Monthly Archives

April 2023

ତାମ୍ପରକଇଠା ସୋସାଇଟିରେ ସରକାରୀ ଧାର୍ଯ୍ୟରେ ଧାନର ପ୍ରାପ୍ୟ ମିଳୁନଥିବା ଅଭିଯୋଗ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ତାମ୍ପରକଇଠା ସୋସାଇଟିର ୩୩ ଗୋଟି ଟୋକେନ୍‌ ପାଇଥିବା ଚାଷୀ ଧାନ ମିଲକୁ ଦେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଷୀ ତାଙ୍କର ଧାନର ମୂଲ୍ୟ ସରକାରୀ ଦରରେ ପାଇ ନଥିବା ଅଭିଯୋଗ ହୋଇଛି । ତେଣୁ ପୁଣି ଥରେ ତାମ୍ପରକଇଠା ସୋସାଇଟିର ସଭାପତି ଜୀ ଶ୍ରୀଧର…
Read More...

ପୁଣି ୫ ନାବାଳକ ଗାଡି ଚାଳକଙ୍କଠାରୁ ଜୋରିମାନା ଆଦାୟ କଲା ପରିବହନ ବିଭାଗ

ସୁବର୍ଣ୍ଣପୁର: ନାବାଳକଙ୍କ ଗାଡିଚାଳନା ଉଭୟ ଧନ ଓ ଜୀବନ ପ୍ରତି ବିପଦ । ତେଣୁ ଗତକାଲି ମଧ୍ୟ ପାଞ୍ଚ ଜଣ ନାବାଳକଙ୍କ ଠାରୁ ଗାଡ଼ି ଚାଳନା ପାଇଁ ୧୨୫୦୦୦/- ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଗତକାଲି ସନ୍ଧ୍ୟା ସୁଦ୍ଧା ୪୩ ଜଣ ଆଇନ ଖିଲାପକାରୀ ଗାଡି ଚାଳକଙ୍କୁ ଜୋରିମାନାକରାଯାଇଛି । ଆଜି…
Read More...

କନ୍ଧମାଳର ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟଗଡ ବ୍ଲକ ପି.ସି.ସି ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ୭୭ ବର୍ଷରେ ପରଲୋକ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର କନ୍ଧମାଳ ଜିଲ୍ଲା କଂଗ୍ରେସ ପରିବାରରେ ଶୋକାକୁଳ ପରିବେଶ…
Read More...

ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ମହାନଦୀରେ ହେବ ମୀନକେତନ ଦେହରୀ ନୌକା ଚାଳନ ପ୍ରତିଯୋଗିତା

ସମ୍ବଲପୁର: ସ୍ଥାନୀୟ ବୀର ବଜରଙ୍ଗ ଦେହରୀ ଅନୁଷ୍ଠାନ ପକ୍ଷରୁ ଆଗାମୀ ଗୁରୁବାର ଦିନ ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ଏଇଠି ମହାନଦୀରେ ଏକ ରାଜ୍ୟସ୍ତରୀୟ ନୌକା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏବିଷୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗତ ସନ୍ଧ୍ୟାରେ ସୂଚନା ଦିଆଯାଇଛି ।…
Read More...

ଅଜଣା ଗାଡ଼ି ଧକ୍କାରେ ୫ଗାଈ ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ୫୯ନମ୍ବର ଜାତୀୟ ରାଜପଥର ଡବେରୀ ଓ ପଞ୍ଚୁପଲ୍ଲୀରେ ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୫ଟି ଗାଈଙ୍କ ମୃତ୍ୟ ଘଟିଥିବା ବେଳେ ୨ଟି ଗାଈ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଡବେରୀ ଗ୍ରାମର ବିଶ୍ରାମ ପ୍ରଧାନଙ୍କ ଗୋଟିଏ ଗାଈ…
Read More...

