Monthly Archives

May 2023

ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ

ଖଡ଼ିଆଳ: ନୂଆପଡା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆସିଛନ୍ତି । ଏହି ଅବସରରେ ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ବୁଝିବା ସହ ସ୍ୱାସ୍ଥ୍ୟ କାର୍ଡ ନେଇ ଆସୁଥିବା ହିତାଧିକାରୀଙ୍କୁ ଅନ୍ତେବାସୀ
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୀ : ପୁରୀରେ ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ । ଆଜି ୫-ଟି ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଏହାପରେ ମା ଲକ୍ଷ୍ମୀ, ବିମଳାଙ୍କ ଦର୍ଶନ ସହ ବେଢ଼ା ପରିକ୍ରମା ମଧ୍ୟ କରିଛନ୍ତି । ତେବେ ମହାପ୍ରଭୁଙ୍କ ବିଶ୍ୱ
Read More...

ଓଲଟିଲା ଆଜବେଷ୍ଟ ବୋଝଇ ଟ୍ରକ

ହରଭଙ୍ଗା : ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ଆଡେଣିଗଡ ଫାଣ୍ଡି ଅଧିନସ୍ତ ମାଧପୁର ଢ଼ାବା ନିକଟରେ ଏକ ଆଜବେଷ୍ଟ ବୋଝଇ ଟ୍ରକ ଭାରସାମ୍ୟ ହରାଇବାରୁ ଏକ କାର ଉପରେ ମାଡି ବସିଥିବା ଦେଖିବାକୁ ମିଳିଥିବା ବେଳେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ଓ ଟ୍ରକ
Read More...

ମିତାଲିଙ୍କ ସଫଳତାରେ ଖମ୍ବାରୀଗାଁ ପଞ୍ଚାୟତ ଗର୍ବିତ

ବ୍ରହ୍ମପୁର/ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଖମ୍ବାରୀଗାଁ ପଂଚାୟତ ଅନ୍ତର୍ଗତ ଟୀକରପଡ଼ା ଗ୍ରାମରେ ମିତାଲିଙ୍କ ଜନ୍ମ । ପ୍ରଦୀପ କୁମାର କର ଓ ସୁନୀତା କରଙ୍କ ଜ୍ୟେଷ୍ଠ କନ୍ୟା । ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ରୀ । ପାଠ ପଢାରେ ରହିଥିଲା ରୁଚି । ତେଣୁ ପ୍ରାରମ୍ଭ ଠାରୁ ପ୍ରତି ଶ୍ରେଣୀ ରେ
Read More...

ଆଇପିଏଲ ୨୦୨୩: ପ୍ଲେ ଅଫ୍‌ରେ ଏହି ୪ ଦଳ

ନୂଆଦିଲ୍ଲୀ,୨୨।୫: ଆଇପିଏଲ ୨୦୨୩ର ୧୬ତମ ସିଜନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ମେ’ ୨୩ରୁ ପ୍ଲେ ଅଫ୍‌ ମ୍ୟାଚ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ, ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
Read More...

ଆମେରିକାରେ ମୋଦିଙ୍କୁ ଦିଆଯିବ ୨୧ ତୋପ ସଲାମୀ

ଓ୍ବାଶିଂଟନ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ମାସରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଏହି ଯାତ୍ରା ବିଷୟରେ ଆମେରିକାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସ୍ବତନ୍ତ୍ର କରିବା ପାଇଁ ଭାରତୀୟ ସମ୍ପ୍ରଦାୟ
Read More...

୩ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ

ଭୁବନେଶ୍ବର: ୩ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ବ ଦିଆଯାଇଛି । ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ବ ଦିଆଯାଇଛି ।
Read More...

ବିଲ୍‌ ପ୍ରଦାନକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ଘଟଣା, ୩ ଦିନ ପରେ ଖୋଲିଲା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ କଣ୍ଟ୍ରାଗଡ ପଞ୍ଚାୟତରେ ବିଲ୍‌ ପ୍ରଦାନକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା । ଏ ନେଇ କଣ୍ଟ୍ରାଗଡ ସମିତି ସଭ୍ୟ ଟିକେଶ୍ୱର ଶବରଙ୍କ ସମେତ ଗ୍ରାମବାସୀ ୩ଦିନ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଯାହାକୁ ନେଇ ୩ ଦିନ ଧରି ସମାଧାନ
Read More...

ସିଆରପିଏଫ୍‌ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଅବସ୍ଥାପିତ ସିଆରପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ କମାଣ୍ଡାଣ୍ଟ୍‌ ମଉଲି ମୋହନ କୁମାରଙ୍କ ନେତୃତ୍ୱରେ ଜବାନମାନେ ସ୍ଥାନୀୟ ବସ୍‌ଷ୍ଟାଣ୍ଡ୍‌ ନିକଟସ୍ଥ ପୋଖରୀ ନିକଟରେ ପହଁଚି
Read More...

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ, ସୁଦାମ ଓ ଶାରଦା

ଭୁବନେଶ୍ବର : ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି | ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ
Read More...