Yearly Archives

2022

ଧାନ ମଣ୍ଡି ପରିଚାଳନା ଦାୟିତ୍ୱ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନେ ଧାନ ମଣ୍ଡି ପରିଚାଳନା ଦାୟିତ୍ୱ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ କରିବାର ଦେଖିବାକୁ ମିଳିଛି । ୨୧ ତାରିଖରେ ଆମ୍ଭମାନଙ୍କୁ ଫୋନ ଯୋଗେ କୁହାଯାଇଥିଲା ଯେ
Read More...

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଲାଗି କଟକଣା ଜାରି କରିଛନ୍ତି । ସାଧାରଣତଃ ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଆଦି ନିକଟରେ ଭିଡ଼ ଜମାଇଥାନ୍ତି । ସେମାନେ ବୁଡ଼ ପକାଇଥାନ୍ତି । ହେଲେ ଏଥର ଏସବୁକୁ ବାରଣ କରାଯାଇଛି ।
Read More...

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପୁରୀ ଲିଜେଣ୍ଡ ଜିମକୁ ସଫଳତା

ପୁରୀ : କଳିଙ୍ଗ ବଡିବିଲଡିଙ୍ଗ ଫିଟନେସ ଆସୋସିଏସନ ଓ ୱାର୍ଲଡ ଫିଟନେସ ଫେଡେରେସନର ମିଳିତ ସହଯୋଗୀତାରେ ବଲାଙ୍ଗୀରରେ ଅନୁଷ୍ଠିତ ହେଉଥିବା ଇମ୍ପରିଆଲ କ୍ଲାସିକ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ପୁରୀ ଲିଜେଣ୍ଡ ଜିମ ହାତେଇଛି ୩ ଟି ମେଡାଲ । ପୁରୁଷ ବେଷ୍ଟ ଫିଟନେସରେ ଏସକେ
Read More...

ଆହତ ହରିଣକୁ ଉଦ୍ଧାର କଲା ବନ ବିଭାଗ

ନୟାଗଡ଼ : ଗଣିଆ ବନାଞ୍ଚଳ ଅଧିନସ୍ଥ ବିଞ୍ଝାଗିରୀ ଜଙ୍ଗଲରୁ ୨ ବର୍ଷର ଏକ ମାଈ ହରିଣକୁ ଉଦ୍ଧାର କରିଛି ବନବିଭାଗ । ବନବିଭାଗ ସୂତ୍ରରୁ ପ୍ରକାଶ ଯେ,ଗଣିଆ ବନାଞ୍ଚଳ ବିନ୍ଧ୍ୟଗିରି ନିକଟରେ ଏକ ମାଈ ହରିଣକୁ ଆହତ ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବସୀ ବନ ବିଭାଗକୁ ଖବର
Read More...

ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଦଳକୁ ଫେରିଲେ ବିରାଟ

କପଟାଉନ : ଆଜିଠାରୁ କେପଟାଉନର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ ଟସ୍‌ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଅଧିନାୟକ ବିରାଟ କୋହଲି ଅନ୍ତିମ ଟେଷ୍ଟରେ ଫେରିଛନ୍ତି ।
Read More...

ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆହୁରି ସଶକ୍ତ ହେଲା ବିଜେଡି

ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଅନ୍ୟ କୌଣସି ରାଜନୈତିକ ଦଳର ଦବଦବା ନ ଥିବାବେଳେ ଦଶପଲ୍ଲାରେ ଦିନକୁ ଦିନ ଅଧିକ ବଳବାନ୍‌ ହେଉଛି ବିଜୁଜନତାଦଳ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ଜନହିତକର ଯୋଜନାର ସୁଫଳ ଏବଂ ସ୍ଥାନୀୟ ନେତାମାନଙ୍କ ପ୍ରଚେଷ୍ଟା ବଳରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର
Read More...

ନୟାଗଡ଼ରେ ଶତକ ମାରିଲା କରୋନା

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ମାତ୍ର ୩ ଦିନରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ୧୦୨ରେ ପହଞ୍ଚିଛି । ଜିଲ୍ଲାରୁ ଆଜି ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ରଣପୁର ଥାନାରୁ ନୂଆ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୂର୍ବ ଆକ୍ରାନ୍ତକୁ ମିଶାଇ ସଂଖ୍ୟା ୧୦୦
Read More...

ଜାଣନ୍ତୁ ଆପଣଙ୍କ ପଞ୍ଚାୟତରେ କେବେ ଭୋଟ୍‌

ଭୁବନେଶ୍ୱର ୧୧।୦୧ : କଳ୍ପନାଜଳ୍ପନାରେ ହେଲା ଅନ୍ତ । ସବୁ ଆଶା ଓ ଆଶଙ୍କାରେ ପଡିଲା ପୂର୍ଣ୍ଣଚ୍ଛେଦ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏକ ପ୍ରେସ୍‌ମିଟ୍‌ ଜରିଆରେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା
Read More...

ବାଜିଲା ବିଗୁଲ୍‌ : ଫେବୃଆରୀ ୧୬ରୁ ପଞ୍ଚାୟତ ଭୋଟ, ୫ ପର୍ଯ୍ୟାୟରେ ନିର୍ବାଚନ

ଭୁବନେଶ୍ୱର ୧୧।୦୧ : କଳ୍ପନାଜଳ୍ପନାରେ ହେଲା ଅନ୍ତ । ସବୁ ଆଶା ଓ ଆଶଙ୍କାରେ ପଡିଲା ପୂର୍ଣ୍ଣଚ୍ଛେଦ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏକ ପ୍ରେସ୍‌ମିଟ୍‌ ଜରିଆରେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା
Read More...

ଡଃ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିଜେପି ଅନୁସୂଚିତ ଜାତି ତରଫରୁ ଧାରଣା

ବୌଦ୍ଧ,୧୦/୧- ଆଜି ଜିଲ୍ଲା କୋର୍ଟଛକ ବୌଦ୍ଧ ଠାରେ ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ରାଜୀବ କୁମାର ଦେହୁରୀଙ୍କ ନେତୃତ୍ୱରେ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଘଣ୍ଟିଆ ଧାରଣା ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀଙ୍କ
Read More...