେ ସାନିଆ ମିର୍ଜା

ନୂଆଦିଲ୍ଲୀ : ଚଳିତ ସିଜିନ ପରେ ଅଲବିଦା କହିବେ ଟେନିସ ତାରକା ସାନିଆ ମିର୍ଜା । ଅଷ୍ଟ୍ରେଲିଆ ଓପନ ଖେଳୁଥିବା ସାନିଆଙ୍କ ପାଇଁ ଏହା ଶେଷ ସିଜିନ୍‌ ହେବ ବୋଲି ସେ କହିଛନ୍ତି । ଅବସର ନେଇ ନିଜେ ଘୋଷଣା କରିଛନ୍ତି ଟେନିସ ଷ୍ଟାର ସାନିଆ ମିର୍ଜା । ଚଳିତ ମୁକାବିଲାରେ ଆରମ୍ଭରୁ ସେ ନୈରାଶ୍ୟଜନକ
Read More...

ଦେଶରେ ୫୦ ପ୍ରତିଶତ କିଶୋର ନେଲେଣି ଟିକା

ନୂଆଦିଲ୍ଲୀ : ଏବେ ଦେଶରେ କିଶୋର ଟିକାକରଣ ଚାଲିଛି ।୧୫ରୁ ୧୮ ବର୍ଷ ମଧ୍ୟରେ ୫୦ ପ୍ରତିଶତ ପିଲା ଟିକାର ଗୋଟିଏ ଡୋଜ୍‌ ନେଇସାରିଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନଶୁଖ ମାଣ୍ଡଭ୍ୟ । ଏହାକୁ ରି-ଟ୍ୱିଟ୍‌ କରି ଏବି ବିରଳ ଉପଲବ୍ଧି ପାଇଁ ଧନ୍ୟବାଦ
Read More...

ଟିମ ଅଫ ଦି ଇୟର ତାଲିକାରେ ମନ୍ଧଣା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ମହିଳା ଟି -୨୦ ଟିମ୍‌ ଅଫ୍‌ ଦି ଇୟର ଘୋଷଣା କରିଛି । ସ୍ମୃତି ମନ୍ଧନା ହେଉଛନ୍ତି ଭାରତର ଏକମାତ୍ର ଖେଳାଳି ଯିଏକି ଏହି ଦଳରେ ମନୋନୀତ ହୋଇଛନ୍ତି । ଏଥି ସହିତ ଇଂଲଣ୍ଡ ମହିଳା କ୍ରିକେଟ୍‌ ଦଳର ପାଞ୍ଚଜଣ ଖେଳାଳିଙ୍କୁ ଆଇସିସି ମହିଳା
Read More...