Yearly Archives

2022

ମୋଦିଙ୍କ ସୁରକ୍ଷାରେ ତ୍ରୁଟି ଘଟଣା:ପଞ୍ଜାବ ସିଏମଙ୍କ ଉପରେ ଚିହିଁକି ଉଠିଲେ ସୋନିଆ

ନୂଆଦିଲ୍ଲୀ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟର କଂଗ୍ରେସ ସରକାରକୁ ଘେରିଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି ନିଜକୁ ବଞ୍ଚାଇବା ପାଇଁ ସବୁପ୍ରକାର ପ୍ରୟାସ କରୁଛନ୍ତି । ତେବେ କଂଗ୍ରେସ ଏହି ଘଟଣାକୁ ନେଇ
Read More...

ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ

ସୁବର୍ଣ୍ଣପୁର:ଯୁବବର୍ଗ ହେଉଛନ୍ତି ସମାଜର ମେରୁଦଣ୍ଡ, ଏକ ପ୍ରଗତିଶିଳ, ଆତ୍ମନିର୍ଭର ଦେଶ ଗଠନରେ ଯୁବକଯୁବତୀଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ଯୁବାବର୍ଗ ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢିଲେ ସମାଜ ଆଗେଇବା ସହ ସମୃଦ୍ଧ ଓଡିଶା, ସମୃଦ୍ଧ ଭାରତ ଗଠନ ହୋଇପାରିବ ବୋଲି ଆଜି ଅନୁଷ୍ଠିତ
Read More...

ରେଡକ୍ରସ ସୋସାଇଟୀର ସ୍ୱଚ୍ଛତା କୀଟ ପ୍ରଦାନ

ନବରଙ୍ଗପୁର: ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ, ନବରଙ୍ଗପୁର ଜିଲ୍ଲା ନିମନ୍ତେ ପାଞ୍ଚ ଶହ ସ୍ୱଚ୍ଛତା କିଟ ଭାରତୀୟ ରେଡ଼କ୍ରସ ଜିଲ୍ଲା ଶାଖା ନବରଙ୍ଗପୁରକୁ ପ୍ରଦାନ କରାଯାଇଛି । ଏହି ସ୍ୱଚ୍ଛତା କିଟ ହସ୍ତାନ୍ତର ସମୟରେ ରାଜ୍ୟ ରେଡ଼କ୍ରସ ସୋସାଇଟି ତରଫରୁ ପ୍ରକଳ୍ପ
Read More...

ବୌଦ୍ଧ ଜିଲାରେ ତୃତୀୟ ଲହର ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ : ବୌଦ୍ଧଜିଲାରେ ତୃତୀୟ ଲହର ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତୃତୀୟ ଲହର ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର
Read More...

ଓମିକ୍ରନ ପାଇଁ ନିଯୁକ୍ତି ମେଳା ସ୍ଥଗିତ

ବୌଦ୍ଧ : ବୌଦ୍ଧଜିଲାରେ ଆସନ୍ତା ୧୧ ଓ ୧୨ ତାରିଖରେ ହେବାକୁ ଥିବା ନିଯୁକ୍ତି ମେଳାକୁ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରଖିବାକୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ୧୧ ତାରିଖରେ ବୌଦ୍ଧ ଟାଉନହଲ ଠାରେ ଏବଂ ୧୨ ତାରିଖରେ ପଞ୍ଚାୟତ କଲେଜ କଣ୍ଟାମାଳଠାରେ ଏହି
Read More...

ଲକ୍ଷ୍ମୀନାରାୟଣ ଯୁବକ ସଂଘ ପକ୍ଷରୁ କମ୍ବଳ ବଣ୍ଟନ

ପାଟଣାଗଡ: ପାଟଣାଗଡ ସ୍ଥିତି ରାମପୁର ଲଷ୍ମୀ ନାରାୟଣ ଯୁବକ ସଂଘ ପକ୍ଷରୁ ୧୫୦ଜଣ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏଥିରେ ଲକ୍ଷ୍ମୀ ନାରାୟଣ ଯୁବକ ସଂଘର ସଭାପତି ମନୋଜ ମେହେର ସମ୍ପାଦକ ରଞ୍ଜିତ ମେହେର ତତ୍ତ୍ୱାବଧାନରେ ବଣ୍ଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ
Read More...

ଓଡିଶାରେ ସ୍ଥାପନ ହେବ ୩୯୩୩ଟି ମୋବାଇଲ ଟାୱାର ଓ ୨୭୨ଟି ପୋଷ୍ଟ ଅଫିସ

ଭୁବନେଶ୍ୱର: ଉପାନ୍ତ ଓଡିଶାରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆଜି କେନ୍ଦ୍ର ରେଳ ଓ ଇଲେକ୍ଟ୍ରୋନିକ୍‌ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୩୯୩୩ଟି ଗ୍ରାମରେ ମୋବାଇଲ ଟାୱାର ଓ ୨୭୨ଟି ଡାକଘର ସ୍ଥାପନ ପାଇଁ ଘୋଷଣା କରିଛନ୍ତି । ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ୪-ଜି
Read More...

କାଫେଟେରିଆ ଖୋଲିବା ନାରେ ପାର୍କକୁ ଦିଆଗଲା ବଳିଦାନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରରେ ଏବେ ବିକାଶ ନାଁରେ ବ୍ୟାପକ ଗଛ କଟା ଚାଲିଥିବା ଅଭିଯୋଗ ହେଉଛି । କେତେବେଳେ ରାସ୍ତା ପ୍ରଶସ୍ତିକରଣ ନାଁରେ ହଜାର ହଜାର ଗଛ କାଟି ଦିଆଯାଉଛି ତ କେତେବେଳେ କାଫେଟେରିଆ ଖୋଲିବା ନାଁରେ ସରକାରୀ କାର୍ଯ୍ୟାଳୟର ବଗିଚା ଧ୍ୱଂସ କରି ଦିଆଯାଉଛି । ଏହିପରି ଏକ
Read More...

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ, ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ବାଲିଗୁଡ଼ା: ସଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ । ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ବଣ୍ଡଗୁଡ଼ା ଗ୍ରାମର ଚଞ୍ଚଳା ସାହିରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଚଞ୍ଚଳା ସାହି ଛକରେ ଥିବା ଟୁନା ମିଶ୍ର ନାମକ
Read More...

କୋଭିଡ କଟକଣାରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ଉପରମୁହାଁ । ଦୈନିକ ପଜିଟିଭ ବଢୁଛି । ତା ସାଙ୍ଗକୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏଭଳି ସ୍ଥିତିକୁ ଦେଖି ରାଜ୍ୟ ସରକାର କଟକଣା ବଢାଇଦେଇଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ସମୟ ରାତି ୯ଟାରୁ ସକାଳ ୬ଟା କରଯାଇଛି । ସଂକ୍ରମଣ
Read More...