Yearly Archives

2022

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା,ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ

ଭୁବନେଶ୍ୱର, ୧୮/୧ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି୤ ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ
Read More...

ଏମିତି ଏକ ଗ୍ରହ,ଯେଉଁଠି ପଥର ତରଳୁଛି

ନୂଆଦିଲ୍ଲୀ : ଗ୍ରହ,ନକ୍ଷତ୍ର,ବିଜୁଳି,ଘଡ଼ଘଡ଼ି ଆଦି ସଂପର୍କରେ ବୈଜ୍ଞାନିକମାନଙ୍କର ଗବେଷଣା ଜାରି ରହିଛି । ପୃଥିବୀରେ ଏମିତି ଆହୁରି ବହୁ କଥା ଅଛି,ଯାହାର ରହସ୍ୟ ଏପର୍ଯ୍ୟନ୍ତ ଉଦଘାଟିତ ହୋଇନାହିଁ । ଅକ୍ସିଜେନ ସଂପର୍କରେ ଏବେ ବି ଗବେଷଣା ଚାଲିଛି । ଏହି ଅକ୍ସିଜେନ ସଂପର୍କରେ
Read More...

ୟୁପି ନିର୍ବାଚନକୁ ନେଇ ଆସିଲା ତାଜା ସର୍ଭେ ରିପୋର୍ଟ, ଜାଣନ୍ତୁ କାହାକୁ ମିଳିବ କେତେ ସିଟ୍‌

ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଉପରେ ସମଗ୍ର ଦେଶର ନଜର ରହିଛି । ଏହାର କାରଣ ହେଉଛି କେନ୍ଦ୍ର ସରକାରଙ୍କୁ ଅଲଟପାଲଟ କରିବାର କ୍ଷମତା ଏହି ନିର୍ବାଚନ ଉପରେ ରହିଛି । ୟୁପି ନିର୍ବାଚନକୁ ଲୋକସଭା ନିର୍ବାଚନର ସେମିଫାଇନାଲ ମଧ୍ୟ କୁହାଯାଏ । ୟୁପିରେ ସାତୋଟି ପର୍ଯ୍ୟାୟରେ
Read More...

ବୌଦ୍ଧଜିଲ୍ଲା: ଦ୍ୱିତୀୟ ଦିନରେ ୧୧୪ ଜଣ କଲେ ନାମାଙ୍କନ ପତ୍ର ଦାଖଲ

ବୌଦ୍ଧ,୧୮/୧ - ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ଦିନରେ ବୌଦ୍ଧଜିଲ୍ଲାରେ ୧୧୪ ଜଣ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଆଜି ମୋଟ ୩୯ଟି ନାମାଙ୍କନ ପତ୍ର ମଧ୍ୟରୁ ୱାର୍ଡମେମ୍ବର ପାଇଁ ୩୦ ଜଣ, ସରପଞ୍ଚ ୫ଜଣ ଓ
Read More...

ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ଦିନରେ ୧୩,୩୫୬ ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର

ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିନରେ ୧୩,୩୫୬ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ମଙ୍ଗଳବାର ଦିନ ଜିଲ୍ଲା ପରିଷଦ ପାଇଁ ମୋଟ ୪୨ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ ପାଇଁ ୧୦୩୪, ସରପଞ୍ଚ ପାଇଁ ୧୫୪୬ ଜଣଙ୍କ
Read More...

ସ୍ୱାମୀଙ୍କୁ ନପୁଂସକ କରିଦେଲେ ପତ୍ନୀ!

ନୂଆଦିଲ୍ଲୀ : ବେଳେବେଳେ ମଣିଷର ମୁର୍ଖାମି ଯୋଗୁ ବହୁତ କ୍ଷତି ସହିବାକୁ ପଡ଼ିଥାଏ । ଏପରି କି ଜୀବନ ଚାଲିଯିବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ । ସେହିଭଳି ଏକ ଘଟଣା ଘଟିଛି ଆମେରିକାର ଜଣେ ବ୍ୟକ୍ତି ସହିତ । ତାହା ପୁଣି ଆଉ କାହା ପାଇଁ ନୁହେଁ,ନିଜ ପତ୍ନୀଙ୍କ ଦାୟିତ୍ୱହୀନ ଓ
Read More...

ଟେଷ୍ଟ ଅଧିନାୟକ ପଦକୁ ନେଇ ଏମିତି କହିଲେ କେଏଲ ରାହୁଲ

ନୂଆଦିଲ୍ଲୀ: ଟେଷ୍ଟ ଅଧିନାୟକ ପଦ ବିରାଟ କୋହଲି ଛାଡିବା ପରେ ଏହି ପଦ ପାଇଁ ଆଶାୟୀ ଥିବା କ୍ରିକେଟରମାନଙ୍କର ନା ଧୀରେ ଧୀରେ ସାମ୍ନାକୁ ଆସୁଛି । ପୂର୍ବରୁ ଜସପ୍ରିତ ବୁମରା ଟେଷ୍ଟ ଅଧିନାୟକ ଦାୟିତ୍ୱ ପାଇଁ ଇଚ୍ଛୁକ ଥିବା ପରୋକ୍ଷରେ ପ୍ରକାଶ କରିଥିବା ବେଳେ ଏବେ ଆଉ ଜଣେ କ୍ରିକେଟର ସେହିଭଳି
Read More...

ଆସନ୍ତାକାଲିଠାରୁ ଦ.ଆଫ୍ରିକା-ଭାରତ ଦିନିକିଆ ସିରିଜ,ବିରାଟଙ୍କ ଉପରେ ରହିବ ସମସ୍ତଙ୍କ ନଜର

ପର୍ଲ : ଆସନ୍ତାକାଲି ଆୟୋଜକ ଦ.ଆଫ୍ରିକା ଓ ଭାରତ ମଧ୍ୟରେ ପର୍ଲର ବୋଲାଣ୍ଡ ପାର୍କ ପଡିଆରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ଦୀର୍ଘ ୭ ବର୍ଷ ପରେ ବିରାଟ ଜଣେ ଖେଳାଳିଭାବେ
Read More...

ଏନକାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳ ିବିନିମୟରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଏସ.ଏଲ.ଆର ବନ୍ଧୁକ ସାଙ୍ଗକୁ ଏଲ.ଏମ.ଜି
Read More...