ଚୈତ୍ରମାସର ଚତୁର୍ଥ ପାଳିରେ ଭାସିଲା ହଣ୍ଡା ହଣ୍ଡା କାନିକା ଓ ରସଗୋଲା

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଅମଲାପଡାରେ ଥିବା ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ମା ବ୍ରାହ୍ମଣୀ ଦେବୀ ମନ୍ଦିରର ଚଳିତ ଚୈତ୍ର ମାସର ଗତକାଲି ଥିଲା ଚତୁର୍ଥ ମଙ୍ଗଳବାର । ମାଙ୍କ ଆଳତି ଦେଖିବାକୁ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ସକାଳୁ ଫୁଲବାଣୀ ଅମଲାପଡ଼ା…
Read More...

ଓଡ଼ିଶାରେ ସର୍ବବୃହତ ଷ୍ଟିଲ ପ୍ଲାଂଟ କରିବ ନିପ୍ପନ, ୩୦ ମିଲିୟନ ଟନ୍‌ ଉତ୍ପାଦନ କ୍ଷମତା

ଭୁବନେଶ୍ୱର:- ଓଡ଼ିଶାରେ ନିପ୍ପନ କରିବ ସର୍ବବୃହତ ଷ୍ଟିଲ ପ୍ଲାଂଟ । ଓଡିଶାରେ ୩୦ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଷ୍ଟିଲ୍‌ ପ୍ଲାଂଟ କରିବ ନିପ୍ପନ । ଆଜି ନିପନ ଷ୍ଟିଲ କର୍ପୋରେସନର ମୁଖ୍ୟ ଇଜି ହାସିମୋତୋଙ୍କ ସହ ସାକ୍ଷାତ ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବର୍ତମାନ…
Read More...

୭ବର୍ଷର ପ୍ରାକୃତିକ ବିପର୍ଯ୍ୟୟ ଅନୁଦାନ ରାଶି ପାଇଁ ତହସିଲଙ୍କ ଦ୍ୱାରସ୍ଥ ହେଲେ ଚାଷୀନେତା

ହରଭଙ୍ଗା :୨୦୧୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ହରଭଙ୍ଗା ବ୍ଲକରେ ହୋଇଥିବା ବିଭିନ୍ମ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମଂଜୁର ହୋଇଥିବା ପ୍ରାୟ ୬୮ଲକ୍ଷ ଟଙ୍କା ଚାଷୀଙ୍କୁ ନ ଦେଇ ବ୍ୟାଙ୍କରେ ପଡି ରହିଛି । କିସାନ ସଙ୍ଘର ବାରମ୍ବାର ଦାବିକୁ ଉପେକ୍ଷା କରାଯାଇଛି । ଏପରିକି ସଙ୍ଘ ଚାଷୀ ମାନଙ୍କଠୁ…
Read More...

ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପାରିକ ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଭୁକ୍ତ କରିବାକୁ ଦାବି

ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ-୨ରେ ଜନ ଶକ୍ତି ଅଭିଯାନ ପକ୍ଷରୁ ଆବାହକ ପ୍ରଫୁଲ୍ଲ ସାମନ୍ତରା ଏକ ସମ୍ବାଦିକ ସମ୍ମିଳନୀରେ ସୁନାବେଡା ଅଭୟାରଣ୍ୟର ସମସ୍ୟା ସାଙ୍ଗକୁ ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପରରିକ ଜଂଗଦ୍ଭ ଅଧିକାର ଆଇନ ଭୁକ୍ତ କରିବାକୁ ଦାବି କରିଛନ୍ତି ।…
Read More...

ପତ୍ନୀ ସୀତା,ଅନୁଜ ଲକ୍ଷ୍ମଣଙ୍କ ସହ ଶ୍ରୀରାମଙ୍କ ବନବାସ

ଓଡ଼ଗାଁ : ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ଶ୍ରୀରାମନବମୀ ଯାତ୍ରାର ମଙ୍ଗଳବାର ଥିଲା ଷଷ୍ଠ ସନ୍ଧ୍ୟା । ସନ୍ଧ୍ୟା ବେଶ ଦର୍ଶନରେ ପ୍ରଭୁଙ୍କୁ ସପତ୍ନୀକ ଅନୁଜ ଲକ୍ଷ୍ମଣଙ୍କ ସହିତ ବନଗମନ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଦଶରଥଙ୍କ ଆଜ୍ଞାନୁସାରେ ରାଜାଭିଷେକର ଅବ୍ୟବହିତ ପୂର୍ବରୁ ସତ୍ୟ,…
Read More...